Browsing Tag

Election

ପଦ୍ମପୁର ଉପନିର୍ବାଚନ: ଆସିଲା ପଞ୍ଚମ ରାଉଣ୍ଡ ଫଳାଫଳା

ପଦ୍ମପୁର:ଚାଲିଛି ପଦ୍ମପୁର ଭୋଟ ଗଣତି । ପଞ୍ଚମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪,୩୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୪,୧୫୭ ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୨୯ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଚତୁର୍ଥ…
Read More...

ଆସିଲା ଚତୁର୍ଥ ରାଉଣ୍ଡ ଫଳାଫଳା; ୨ ହଜାର ୪୧୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର:ଚାଲିଛି ପଦ୍ମପୁର ଭୋଟ ଗଣତି । ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫,୯୨୧ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩,୫୦୮ ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୧୪୨ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଚତୁର୍ଥ…
Read More...

ଶାନ୍ତିପୂର୍ଣ୍ଣ ଭାବରେ ସରିଛି ମତଦାନ : ପଦ୍ମପୁର

ପଦ୍ମପୁର : ଗତକାଲି ଶାନ୍ତିପୁର୍ଣ୍ଣ ଭାବରେ ସରିଥିଲା ମତଦାନ । ହେଲେ ବିଳମ୍ବିତ ରାତି ଯାଏଁ ମତଦାନ ଚାଲୁ ରହିଥିବା ବେଳେ ଭୋଟ ହାର କିଛି ଜଣା ପଡିନାହିଁ । ହୋଲ୍ ରାତି ଇଭିଏମ ଗ୍ରହଣ କରାଯାଇଥିଲା । ତେବେ ଭୋର ୪ଟା ସୁଦ୍ଧା ପହଞ୍ଚିଥିବା ୩୧୯ ବୁଥରୁ ୮୧.୨୯% ମତଦାନ ହୋଇଥିବା ପଦ୍ମପୁର…
Read More...

ପ୍ରଚାରରୁ ପିଙ୍କି ପ୍ରଧାନ ଏବଂ ଠାକୁର ରଞ୍ଜିତ ପ୍ରଧାନଙ୍କୁ ବାହାର କର

ଭୁବନେଶ୍ୱର: ପ୍ରଚାରରୁ ପିଙ୍କି ପ୍ରଧାନ ଏବଂ ଠାକୁର ରଞ୍ଜିତ ପ୍ରଧାନଙ୍କୁ ବାହାର କରାଯାଉ ବୋଲି ଦାବି କଲା ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ସିଇଓ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ବିଜେପିର ପଦ୍ମପୁର ଜିଏସଟି ରେଡ୍ ବେଳେ ହୋଇଥିବା ହିଂସାଣ୍ଡକୁ…
Read More...

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ହେବ ଟୋକା ଲଢେଇ

ପଦ୍ମପୁର/ହରପ୍ରସାଦ ବିଶୋୟୀ: ବିଜେଡିର ରୁଦ୍ର ବନାମ ବିଜେପିର ସୂର୍ୟ୍ୟ ପଦ୍ମପୁର ଉପନିର୍ବାଚନ ଏଥର ବିଭିନ୍ନ ଦୃଷ୍ଟିରୁ ନିଆରା ହେବ। କାରଣ ଏଥର ଏହି ନିର୍ବାଚନ ଯୁଦ୍ଧରେ ଦୁଇ ଟୋକା ମଧ୍ୟରେ ହେବ ଲଢେଇ। ସେମାନେ ହେଲେ ରୁଦ୍ର ଆଉ ସୂର୍ୟ୍ୟ। ଅର୍ଥାତ ଏଥର ପଦ୍ମପୁରରେ ବିଜେଡି ତରଫରୁ ଯୁବ…
Read More...

ଗୁଜୁରାଟର ନିର୍ବାଚନୀ ଇସ୍ତାହାର

ଗୁଜରାଟ:ଗୁଜରାଟ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନ ଇସ୍ତାହାର ଘୋଷଣା ।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣାପତ୍ର ଜାରି କରିଛନ୍ତି ।ଏହି ନିର୍ବାଚନ ଇସ୍ତହାରରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା ସହିତ ୧୦ ଲକ୍ଷ ଚାକିରି ପ୍ରତିଶୃତି ଦେଇଛି ଦଳ । ଏହା ସହ…
Read More...

ହିମାଚଳରେ ଆରମ୍ଭ ହୋଇଛି ମତଦାନ

ଶିମିଲା : ହିମାଚଳରେ ଚାଲିଛି ନିର୍ବାଚନି ମାହୋଲ । ଆଉ ଆରମ୍ଭ ହୋଇଛି ମତଦାନ । ଆଜି ସକାଳ ୮ଟାରେ ମତଦାନ ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଥିବା ବେଳେ ଏହା ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନେ ୪୧୨ ପ୍ରାର୍ଥୀଙ୍କ…
Read More...

ନିର୍ବାଚନର ପୂର୍ବରୁ ହିମାଚଳପ୍ରଦେଶରେ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ହିମାଚଳପ୍ରଦେଶ ରେ ଖୋଲାଖୋଲି ଭାବେ ଏକ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ସେ ହିମାଚଳ ପ୍ରଦେଶବାସୀଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି ଯେ ‘ଡବଲ୍ ଇଞ୍ଜିନ୍ ହେଲେ ଯାଇ ବିକାଶ ଜଲ୍ଦି ହେବ। ରାଜ୍ୟରେ ବିଜେପି ଓ…
Read More...

ବିଧାନସଭା ନିର୍ବାଚନ ପାଇଁ ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେପି

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଗଣା ହେଉଛି ଦିନ । ଏହାରି ଭିତରେ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ବିଜେପି ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ…
Read More...

ପଦ୍ମପୁର ଉପନିର୍ବାଚନକୁ ନେଇ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦେଲା ବିଜେଡି

ବରଗଡ଼: ପଦ୍ମପୁର ଉପନର୍ବାଚନ ଉପରେ ଏବେ ସଭିଙ୍କ ନଜର । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଲେଣି ସମସ୍ତ ଦଳ । ଧାମନଗରେ ବିଜେପିର ବୀଜୟ ପରେ ପଦ୍ମପୁର ଉପ ନିର୍ବାଚନରେ ମଧ୍ୟ ବିଜୟୀ ହେବ ବୋଲି ଆଶା ରଖିଛି ।…
Read More...