ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ
ଇଂଲଣ୍ଡ-: ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୧୦ ରନ କରିଛି । ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ଶତକ ହାସଲ କରିଛନ୍ତି । ଖେଳ ଶେଷ ସୁଦ୍ଧା ଗିଲ ୧୧୪ ରନ ଓ ରବୀନ୍ଦ୍ର…
Read More...
Read More...