ଅତ୍ୟାଧୁନିକ ମୂର୍ତ୍ତି ଆଗରେ ଫିକା ପଡୁଛି ପାରମ୍ପରିକ ମୂର୍ତ୍ତି
ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ! ପ୍ରତିବର୍ଷ ବିଘ୍ନବିନାଶକଙ୍କ ଆଗମନ ସହ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ବିଘ୍ନବିନାଶକଙ୍କ ପୂଜା ପୂର୍ବରୁ ସହରର ଗଳି କନ୍ଦିରେ ଝଲସିଲାଣି ପୂଜା ମଣ୍ଡପ । ହେଲେ ଏହି ଉତ୍ସବ ଭିତରେ ସ୍ଥାନୀୟ ମୃତ୍ତିକା ଶିଳ୍ପୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି ।…
Read More...
Read More...