ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ଜମୁଛି ନିର୍ବାଚନୀ ପ୍ରଚାର
ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡିଶା ଗସ୍ତ । ଓଡିଶା ଆସି କରୁଛନ୍ତି ନିର୍ବାଚନୀ ପ୍ରଚାର , ମାଗୁଛନ୍ତି ଦଳିୟ ପ୍ରାର୍ଥୀଙ୍କ ପାଇଁ ଭୋଟ । ଏହି କ୍ରମରେ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି।…
Read More...
Read More...