୧୨ ଘଣ୍ଟା ବଜାୟ ରହିବ ସ୍ଥିତି
ଦୁର୍ବଳ ହେଲା ଗଭୀର ଅବପାତ । ଡିପ୍ରେସନ ରୂପ ନେଇ ନୂଆପଡା ନିକଟ ରେ କେନ୍ଦ୍ରୀଭୂତ ।ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ଏକ ‘ଅବପାତ’ରେ ପରିଣତ ହୋଇଛି । ଆଜି ଭୋର ସମୟରେ ଅବପାତ…
Read More...
Read More...