Browsing Tag

Elon Musk

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍, ୟୁଜର୍ସ ହନ୍ତସନ୍ତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍। ହୋଇପାରୁନାହିଁ ଅପଲୋଡ୍ ଓ ପୋଷ୍ଟିଂ। ଏହି ଡାଉନ ଲଗ୍ ଇନ୍ କରିବା, ନୂତନ ପୋଷ୍ଟ ଲୋଡ୍ କରିବା ଏବଂ ଆପ୍ ଏବଂ ୱେବସାଇଟ୍ ଉଭୟକୁ ଆକ୍ସେସ୍ କରିବା ଭଳି ମୁଖ୍ୟ କାର୍ଯ୍ୟକୁ ପ୍ରଭାବିତ କରିଛି।ଏନେଇ ସାରା ଭାରତରେ ବ୍ୟବହାରକାରୀଙ୍କ…
Read More...

ସମ୍ପର୍କକୁ ସୁଧାରିବା ପାଇଁ କ୍ଷମା ପ୍ରାର୍ଥନା କଲେ ଏଲୋନ ମସ୍କ

ନୂଆଦିଲ୍ଲୀ-: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲା ମାଲିକ ଏଲୋନ ମସ୍କଙ୍କ ସଂପର୍କ ଏବେ ନୂଆ ମୋଡ ନେଲାଣି । ଲାଗୁଛି ଦୁହିଁଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କ ଏବେ ପୁଣିଥରେ ଟ୍ରାକକୁ ଫେରୁଛି । କାରଣ ଏଲୋନ ମସ୍କ ନିଜେ ସମ୍ପର୍କକୁ ସୁଧାରିବା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।…
Read More...

ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି

ନୂଆଦିଲ୍ଲୀ-: ଦିନେ ପରସ୍ପରର ପ୍ରଶଂସାରେ ଶତମୁଖ ରହୁଥିଲା ବେଳେ ଏବେ ପରସ୍ପରର ନାଁ ଶୁଣିଲେ ଖାଲି ବିଷ ଓଗାରୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ପ୍ରମୁଖ ବ୍ୟବସାୟୀ ଏଲନ ମସ୍କଙ୍କ ମଧ୍ୟରେ ମତଭେଦ ଦିନକୁ ଦିନ ବଢିବାରେ ଲାଗିଛି । ଟିକସ ବିଲ୍‌କୁ ନେଇ ଆମେରିକା…
Read More...

ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା…

ହାଇଦ୍ରାବାଦ-: ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା ମିଳିଛି । ଟେଲିକମ୍ ବିଭାଗ ପକ୍ଷରୁ ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ତୃତୀୟ କମ୍ପାନୀ ହୋଇଛି । ସୂଚନା ଅନୁଯାୟୀ, ଭାରତରେ ଏହି ସେବା ପ୍ରଦାନ କରିବା…
Read More...

ପୁଣି ଜୁକରବର୍ଗଙ୍କୁ ଲଢ଼େଇ ପାଇଁ ଚ୍ୟାଲେଞ୍ଜ ଦେଲେ ଏଲନ୍ ମସ୍କ

ମାର୍କ ଜୁକରବର୍ଗଙ୍କୁ ଏଲନ୍ ମସ୍କଙ୍କ ଖୋଲା ଚ୍ୟାଲେଞ୍ଜ । ବୈଷୟିକ ଜଗତର ଦୁଇ ବଡ଼ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । ଯେକୌଣସି ନିୟମ ସହ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଏଲନ ମସ୍କ । ତେବେ ଏହା ପ୍ରଥମ ଥର ନୁହେଁ…
Read More...

Xର ମାସିକ ବିଲ୍ ନେବାକୁ ଯୋଜନା କରୁଛନ୍ତି ଏଲନ୍ ମସ୍କ

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ବ୍ୟବହାରକାରୀଙ୍କ ପାଇଁ ଏକ ଖବର ସାମ୍ନାକୁ ଆସିଛି । ଏଲନ ମସ୍କ ଯୋଜନା କରୁଛନ୍ତି ମାସକ ବ୍ୟବହାରକରୀଙ୍କ ଠାରୁ ମାସକ ବିଲ ଆଦାୟ କରିବେ । ଏନେଇ ଏଲନ ମସ୍କ କହିଛନ୍ତି । ସେ କହିଛନ୍ତି କି, ଏକ୍ସ ଫ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର…
Read More...

