Browsing Tag

Diwali 2025

ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବଢିଛି: ମୋଦି

ଗୋଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଦୀପାବଳି ଗୋଆରେ ନୌସେନା ସହିତ ପାଳନ କରୁଛନ୍ତି । INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପାବଳି ସମ୍ୱୋଧନ କରିଛନ୍ତି । ଦେଶର ସମସ୍ତ ନୌବୀର ଓ ତାଙ୍କ ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି…
Read More...

ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ

ଭୁବନେଶ୍ଵର: ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ । ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଗ୍ରୀନ୍ କାର୍କର ଫୁଟାଇବା ପାଇଁ ପୋଲିସର ଅନୁରୋଧ । ମଦ ପିଇ ଗାଡ଼ି…
Read More...

୨୦ ତାରିଖ ସରକାରୀ ଛୁଟି: ସ୍କୁଲ, କଲେଜ୍ ସବୁ ବନ୍ଦ

ଭୁବନେଶ୍ଵର: ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି । ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା । ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା କଲେ ରାଜ୍ୟ ସରକାର । ଅନ୍ୟପଟେ ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ…
Read More...

ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି

ଭୁବନେଶ୍ଵର: ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି ।…
Read More...

ଦୀପାବଳି ତାରିଖକୁ ନେଇ ଦ୍ବନ୍ଦ୍ବ, ୨୦ ନା ୨୧ରେ ପାଳିବେ ଦୀପାବଳି?

ଭୁବନେଶ୍ଵର: ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର ସମସ୍ତେ ଏହି ପର୍ବ ପାଳିବାକୁ ପ୍ରସ୍ତୁତ ହେଲେଣି। ହେଲେ ଅନ୍ୟ ସବୁ ପର୍ବ ପରି ଦୀପାବଳିକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। କେବେ ପାଳିବେ ଦୀପାବଳି। ଅକ୍ଟୋବର ୨୦ ତାରିଖ ନା ୨୧ ତାରିଖ। ପୁଣି ଏକ ପର୍ବକୁ ନେଇ ଦେଖାଦେଇଛି…
Read More...