ଚୌଦ୍ବାର ଜେଲ ପରିସରର ଜୀବନ ହାରିଲେ ବିଚାରାଧୀନ କଏଦୀ
କଟକ: ଜୀବନ ହାରିଲେ ବିଚାରାଧୀନ କଏଦୀ । ଚୌଦ୍ବାର ଜେଲ ପରିସରର ଗାମୁଛା ଲଗାଇ ଝୁଲି ପଡ଼ିଲେ ବିଚାରାଧୀନ କଏଦୀ । ମୃତକ ଜରିପଡା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁ ପ୍ରସାଦ ସ୍ୱାଇଁ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ , ଚୌଦ୍ୱାର ଜେଲ୍ ପରିସରରେ ଆମ୍ବ ଗଛରେ ଗାମୁଛା ବାନ୍ଧି…
Read More...
Read More...