ଟ୍ୱିଟର ବ୍ୟବହାରକାରିଙ୍କ ପାଇଁ ଜାରିହେଲା ନୂଆ ନିୟମ

ନୂଆଦିଲ୍ଲୀ:  ନୂଆ ଆଦେଶ ଜାରି କରି ତିନୋଟି ନିୟମ ବିଷୟରେ କହିଛନ୍ତି ଏଲନ ମସ୍କ  । ନୂଆ ନିର୍ଦେଶ ଅନୁସାରେ , ଏବେ ଟ୍ୱିଟରରେ ମନ ଇଛା ପୋଷ୍ଟ କରିବା ଓ ପଢିବା ଉପରେ ଲାଗିବ ରୋକ । ଏଣିକି ଟ୍ୱିଟରରେ ଦିନକୁ କେତେ ପୋଷ୍ଟ ଦେଖି ପାରିବେ? ତାର ସୀମା ନିର୍ଦ୍ଦାରଣ କରିଛନ୍ତି ଏଲନ ମସ୍କ । ଡାଟା…
Read More...

ପୁଣି ବିଶ୍ବର ନଂ୧ ଧନୀ ତାଲିକାରେ ଏଲନ୍ ମସ୍କ୍

ନୂଆ ଦିଲ୍ଲୀ: ପୁଣି ବିଶ୍ବର ନଂ୧ ଧନୀ ତାଲିକାରେ ଏଲନ୍ ମସ୍କ୍ । ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୯୨ ବିଲିୟନ ଡଲାର ରହିଥିବାବେଳେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ପରିମାଣ ୧୮୭ ବିଲିୟନ ଡଲାର ରହିଥିବା ବ୍ଲୁମ୍ବର୍ଗ ବିଲିୟନର ଇଣ୍ଡେକ୍ସରୁ ଜଣାପଡ଼ିଛି । ତେବେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ…
Read More...

ବିଶ୍ୱର ଧନୀ ବ୍ୟ।କ୍ତି ଏଲନ ମସ୍କ ହୋଇଗଲେଣି ବୋର

ୱାଶିଂଟନ୍‌:ଏଲନ ମସ୍କ ଗତବର୍ଷ ଅକ୍ଟୋବର ମାସରେ ସେ ଟ୍ୱିଟରକୁ ୪୪ ବିଲିୟନ ଡଲାର ଦେଇ କିଣିଥିଲେ। ଟ୍ୱୁିଟର ସିଇଓ ସବୁବେଳେ କିଛିନା କିଛି କଥାକୁ ନେଇ ଚର୍ଚ୍ଚରେ ରହନ୍ତି । ଏଲନ ମସ୍କଙ୍କ ବିବିସକୁ ଏକ ସାକ୍ଷାତକାରର କିଛି କଥା ସାମ୍ନାକୁ ଆସିଛି । ଯେଉଁଠାରେ ସେ କହିଛନ୍ତି । ଏହା ଅତ୍ୟନ୍ତ…
Read More...

ଟୁଇଟରରୁ ଗାୟପ ହୋଇଯିବ ବ୍ଲୁ ଟିକ,ଏଲନ ମସ୍କ ଏକ ନୂଆ ସୂଚନା ଦେଇଛନ୍ତି

ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟର ସିଇଓ ଏଲନ ମସ୍କ ଏକ ନୂଆ ସୂଚନା ଦେଇଛନ୍ତି । ।ପୂର୍ବରୁ କହିଥିଲେ ବ୍ଲୁ ଟିକ ଧାରୀଙ୍କୁ ଟଙ୍କା ଦେବାକୁ ପଡିବ । ଏବେ ପୁଣି ଏକ ନୂଆ କଥା ସାମ୍ନାକୁ ଆସିଛି ।ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ…
Read More...