Browsing Tag

Cuttack

ହାଇକୋର୍ଟ ଗଲେ ସିଙ୍ଗର ସୌରିନ ଭଟ୍ଟ, ହାଇ‌‌ର୍କୋଟରେ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ

କଟକ : ହାଇକୋର୍ଟ ଗଲେ ସିଙ୍ଗର ସୌରିନ ଭଟ୍ଟ । ଗିରଫଦାରୀ ଏଡାଇବାକୁ ସୌରିନ ଭଟ୍ଟ ଉଚ୍ଚନ୍ୟାୟଳୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା…
Read More...

କୁଆଡେ ଗଲେ ସୌରିନ୍ ଭଟ୍ଟ ? କୋଲକାତାରୁ ଖାଲି ହାତରେ ଫେରିଲା କମିଶନରେଟ୍ ପୁଲିସ

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ତଦନ୍ତ ପାଇଁ କୋଲକାତା ଯାଇଛି କମିଶନରେଟ୍ ପୋଲିସ । ଏବଂ କୋଲକାତାରେ ଥିବା ତାଙ୍କ ବାସଭବନରେ ମହିଳାଥାନା ପୋଲିସ ଚଢ଼ାଉ ମଧ୍ୟ କରିଥିଲା । କିନ୍ତୁ ବିଡମ୍ବନାର ବିଷୟ କି ସୌରୀନ ଭଟ୍ଟ ସେଠାରୁ ଫେରାର ହୋଇଯାଛନ୍ତି ।…
Read More...

ଆର.ଏମ.ସି କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ସମୀକ୍ଷା

ଭୁବନେଶ୍ୱର : ଆଜି ଲୋକ ସେବା ଭବନରେ ନିୟନ୍ତ୍ରିତ ମାର୍କେଟିଂ ସୋସାଇଟି (ଆରଏମସି) କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମାର୍କେଟ ୟାର୍ଡରେ ଉପଲବ୍ଧ ବିଦ୍ୟମାନ ଭିତ୍ତିଭୂମି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ଓ ମାର୍କେଟ ୟାର୍ଡ ପ୍ରତିଷ୍ଠା ପାଇଁ…
Read More...

ଏସସିବିରେ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ

 କଟକ: ଏସସିବି ମେଡିକାଲ ପରିଦର୍ଶନ କରି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ। ଏପରେ ସେ ଗଣମାଧ୍ୟମକୁ  କହିଛନ୍ତି, ଏସସିବିରେ ସମସ୍ତ ବ୍ୟବସ୍ଥା କରାଯାଇଛି। ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ…
Read More...

ମହିଳା ସ୍ୱିପରଙ୍କୁ ଦୁଷ୍କର୍ମ କଲେ ସୁପରଭାଇଜର

କଟକ : କଟକ ବଡ଼ ମେଡିକାଲରେ ଘଟିଯାଇଛି ଲଜ୍ଜା ଜନକ ଘଟଣା । ମହିଳା ସ୍ୱିପରଙ୍କୁ କରାଯାଇଛି ଦୁଷ୍କର୍ମ । ଜଣେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏସ୍ଆର୍ ହଷ୍ଟେଲକୁ ରୁମ୍‌ ସଫା କରିବା ବାହାନାରେ ଡାକି ସୁପରଭାଇଜର ଜଣକ ଦୁଷ୍କର୍ମ କରିଥିବା ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି।…
Read More...

ବ୍ୟବସାୟ ଆଳରେ ରୋଗୀଙ୍କ ଠାରୁ ୬୮ ଲକ୍ଷ ଟଙ୍କ ଠକିଲେ ହୋମିଓପ୍ୟାଥିକ୍ ଡାକ୍ତର

କଟକ:ବ୍ୟବସାୟ ଆଳରେ ରୋଗୀଙ୍କଠାରୁ ୬୮ ଲକ୍ଷ ଟଙ୍କ ଠକିଲେ ହୋମିଓପ୍ୟାଥିକ୍ ଡାକ୍ତର। ଠକ ଡାକ୍ତରଙ୍କୁ ବାଦାମବାଡି ଥାନା ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଦାମବାଡି ମିଶ୍ର ଲେନରେ ରହୁଥିବା ସଂଗ୍ରାମ କେଶରୀ ପଟ୍ଟନାୟକ । ଠକ ଡାକ୍ତର ଦୁଇଟି ବିବାହ କରିଥିବା ସାଧାରଣ…
Read More...

ମେ ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

କଟକ:ମେ ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ ।ଷ୍ଟେଟ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । କଟକ ବୋର୍ଡ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ । । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର…
Read More...

ଯୋବ୍ର ବ୍ରିଜରୁ ଅଜଣା ଲୋକଙ୍କ ମୃତଦେହ ଉଦ୍ଧାର

କଟକ:କଟକ ଯୋବ୍ରା ବାରେଜ୍ ରେ ଏକ ସବ ଭାସୁଥିବା ଦେଖି ବାକୁ ମିଳିଛି ।ଆଜି ସକାଳୁ କଟକ ଯୋବ୍ରା ବ୍ରିଜ୍ ଗେଟ୍ ରେ କୌଣସି ଅଜଣା ବ୍ୟକ୍ତି ର ସବ ଭାସୁଥିବା ର ଦେଖି ବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକମାନେ ଜଗତପୁର ଥାନା ଖବର ଜଣେଇ ଥିଲେ । ପରେ ଜଗତପୁର ଥାନା ର ଅଧିକାରି ଓ ଓଡରାଫ ଟିମ୍…
Read More...

ଧରା ପଡିଲେ ନ୍ୟୁଡ୍ କଲ୍ ବ୍ଲାକମେଲର

ଧରା ପଡିଲେ ନ୍ୟୁଡ୍ କଲ୍ ବ୍ଲାକମେଲର କଟକ: ନ୍ୟୁଡ୍ କଲ୍ ବ୍ଲାକମେଲ କରୁଥିବା ୨ ଅଭିଯୁକ୍ତକୁ ଆଜି କଟକ ସାଇବର ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଏମ ଡି ଇଝାରଉଦ୍ଦୀନ ଅନସାରୀ ଓ ଓ ସାକିର ଖାନ । ରାଜସ୍ଥାନର ଭରତପୁରରେ ଏମାନଙ୍କର ଗୋଟିଏ ବଡ଼ ଗ୍ୟାଙ୍ଗ…
Read More...

ହରଡ଼ଗଣାରେ ଶୌଚାଳୟ କର୍ମଚାରୀ, ଠିକାସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ- ସିଏମସି ମେୟର

କଟକ : ବୁଧବାର ସକାଳୁ ସକାଳୁ ମେୟର ସୁବାସ ସିଂ ଓ ସିଏମସି କମିସନର ନିଖିଲ ପୱନ କଲ୍ୟାଣ ଏବଂ ସମସ୍ତ ଅଧିକାରୀ କର୍ପୋରେଟର ଶିଶୁ ଭବନରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରୁଥିବା ବେଳେ ଶୌଚାଳୟ କର୍ମଚାରୀଙ୍କ ଚୋରି ଧରା ପଡିଲା। ସାଧାରଣ ଲୋକଙ୍କ ପାଇଁ ଶିଶୁ ଭବନରେ ନିଶୁଳ୍କ…
Read More...