Browsing Tag

dubai

ଦୁବାଇରେ ସର୍ବସାଧାରଣ ସ୍ଥାନରେ ଚିତ୍କାର କରି ଜେଲ ଗଲେ ଆମେରିକୀୟ ଯୁବତୀ

ଆବୁଧାବି: ସର୍ବସାଧାରଣରେ ଚିତ୍କାର କରିଥିବା ଅଭିଯୋଗରେ ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ହଷ୍ଟନରୁ ଆସିଥିବା ଜଣେ ଯୁବତୀଙ୍କୁ ଦୁବାଇରେ ଜେଲଦଣ୍ଡାଦେଶ ଦିଆଯାଇଛି । ଟିଏରା ୟଙ୍ଗ୍ ଆଲେନ୍ ନାମ୍ନୀ ଏହି ଯୁବତୀ ୨ ମାସ ହେବ ସେଠାରେ ଅଟକ ରହିଛନ୍ତି । ତାଙ୍କର ପାସପୋର୍ଟ ବି ଜବତ କରାଯାଇଛି।…
Read More...

ବିରାଟଙ୍କୁ ମିଳିଲା ଶ୍ରେଷ୍ଠ ଖେଳାଳି ପୁରସ୍କାର !

ଦୁବାଇ : ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପୁର୍ବତନ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ହାତେଇଛନ୍ତି । ଆଜି ବିରାଟଙ୍କୁ ଆଇସିସିର ଶ୍ରେଷ୍ଠ ପୁରସ୍କାର ମିଳିଛି । ଚଳିତ ମାସରେ ବିଶ୍ୱର ସମସ୍ତ କ୍ରିକେଟରଙ୍କ ତୁଳନାରେ ବିରାଟଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିବାରୁ ତାଙ୍କୁ ଏହି…
Read More...

ଏସିଆ କପରୁ ବାଦ ପଡିଲେ ରବିନ୍ଦ୍ର ଜାଡେଜା

ଦୁବାଇ: ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପରୁ ବାଦ ପଡିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଜାଡେଜା ବ୍ୟାଟ୍ସମ୍ୟାନ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଶ୍ରୀ ଜାଡେଜା ପରବର୍ତ୍ତୀ ମ୍ୟାଚରେ ଅଂଶଗ୍ରହଣ କରିପାରିବେ ନାହିଁ। ଏନେଇ ବସିସିଆଇ ପକ୍ଷରୁ ସୂଚନା…
Read More...

ଏସିଆ ଟି-୨୦ ମ୍ୟାଚ୍ ୨୦୨୨

ଦୁବାଇ: ରବିବାର ଦୁବାଇରେ ଅନୁଷ୍ଠିତ ଟି-୨୦ ଏସିଆ କପରେ ଏକ ଗ୍ରୁପ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓି୍ୱକେଟରେ ପରାସ୍ତ କରିଛି। ଏହି ବିଜୟ ପାକିସ୍ତାନର ଦ୍ରୁତ ବୋଲର ବିଶେଷ କରି ନାସିମ ଶାହା ଭାରତୀୟ ଟପ ଅର୍ଡରକୁ ଅସୁବିଧାରେ ପକାଇବା ପରେ ଏହି ବିଜୟ ହାସଲ କରିଛି। ପ୍ରଥମ ଥର ପାଇଁ ଟି-୨୦…
Read More...

ଆଜିଠାରୁ ଆରମ୍ଭ ଏସିଆ କପ ଟି-୨୦ ମ୍ୟାଚ ; ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

ଦୁବାଇ: ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ ୨୦୨୨। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କା ସାମ୍ନାରେ ରହିଛି ଆଫଗାନିସ୍ତାନ। ଶ୍ରୀଲଙ୍କା ଏସିଆ କପ ଆୟୋଜନର ଅଧିକାର ପାଇଥିଲେ ମଧ୍ୟ ମ୍ୟାଚ୍‌ ଗୁଡ଼ିକ ୟୁଏଇରେ ଖେଳାଯିବ। ଶ୍ରୀଲଙ୍କାରେ…
Read More...

