Browsing Tag

CRIME

ଯୋଜନା ହୋଇଥିବା ଡକାୟତିକୁ ପଣ୍ଡ କଲା ଜଟଣୀ ପୋଲିସ୍

ଡକାୟତଙ୍କ ବଡ ଯୋଜନାକୁ ପଣ୍ଡ କଲା ପୋଲିସ୍ । ଧରାପଡିଲେ ୫ ଅପରାଧୀ ।  ସୂଚନା ଅନୁସାରକେ ହରିପୁର ଓ ଡେଲାଙ୍ଗ ପାର୍ଶ୍ୱକୁ ଯାଉଥିବା ଯାନବାହାନ ଚାଳକଙ୍କ ଉପରେ ଡକାୟତି କରିବା ଉଦ୍ଦେଶ୍ୟରେ ଜଟଣୀ ଅଞ୍ଚଳର ମଣିଆଛକ ଶିବ ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ଏକାଠି ହୋଇଥିବାବେଳେ ବିଶ୍ୱସ୍ତ…
Read More...

ରାତି ଅଧରେ ରାଜଧାନୀରେ ବୋମା ମାଡ଼, ଯୁବକ ଗୁରୁତର, ପୋଲିସର ତଦନ୍ତ ଜାରି

ଭୁବନେଶ୍ଵର: ଭୋଜିରେ ମସଗୁଲ କମିସନରେଟ ପୋଲିସ । ସେପଟେ ବୋମା ମାଡ଼ରେ ଥରିଲା ରାଜଧାନୀ । ଯୁବକଙ୍କ ହାତରେ ଫୁଟିଲା ବୋମା । ଗୁରୁତର ଭାବେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ଥାନାରେ ଭର୍ତ୍ତି କରିଛି ପୋଲିସ । ସେପଟେ କିଏ ଏବଂ କାହିଁକି ଏହି କାଣ୍ଡ ଘଟାଇଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି…
Read More...

ସାହୁକାର ଶୋଷଣର ଶିକାର ହୋଇ ନିଜ କିଡ୍‌ନି ବିକିଲେ ଯୁବକ

ଦର୍ଶକବନ୍ଧୁ ଯେତେବେଳେ ମଣିଷ ଉପରେ ଦଇବ ଦାଉ ସାଜେ ସେତେବେଳେ ମଣିଷ ଅନ୍ୟଠାରୁ ରୂଣ ନେବାକୁ ବାଧ୍ୟ ହୁଏ ଆଉ ଆଜିକା ସମୟରେ ରୂଣ ଦେଉଥିବା ସାହୁକାର ରୂଣ ନେଉଥିବା ନୀରିହ ଲକୋଙ୍କ ଉପରେ ଦାଉ ସାଜନ୍ତି ଏବଂ ଅଧିକ ସୁଧ ଆଶାରେ  ନୀରିହ ଲୋକଙ୍କ ରକ୍ତ ଶୋଷିବାକୁ  ଲାଗନ୍ତି । ଏବଂ ସେତେବେଳେ ଋଣ…
Read More...

ଭୁବନେଶ୍ୱରରେ ହତ୍ୟା କରି ଘଟଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ପୁରୁଷ ବନ୍ଧୁ

ଭୁବନେଶ୍ୱର:- ରାଜଧାନୀରୁ ନିଖୋଜ ଟ୍ରାଫିକ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ । ମହିଳା କନେଷ୍ଟବଳଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିଛି । ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି…
Read More...

ରେଳଡ଼ବା ମରାମତି କାରଖାନା ନିକଟ ପଡ଼ିଆରୁ ମୃତଦେହ ଉଦ୍ଧାର ଘଟଣା, ମରାଯିବ ମୃତକଙ୍କ ପୋଷ୍ଟର

ଭୁବନେଶ୍ୱର: ରେଳଡ଼ବା ମରାମତି କାରଖାନା ପଡ଼ିଆରୁ ମୃତଦେହ ମିଳିବା ଘଟଣା । ହତ୍ୟା ମାମଲା ରୁଜୁ ନେଇ ଏସିପି ଜୋନ୍-୫ଙ୍କ ସୂଚନା । ପରିଚୟ ନ ମିଳିବାରୁ ରାଜଧାନୀ ସାରା ପୋଷ୍ଟର ମାରିବ ପୁଲିସ । ୯୬ ଘଣ୍ଟା ଯାଏଁ ଅପେକ୍ଷା କରାଯିବ, ପରେ ଶବ ସତ୍କାର କରାଯିବ । ପାରିପାର୍ଶ୍ଵିକ ଅବସ୍ଥାରୁ ଏହା…
Read More...

ଅପରେସନ ପ୍ରହାରରେ ଭୟଭୀତ ନିଶା ମାଫିଆ

ବାଲେଶ୍ଵର:- ସାରା ରାