ସ୍ଥଳଭାଗମୁହାଁ ହୋଇ ମାଡି ଆସୁଛି ‘ମୋନ୍ଥା’, ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଟ୍ରଲର
ବ୍ରହ୍ମପୁର: ଗୋପାଳପୁର ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା କିଛି ଟ୍ରଲର । କୂଳକୁ ଆସିବା ପାଇଁ ଚେଷ୍ଟା ସତ୍ତ୍ବେ ଫସି ରହିଥିବା ସୂଚନା । ଟ୍ରଲ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ । ଏହାର ପ୍ରଭାବରେ ସୋମବାର ଗୋପାଳପୁର ଓ ଆଖପାଖ ଅଞ୍ଚଳ ସକାଳୁ ସକାଳୁ ପବନ, ବର୍ଷା ହେବା ସହ…
Read More...
Read More...