Browsing Tag

dhenkanala

ଆଜି ଠାରୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ଆଜି ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି । ଏହିତିଥିରେ ଅଜିଠୁ ଙ୍କାନାଳର ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଯାହାକୁ ନେଇ ପୁରା ଚଳଚଳ ହୋଇ ଉଡିଛି ଯୋରନ୍ଦା ମହିମା ଗାଦି ପୀଠ । ଦେଶ ବିଦେଶରୁ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ଏହି…
Read More...

ସିକ୍କିମ ପ୍ରଳୟକାରୀ ବନ୍ୟରେ ଓଡିଆ ଯବାନ ସରୋଜ କୁମାର ଦାସ ସହିଦ

ଢେଙ୍କାନଳ : ସିକ୍କିମ ପ୍ରଳୟକାରୀ ବନ୍ୟରେ ଓଡିଆ ଯବାନ ସରୋଜ କୁମାର ଦାସ ସହିଦ । ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପବାସୀ ହାବିଲଦାର ସରୋଜ ଦାସ ସହିଦ ହୋଇଯାଇଛନ୍ତି । ଏନେଇ ପୁରା ପରିବାର ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସହିଦ ସରୋଜଙ୍କ ମୃତଦେହକୁ ଭିଡିଓ…
Read More...

ବିଶ୍ୱ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚି ଆର୍ଶିବାଦ ଭିକ୍ଷା କଲେ ୫ଟି ସଚିବ

ଢେଙ୍କାନାଳ :ପୁରୀ ପରେ ଢେଙ୍କାନାଳ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ । ବିଶ୍ୱ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚିଲେ ୫ଟି ସଚିବ । ହେଲି ପ୍ୟାଡରୁ ଓଲେହି ଉପସ୍ଥିତ ଥିବା ଲୋକଙ୍କ ସହିତ ହାତ ମିଳାଇବା ସହ ଆର୍ଶିବାଦ ଗ୍ରହଣ କରିତବଲେ । ଲୋକ ମାନଙ୍କ ସହ ମିଶି ତାଙ୍କର ସମସ୍ୟା ମଧ୍ୟ ପଚାରି…
Read More...