ନୂଆବର୍ଷ ଲାଗି କମିଶନରେଟ ପୋଲିସର କଡ଼ା ସୁରକ୍ଷା : ଅଧିକ ବେଗରେ ଗାଡ଼ି ନ ଚଳାଇବାକୁ ଡିସିପିଙ୍କ ପରାମର୍ଶ
ଭୁବନେଶ୍ୱର : ନୂଆବର୍ଷ ଲାଗି କମିଶନରେଟ ପୋଲିସର କଡ଼ା ସୁରକ୍ଷା । ଏଣୁ ସେଲିବ୍ରେସନ୍ ବେଳେ ନିରାପତ୍ତା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି, ୨ ବର୍ଷ ପରେ ବିନା କରୋନା କଟକଣାରେ ନୂଆବର୍ଷ ପାଳନ ହେବାକୁ ଯାଉଛି।…
Read More...
Read More...