ଦୁବାଇରେ ବନ୍ୟା ,ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟାପାଣି

ଆବୁଧାବି: ଅତ୍ୟଧିକ ବର୍ଷା ଫଳରେ ଧନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି । ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଫଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି । ଅନେକ ଗାଡି ମୋଟର ଯିବା ଆସିବାରେ ଅନେକ ସମସ୍ୟା ଦେଖାଦେଇଛି ।ସେହିପର ସଂଯୁକ୍ତ ଆରବ ଏମିରାଟରେ ଗୁରୁବାର ପ୍ରବଳ ବର୍ଷା ଯୋଗୁ ବନ୍ୟା…
Read More...

ବୋଲିଂରେ ବୁମରାହଙ୍କ ୨ୟ ସ୍ଥାନ: ଖସିଲେ ରୋହିତ-କୋହଲି

ଦୁବାଇ : ଆଇସିସି ପକ୍ଷରୁ ଟପ୍-୧୦ ବୋଲିଂ, ବ୍ୟାଟିଂ ଏବଂ ଅଲରାଉଣ୍ଡର ତାଲିକା ପ୍ରକାଶ । ଅଲରାଉଣ୍ଡର ତାଲିକା ହାର୍ଦ୍ଦିକ ପାଣ୍ଡ୍ୟା ଉପରକୁ ଉଠିଥିବା ବେଳେ ବୋଲିଂ ଓ ବ୍ୟାଟିଂ ତାଲିକାରେ ଅନ୍ୟସବୁ ଭାରତୀୟଙ୍କ ରାଙ୍କିଂ ହ୍ରାସ ପାଇଛି । ଖାସ୍ କରି ଦିନିକିଅ । ଟପ୍-୧୦ ବୋଲିଂ ତାଲିକାରେ…
Read More...

ଓଡ଼ିଶାରେ ହେବ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ

ଭବନେଶ୍ୱର : ଓଡ଼ିଶାରେ ହେବ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ । ଦୁବାଇର ଶିଳ୍ପପତିମାନେ କରିବେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ । ଗତକାଲି ଦୁବାଇରେ ଆୟୋଜିତ ହୋଇଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ୟ୍ୟକ୍ରମରେ ବିଭିନ୍ନ ଶିଳ୍ପ ପାଇଁ ଶିଳ୍ପପତିମାନେ ଏହି ପୁଞ୍ଜିନିବେଶ ଓଡ଼ିଶାରେ କରିବେ…
Read More...

ବିନା ପାଣି ଓ ମାଟିରେ ହେଉଛି ଚାଷ

ଦୁବାଇ:ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ,ହେଲେ ଭାରତକୁ ଟପି ଗଲାଣି ଦୁବାଇ। ଭାରତରେ ଆଉ ଅର୍ଗାନିକ୍ ଚାଷ ବା ଜୈବିକ ପଦ୍ଧତିର ଚାଷ ଦେଖିବାକୁ ମିଳୁନି। କମ୍ ସମୟରେ ବେଶୀ ଫସଲ କିପରି ହେବ ସେଥିପାଇଁ ବିଭିନ୍ନ ରାସାୟନିକ ପଦ୍ଧତିରେ ଚାଷ କରାଯାଉଛି। ହେଲେ ଆପଣ ଦୁବାଇର ଚାଷ ଦେଖିଲେ ଆଶ୍ଚର୍ୟ୍ୟ…
Read More...

ସାପ୍ତାହିକ କାର୍ଯ୍ୟଦିବସ ମାତ୍ର ସାଢ଼େ ୪ ଦିନ ଘୋଷଣା କଲା ୟୁଏଇ

(ଦୁବାଇ) : ୟୁଏଇ ପକ୍ଷରୁ ମଙ୍ଗଳବାର ଦେଶର ସାପ୍ତାହିକ କାର୍ଯ୍ୟଦିବସ ବଦଳିବା ନେଇ ଘୋଷଣା ହୋଇଥିଲା । ସେଇ କ୍ରମରେ , ସେଠାରେ ସରକାରୀ କର୍ମଚାରୀମାନେ ସୋମବାରରୁ ଗୁରୁବାର ଯାଏ ସକାଳ ୭.୩୦ରୁ ଅପରାହ୍ନ ୩.୩୦ ଯାଏ କାମ କରିବେ । ଶୁକ୍ରବାର ସେମାନେ ଅଧା ଦିନ କାମ କରିବେ । ଅର୍ଥାତ ସେଦିନ ସକାଳ…
Read More...