Browsing Tag

CRIME

ସରକାରୀ ଚାକିରି ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ-: ଦିଲ୍ଲୀ ପୋଲିସ ଏକ ବଡ଼ ନକଲି ସରକାରୀ ଚାକିରୀ ରାକେଟର ପର୍ଦ୍ଦାଫାସ କରିଛି ଏବଂ ବେକାର ଯୁବକମାନଙ୍କୁ ଠକୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରସିଦ ଚୌଧୁରୀକୁ ଗିରଫ କରିଛି। ଏହି ରାକେଟ ଜାତୀୟ ଗ୍ରାମୀଣ ବିକାଶ ଏବଂ ମନୋରଞ୍ଜନ ମିଶନ (ଏନଆରଡିଆରଏମ) ନାମରେ କାର୍ଯ୍ୟ କରୁଥିଲା ଏବଂ…
Read More...

ନିଜ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିବା ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ-: ନିଜ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିବା ବାପାକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ (ଏଫଟିଏସସି-୨) ଅଦାଲତ ବିଚାରପତି ସବିତା ଦାସ ଏ ସଂପର୍କିତ ମାମଲାର ଶୁଣାଣି କରି ଲାଲବାଗ ଥାନା ଅଞ୍ଚଳର ଅସପାକ୍ ଅହମଦ୍ ଖାନ(୪୧)କୁ…
Read More...

ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ ସାଇବର ହ୍ୟାକର୍ସଙ୍କ ସାହାରା ନେଇଛି

ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ ‘ସିନ୍ଦୂର’ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଅସ୍ତ୍ରଶସ୍ତ୍ର ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ…
Read More...

ଭଦ୍ରକରେ ନକଲି ନୋଟ କରବା, ଜଣେ ଯୁବକଙ୍କୁ ଗିରଫ

ଭଦ୍ରକ: ଦେଉଳାପାଳ ଗାଁରେ ନକଲି ଟଙ୍କା ଦେଇ ସାମଗ୍ରୀ କିଣିବା ସମୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଧରାପଡ଼ିଥିବା ଯୁବକଙ୍କୁ ମାନସ ସାହୁ ଭାବେ ଚିହ୍ନଟ କରାଯାଇଛି। ମାନସଙ୍କୁ ଗିରଫ କରିବା ପରେ ନକଲି ଟଙ୍କା ରାକେଟର ପର୍ଦ୍ଦାଫାଶ୍ ହୋଇଛି। ତାଙ୍କୁ ଗିରଫ କରିବା ପରେ ପୁଲିସ ୭,୧୦୦ ଟଙ୍କା…
Read More...

ତିନି ଜଣ ଦୁର୍ବୁତ୍ତ ମିଶି ଜଣେ ନାବାଳିକାକୁ ଚଳନ୍ତା କାରରେ କଲେ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ-: ଉତ୍ତରପ୍ରଦେଶ ବୁଲନ୍ଦସହର ମେରଟ ନ୍ୟାସନାଲ ହାଇୱେରେ ଲଜ୍ଜ୍ୟାଜନକ ଘଟଣା । ତିନି ଜଣ ଦୁର୍ବୁତ୍ତ ଜଣେ ନାବାଳିକାକୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ଚଳନ୍ତା କାରରୁ ଫିଙ୍ଗି ଦେଇଛନ୍ତି । ସୂଚନାନୁଯାୟୀ, ମେ ୬ ତାରିଖରେ ୨ ଜଣ ନାବାଳିକାଙ୍କୁ ଚାକିରିର ଲୋଭ…
Read More...

ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ରକ୍ତାକ୍ତ

ଗଞ୍ଜାମ-: ଗଞ୍ଜାମ ଜିଲା ବାସୁଦେବପୁର ପଞ୍ଚାୟତ ପଡିଆପୁରୁଷୋତ୍ତମପୁର ଗ୍ରାମର ପ୍ରିୟତ ମାଧରଙ୍କୁ ତାଙ୍କ ସ୍ବାମୀ ବଇଁଶୀଧର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ବାମୀଙ୍କ ମାଡ଼ରେ ପ୍ରିୟତମାଙ୍କ ନାକ ହାଡ଼ ଭାଙ୍ଗି ଯାଇଛି। ଏ ନେଇ ଏତଲା ହେବାପରେ ଥାନା ମାମଲା ନଂ.୧୬୯/୨୫ ଅନୁଯାୟୀ…
Read More...

ବଡ଼ଗଡ଼ ଥାନା ଅଞ୍ଚଳରେ ବ୍ଲାକମେଲ୍‌ କରି ମାଆ ଓ ଝିଅକୁ ଜଣେ ଯୁବକ କରିଛି ଦୁଷ୍କର୍ମ

ଭୁବନେଶ୍ବର-: ପୁଣି ରାଜଧାନୀରେ ଲଜ୍ୟା । ବଡ଼ଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ବ୍ଲାକମେଲ୍‌ କରି ମାଆ ଓ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଉଭୟ ମା’ ଓ ଝିଅଙ୍କ ଅଶ୍ଳୀଳ ଫଟୋ ଉଠାଇ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଗିରଫ…
Read More...

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ

କେନ୍ଦ୍ରାପଡ଼ା-: ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡ଼ା । ସ୍ପଷ୍ଟ ଦିବାଲୋକ, ସର୍ବସମ୍ମୁଖରେ ହେଲା ଗୁଳିମାଡ଼ । ରାସ୍ତାରେ ଯିବା ବେଳେ ଜଣେ ଯୁବକଙ୍କ ଉପରକୁ ୩ ରୁ ୪ ଜଣ ଦୁର୍ବୃତ୍ତ କଲେ ଗୁଳି ମାଡ଼ । ଗୋଟିଏ ଗୁଳି ଯୁବକଙ୍କ ଗୋଡ଼ରେ ବାଜି ଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ…
Read More...

ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା…

ଭୁବନେଶ୍ୱର-: ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିଡିପିଓ । ଶିଶୁ ବିକାଶ ଅଧିକାରୀଙ୍କ ନାମ ଶକୁନ୍ତଳା ଦାସ ବୋଲି ଜଣା ପଡିଛି । ସୂଚନାନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ସିଡିପିଓ…
Read More...

ଯୁବତୀଙ୍କୁ ବ୍ଲାକ ମେଲ କରି ଟଙ୍କା ମାଗିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର-: ଜଣେ ଯୁବତୀଙ୍କୁ ତାଙ୍କର ଅଶ୍ଳୀଳ ଫଟୋ ଦେଖାଇ ବ୍ଲାକମେଲ୍ କରିବା, ତାଙ୍କୁ ପ୍ରସାରିତ କରିବା ଏବଂ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ କମିଶନରେଟ୍ ପୋଲିସର ସାଇବର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ସୁମିତ କୁମାର ଦାସ। ଯୁବତୀଙ୍କ ଅଭିଯୋଗ…
Read More...