Browsing Tag

Cuttack

ବାଂଲାଦେଶୀ ନାବାଳିକା ଚାଲାଣ; ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌

ଭୁବନେଶ୍ଵର: ବାଂଲାଦେଶୀ ନାବାଳିକା ଚାଲାଣ ଘଟଣାରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌ । ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କଲା NIA । ଭୁବନେଶ୍ବର ସ୍ପେଶାଲ କୋର୍ଟରେ ଚାର୍ଜସିଟ୍‌ ଦାଖଲ । ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଇବା ଅଭିଯୋଗ । ଗରିବ ପରିବାରର…
Read More...

ଶ୍ରେୟା ଘୋଷାଲଙ୍କ ପ୍ରୋଗ୍ରାମ୍‌ରେ ଠେଲାପେଲା ଘଟଣା: ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲାପାଳ

Baliyatra Stamped: କଟକ ବାଲିଯାତ୍ରାରେ ଶ୍ରେୟା ଘୋଷାଲଙ୍କ ପ୍ରୋଗ୍ରାମ୍‌ରେ ଠେଲାପେଲା ଘଟଣା । ଆରୋପ ପ୍ରତ୍ୟାରୋପକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ଲୋକ ଅଧିକ ହେବାରୁ ଠେଲାପେଲା ହୋଇଥିଲା, ୨/୩ ଜଣ ଅଚେତ ହୋଇଥିଲେ । ପାଖାପାଖି ଦୁଇ ଲକ୍ଷ ଲୋକ ଷ୍ଟେଜ୍‌ ନିକଟରେ ଉପସ୍ଥିତ ଥିଲେ…
Read More...

କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ପ୍ରବଳ ଭିଡ଼, ଠେଲାପେଲାରେ ୨ ଅଚେତ

Bali Yatra 2025: କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ପ୍ରବଳ ଭିଡ଼ । ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା । ଶ୍ରେୟା ଘୋଷାଲ କାର୍ଯ୍ୟକ୍ରମ ବ୍ୟାରିକେଡ୍‌ରେ ଠେଲାପେଲା ସ୍ଥିତି । ୨ ଅଚେତ୍, ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲେ ଅତିରିକ୍ତ ସିପି । ପ୍ରବଳ…
Read More...

କଟକରେ କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ୍

କଟକ: କଟକରେ କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ୍ । ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ ଜୋନ୍ । ସୂଚନା ଦେଲେ ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂ । କଟକ ସହରରେ ମୁତୟନ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ । ସମ୍ବେଦନଶୀଳ ସ୍ଥାନରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା ।…
Read More...

ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

କଟକ: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟଙ୍କ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଉପର ପଡ଼ିଆରେ ଐତିହ୍ୟ ସଂପର୍କିତ ଷ୍ଟଲ୍ ଖୋଲାଯିବ । ଉପର ପଡ଼ିଆରେ ଷ୍ଟଲ୍ ସହ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ଏନେଇ ପ୍ରକ୍ରିୟା ଆରମ୍ଭ…
Read More...

କଟକ ଦଶହରା ଭସାଣୀ ଗଣ୍ଡଗୋଳ: ବଢ଼ିଲା ଗିରଫଦାରୀ ସଂଖ୍ୟା

କଟକ: କଟକ ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଥିଲେ, ଆଜି ଆଉ ୩ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସିପି । ଆଗକୁ ଆଉ ଅଧିକ ଗିରଫ କରାଯାଇ ପାରେ ବୋଲି କହିଛନ୍ତି ଏସିପି ଗିରିଜା…
Read More...

କଟକ ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା

କଟକ: କଟକ ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା । ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ…
Read More...

ଶାନ୍ତି ରହିଲେ ବଢିବନି କର୍ଫ୍ୟୁ: ପୋଲିସ କମିଶନର

କଟକ: ଅଚାନକ କର୍ଫ୍ୟୁ ଯୋଗୁଁ ସିଲଭର ସିଟିରେ ଜୀବନ ଠପ୍ । ହେଲ୍ଥ ହବକୁ ଚିକିତ୍ସା ପାଇଁ ଆସି ରୋଗୀ ହଟହଟା ।ଇଣ୍ଟରନେଟ୍ ବନ୍ଦ ଯୋଗୁ ହେଉନି ରୋଗୀଙ୍କ ଆଡମିଶନ୍ । ପେସେଣ୍ଟଙ୍କୁ ଫେରାଉଛନ୍ତି ଘରୋଇ ହସ୍ପିଟାଲ ବଡ଼ ଡାକ୍ତରଖାନାରୁ ବସଷ୍ଟାଣ୍ଡ, ସବୁଠି ଲୋକେ ହନ୍ତସନ୍ତ । ଏହାରିଭିତରେ ବିଳମ୍ବିତ…
Read More...

କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌…

ଭୁବନେଶ୍ୱର:- କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି । କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ…
Read More...

ଆଇନଶୃଙ୍ଖଳା ନେଇ ନବୀନଙ୍କ ଗଭୀର ଉଦ୍‌ବେଗ, ଶାନ୍ତିଶୃଙ୍ଖଳା ବଜାୟ ରକ୍ଷା ପାଇଁ କଲେ ଅନୁରୋଧ

କଟକ: ଆଇନଶୃଙ୍ଖଳା ନେଇ ବିରୋଧୀଦଳ ନେତା ନବୀନଙ୍କ ଗଭୀର ଉଦ୍‌ବେଗ । କଟକରେ ଶାନ୍ତିଶୃଙ୍ଖଳା ବଜାୟ ରକ୍ଷା ପାଇଁ ଅନୁରୋଧ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେପଟେ କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…
Read More...