Browsing Tag

England

ହେଡିଂଲେ ଟେଷ୍ଟରେ ଭାରତକୁ ୫ ୱିକେଟରେ ପରାଜିତ କରିଛି ଇଂଲଣ୍ଡ

ଇଂଲଣ୍ଡ-: ହେଡିଂଲେ ଟେଷ୍ଟରେ ଭାରତକୁ ୫ ୱିକେଟରେ ପରାଜିତ କରିଛି ଇଂଲଣ୍ଡ ।  ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହଛି ଘରୋଇ ଦଳ ଇଂଲଣ୍ଡ । ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଟାର୍ଗେଟ୍‌ ଦେଇଥିଲା ଭାରତ । ଏହି ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୫ ୱିକେଟ…
Read More...

ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି

ଲୀଡ୍ସ-: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକ ଓ ସେମାନଙ୍କ…
Read More...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି

ନୂଆଦିଲ୍ଲୀ-: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୪ର୍ଥ ଦିନ ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ୩ ଉଇକେଟ ବିନିମୟରେ ୧୪୭ ରନ ସଂଗ୍ରହ କରିଛି । ଫଳରେ ପ୍ରଥମ ଇନିଂସର ୬ ରନକୁ ମିଶାଇ ପ୍ରଥମ ସେସନ ସୁଦ୍ଧା ୧୫୩ ରନରେ ଆଗୁଆ ରହିଛି…
Read More...

ଗିଲ-ଜୈସ୍ୱାଲ-ପନ୍ତ ମାରିଲେ ଶତକ

ବ୍ୟୁରୋ-: ଲିଡ୍ସ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବେଶ୍ ନାଟକୀୟ ରହିଛି। ପ୍ରଥମ ଘଣ୍ଟାଏରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଓ ୱିକେଟ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ପରାକ୍ରମୀ କ୍ରିକେଟ୍ ଖେଳିଛନ୍ତି। ହେଲେ ମଧ୍ୟାହ୍ନ ଭୋଜନ ପରେ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ସ୍ଥିତି ଆପାତତଃ ବରାବର…
Read More...

ଶୁକ୍ରବାର ଠାରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି

ଲଣ୍ଡନ-: ଶୁକ୍ରବାର ଠାରୁ ଭାରତୀୟ କ୍ରିକେଟ୍ ଦଳ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ତା’ର ପ୍ରଥମ ଶୃଙ୍ଖଳା ଖେଳିବ । ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି । ଦୁଇ ପୂର୍ବତନ ଅଧିନାୟକ ବିରାଟ ‌କୋହଲି ଓ ରୋହିତ ଶର୍ମାଙ୍କ ସହ ବରିଷ୍ଠ ସ୍ପିନର…
Read More...

ବସ୍ ଷ୍ଟପକୁ ଆସୁନି ବସ୍

ବ୍ରିଷ୍ଟଲ : ସାଧାରଣତଃ ବସ୍ ଷ୍ଟପ ଗୁଡିକରେ ଯାତ୍ରୀ ମାନେ ବସକୁ ଅପେକ୍ଷା କରିଥାନ୍ତି । ବସ୍ ଆସିବ ଆଉ ବସ ଆସିବା ପରେ ସମସ୍ତେ ନିଜ ନିଜ କର୍ମ କ୍ଷତ୍ର ବା ଗନ୍ତବ୍ୟ ସ୍ଥଳକୁ ଯିବେ । କିନ୍ତୁ ଗୋଟିଏ ଏମିତି ସ୍ଥାନ, ଯେଉଁଠି ବସ୍ ଷ୍ଟପ ଅଛି କିନ୍ତୁ ସେଠାକୁ ଆଜି ପର୍ଯ୍ୟନ୍ତ ବସ ତ ଦୂରର କଥା…
Read More...

ଇଂଲଣ୍ଡ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ଭାରତ

ବ୍ୟୁରୋ : ଇଂଲଣ୍ଡ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ଭାରତ । ଆଡିଲେଡରେ ଚାଲିଛି ଭାରତ-ଇଂଲଣ୍ଡ ମ୍ୟାଚ | ତେବେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ରନ କରି ୬ ୱିକେଟ ହରାଇଛି । ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩୩ ବଲରୁ ୬୩ ରନ ସଂଗ୍ରହ କରିଛନ୍ତି ।…
Read More...

ଇଂଲଣ୍ଡ କ୍ରିକେଟ ଟିମରେ ୭ ଜଣଙ୍କୁ କରୋନା

ଲଣ୍ଡନ : ଇଂଲଣ୍ଡ କ୍ରିକେଟ୍ ଟିମକୁ ଲାଗିଛି ବଡ ଝଟକା ଲାକିଛି । ଇଲଣ୍ଡ ଟିମ୍ ର ସାତ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ । ତିନି ଜଣ ଖେଳାଳି ଓ ଚାରିଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି । ଏଥିପାଇଁ ଇଂଲଣ୍ଡ ଟିମ ଆଇସୋଲେସନକୁ ଯାଇଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏକ ବିବୃତ୍ତି…
Read More...