Browsing Tag

CRIME

ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ‌ଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଡବଲ ମର୍ଡର । ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ​‌ଲେ ଦୁର୍ବୃତ୍ତ । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ ।…
Read More...

ସ୍ୱାମୀକୁ ହତ୍ୟା କରି ସୁଟକେସରେ ଭର୍ତ୍ତି କରି ଫିଙ୍ଗି ଦେଲା ସ୍ତ୍ରୀ

ମେରଠ: ମେରଠରେ ନୀଳ ଡ୍ରମରୁ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଦେଶ ରେ ଚହଳ ପକାଇ ଥିଲା । ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ନୀଳ ଡ୍ରମରେ ଭର୍ତ୍ତି କରିଦେଇଥିଲେ । ଠିକ ସେହିଭଳି ବର୍ତ୍ତମାନ ଦେଓରିଆରୁ ଏକ ମାମଲା ସାମ୍ନାକୁ ଆସିଛି।…
Read More...

ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ମାଲକାନଗିରି-: ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ମାଲକାନଗିରି ଥାନା ପୋଲିସ । ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କରିଥିଲା ଏବଂ ହତ୍ୟାକାଣ୍ଡ ଭିଆଇ ମୃତଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇ ଘଣଟାସ୍ଥଳରୁ ଫେରାର…
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକଙ୍କ ମୃତଦେହ

ବେଙ୍ଗାଲୁରୁ-: କର୍ଣ୍ଣାଟକର ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ଓମ ପ୍ରକାଶଙ୍କ (ଡିଜିପି) ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ସ୍ତିତ ତାଙ୍କ ବାସଭବନରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ଓମ ପ୍ରକାଶଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ…
Read More...

ଚେତାଶୂନ୍ୟ ଅବସ୍ଥାରେ ଦେଇଥିଲେ ଯୌନ ନିର୍ୟାତନା

ହରିୟାଣା-: କୋଲକତାର ଆରଜି କର ହସ୍ପିଟାଲର ଘଟିଥିବା ଦୁଷ୍କର୍ମ ମାମଲା ଏଯାଏଁ ଥମି ନଥିବା ବେଳେ ପୁଣି ଏକ ହସ୍ପିଟାଲରେ ଘଟିଛି ନାରକୀୟ କାଣ୍ଡ । ଯାହା ବର୍ବରତା ଓ ବିକୃତ ମାନସିକତାର ସବୁ ସୀମା ଟପିଛି । ଭେଣ୍ଟିଲେଟରରେ ରୋଗୀ ଭାବେ ଚିକିତ୍ସିତ ହେଉଥିବା ଜଣେ ଏୟାର ହଷ୍ଟେଜଙ୍କୁ ଦୁଷ୍କର୍ମ…
Read More...

ପରକୀୟା ପ୍ରୀତି ବିଷୟରେ ଜାଣି ପକାଇବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଚଣ୍ଡିଗଡ଼-: ମେରଠର ସୌରଭ ହତ୍ୟା ମାମଲାକୁ ଲୋକମାନେ ଭୁଲି ନଥିବା ବେଳେ, ଏବେ ପୁଣି ହରିୟାଣାରୁ ଜଣେ ୟୁଟ୍ୟୁବର ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୟୁଟ୍ୟୁବର ରବୀନା ନାମକ ମହିଳା ପ୍ରେମିକ ସୁରେଶ ସହ ମିଶି ସ୍ୱାମୀ…
Read More...

ଗୋଟିଏ ରାତିରେ ୩ଟି ସିରିଜ ଚୋରି

ସୁବର୍ଣ୍ଣପୁର -: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାରମ୍ବାର ଚୋରି ହେଉଛି । ଦୁର୍ବୃତ୍ତ ମାନେ ଖୋଲାଖୋଲି ଚୋରି କରୁଥିବା ବେଳେ ପୁଲିସ ଚୋରଙ୍କ ଟେର ପାଉନି । ଗତ ମାସରେ ବିନିକା ଥାନା ସମ୍ମୁଖ ସବ୍ ପୋଷ୍ଟ ଅଫିସରୁ କିଛି ଦୁର୍ବୃତ୍ତ ଚୋରି ଉଦ୍ୟମ କରି ୬ଟି…
Read More...

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ

ରାଉରକେଲା-: ଇସ୍ପାତ ସହରରେ ରକ୍ତର ଛିଟା । ରାଉରକେଲାରେ ଘଟିଛି ପୁଣି ଏକ ହତ୍ୟା କାଣ୍ଡ । ନିଜ ବାପାକୁ ହତ୍ୟା କଲା ପୁଅ । ହତ୍ୟା କରି କହିଲା ମାଆ ହତ୍ୟାର ନେଇଛି ପ୍ରତିଶୋଧ । ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତର ନାମ ବିଷ୍ଣୁ ବର୍ମା ବୋଲି ଜଣାପଡିଛି ସୂଚନା…
Read More...

ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ

ପୁଣି ରାଜଧାନୀରେ ଛୁରାମାଡ଼ | ଷ୍ଟାଟସ ଦେବାକୁ କେନ୍ଦ୍ରକରି ହୋଇଛି ଛୁରୀ ମାଡ଼ | ଭରତପୁର ଅଞ୍ଚଳରେ ଛୁରୀମାଡ଼ ହୋଇଥିବା ଅଭିଯୋଗ | ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ତଦନ୍ତ ଜାରି | ସୂଚନା ଅନୁସାରେ ସୋସିଆଲ ମିଡିଆରେ ଷ୍ଟାଟସ ଦେବାକୁ ନେଇ ମାନସ ନାୟକ ଓ ସୁବାଷ ନାୟକଙ୍କ ସହିତ ଭରତପୁର…
Read More...

ପାରିବାରିକ କଳହ ସମାଧାନ କରିବାକୁଯାଇ ଛୁରା ମାଡ଼ ଖାଇଲେ ପୋଲିସ କର୍ମଚାରୀ

ସୁନ୍ଦରଗଡ଼-: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ଟେନସା ସି ବ୍ଲକରେ ପାରିବାରିକ କଳହ ସମାଧାନ କରିବାକୁ ଯାଇଥିବା ବେଳେ ଦୁଇଜଣ ପୋଲିସ କନଷ୍ଟେବଳଙ୍କୁ ଛୁରା ମାଡ଼ । ଆହତ ଦୁଇଜଣ ପୋଲିସ କନଷ୍ଟେବଳଙ୍କୁ ତୁରନ୍ତ ଟେନସା ହସ୍ପିଟାଲକୁ ପଠାଯାଇଥିଲା, ସେଠାରେ ଜଣଙ୍କ ଅବସ୍ଥା ଗୁରୁତର…
Read More...