ସାପ କାମୁଡାରେ ୨ ଭାଇ ମୃତ
ଦେବଗଡ: ସାପ କାମୁଡାରେ ଦୁଇ ଭାଇ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଜାଙ୍ଗଲିକୁଦା ଗାଁରେ । ମୃତ ଦୁଇଭାଇ ହେଉଛନ୍ତି ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ ଦେହୁରୀ ଓ ସୌଭାଗ୍ୟ ଦେହୁରୀ ।
ଗତକାଲି ରାତିରେ ଦୁଇ ଭାଇ ଶୋଇଥିବା ବେଳେ ସାପ କାମୁଡିଥିଲା । ପରିବାର ଲୋକ…
Read More...
Read More...