Browsing Tag

Cuttack

ଏସସିଭି ମେଡିକାଲରେ ୧୦୦ ଡାକ୍ତର ଦେଖିଲେ ଲାଇଭି ସର୍ଜରୀ

କଟକ: ଏସସିବି ରଚିଲା ଇତିହାସ । ସଫଳ ଅସ୍ତ୍ରୋପଚାର ଲାଇଭ ଦେଖିଲେ ୧୦୦ ଡାକ୍ତର । ପ୍ରଥମ ଥର ପାଇଁ ସଂକ୍ରମଣ ଓ ଜନ୍ମାବସ୍ଥାରୁ ସଂକୁଚିତ ପରିସ୍ରାନଳୀର ହୋଇଛି ସଫଳ ଅସ୍ତ୍ରୋପଚାର । ଲାଇଭ ଓଟି ସହିତ କର୍ମଶାଳା ଆୟୋଜନ କରାଯାଇଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ୪୦ ଜଣ ଏପରି ରୋଗୀଙ୍କୁ ନେଇ…
Read More...

ଏକ ତରଫା ପ୍ରେମରୁ ହତ୍ୟା ଉଦ୍ୟମ

କଟକ: ପ୍ରେମରେ ବିଫଳ ହେବାରୁ ନାବାଳିକାଙ୍କ ଭୁଜାଲିରେ ଆକ୍ରମର କରିଛି ବିଫଳ ପ୍ରେମିକ । କଟକ ଜିଲ୍ଲା ନରସିଂହପୁର ଥାନା ଓସ୍ତନାରାୟଣୀପୁର ଗ୍ରାମରେ ଗତ କାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । । ଓସ୍ତନାରାୟଣୀପୁର ପ୍ରତିସ୍ ପଟ୍ଟନାୟକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫା ପ୍ରେମ…
Read More...

ଫିଙ୍ଗିଦେଲା ଜନ୍ମ କଲା ମା : କୋଳେଇ ନେଲା ଜର୍ମାନୀ ମା

କଟକ : କାଲିଯାଏ ପରିଚୟ ନଥିଲା | ଆଜି ମିଳିଲା ନୂଆ ପରିଚୟ । ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଗଲେ ନୂଆ ବାପା ମା | ଏବେ ସେ ତାଙ୍କ ସହ ହସିବ ଖେଳିବ ଆଉ ମଜାମସ୍ତି କରିବ | ତେବେ ଓଡିଶାରୁ ବାହାରି ଜର୍ମାନୀ ଯିବ ଏହି ଶିଶୁକନ୍ୟା ସାଇ ମିନାକ୍ଷୀ | ଜର୍ମାନୀରେ ରହୁଥିବା ପ୍ରବାସୀ…
Read More...

ଏଣିକି ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ; ନିୟମକୁ ଖିଲାପ କଲେ ଲାଇସେନ୍ସ ହେବ ରଦ୍ଦ

ଭୁବନେଶ୍ୱର: ଏଣିକି ବାଧ୍ୟତାମୂଳକ ଓଡ଼ିଆରେ ନାମଫଳକ । ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫକଳ ନ ଲେଖା ହେଲେ ରଦ୍ଦ ହେବ ଲାସେନ୍ସ । ଏ ନେଇ କଡ଼ା ନିରୀକ୍ଷଣ କରିବେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ । ତେବେ ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…
Read More...

କେନାଲ ବନ୍ଧ କଡରେ ପଡିଛି ୫ ବସ୍ତା ଗୋମାଂସ !

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ଜଗତପୁର ଥାନା ବାରଗୋଡିଆ ନିକଟ କେନାଲ ବନ୍ଧ କଡରେ ୫ ବସ୍ତା ଅଖାରେ ମୁହଁ ବନ୍ଧାହୋଇ ଗୋମାଂସ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାଂସ ଗୁଡିକ ପଡି ପଚି ଯିବାରୁ ସ୍ଥାନୀୟ ଅଂଚଳରେ ଦୁର୍ଗନ୍ଧରେ ପସି ହେଉନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ।…
Read More...

ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା .

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଆରମ୍ଭ ହୋଇଛି ପ୍ରକ୍ରିୟା | 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର…
Read More...

ଆସନ୍ତା ୩ ଘଣ୍ଟାରେ କଟକ- ଭୁବନେଶ୍ୱରରେ କାଳବୈଶାଖୀ ସମ୍ଭାବନା,ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର : ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା । ଅନେକ ସ୍ଥାନରେ କାଳବୈଶାଖୀ ସହ କୁଆ ପଥର ବର୍ଷା । ଆସନ୍ତା ୩ ଘଣ୍ଟା ମଧ୍ୟରେ କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ । ୩୦ ରୁ ୪୦ କିଲୋମିଟର ବେଗରେ ପବନ ସହ ଘଡଘଡି ଓ ପ୍ରବଳ ବର୍ଷା ସମ୍ଭାବନା ।…
Read More...

ଭଡା ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ସାଲେପୁର/ ତାରାକାନ୍ତ ନୟକ: ଭଡା ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତ ଦେହ । କଟକ ଜିଲ୍ଲା ସାଲେପୁର ସହର କଲେଜ ରୋଡରେ ଏକ ଭଡା ଘରେ ରାଧାଶ୍ୟାମଙ୍କ ପତ୍ନୀ କୌଣସି କାରଣରୁ ବେକରେ ଧୋତି ଲଗାଇ ଆତ୍ମହତ୍ୟ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସାଲେପୁର ଗୋଷ୍ଠି…
Read More...

ରାତିର ଅନ୍ଧାରରେ ଆସୁଛି, କଲିଜା ନେଇ ଚାଲିଯାଉଛି

କଟକ: ପୁଣି ଅଜଣା ଜନ୍ତୁର ଭୟ । ଅଜଣା ଜନ୍ତୁର ଭୟରେ ଗ୍ରାମବାସୀ । ରାତିର ଅନ୍ଧାରରେ ସେ ଆସୁଛି । ଆଉ କଲିଜା ନେଇ ଚାଲିଯାଉଛି । କେହି କିଛି ଟେର୍ ବି ପାଉ ନାହାନ୍ତି । ରାତି ଯେତେ ବଢୁଛି ସେ ସେତେ ମେଣ୍ଢାଙ୍କୁ ମାରି କଲିଜା ନେଇ ଚାଲିଯାଉଛି । କିନ୍ତୁ କିଏ ସେହି ଅଜଣା ଜନ୍ତୁ ? ଜନ୍ତୁ ନା…
Read More...

ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଜିମ୍‌ରେ ଦୁଷ୍କର୍ମ, ଥାନାରେ ଅଭିଯୋଗ କଲେ ଯୁବତୀ

କଟକ : ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଜିମ୍‌ରେ ଦୁଷ୍କର୍ମ ଅଭିଯୋଗ । କଟକର ଜୁଗରନଟ ଜିମ୍‌ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । କଟକ ସିଡିଏ ସେକ୍ଟର-୯ରେ ଏକ ଜିମରେ ଏଭଳି ଘଟଣା ହୋଇଥିବା ନେଇ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି ଏହି ଯୁବତୀ। ଅଭିଯୋଗ ମୁତାବକ, ଜିମ୍‌ର…
Read More...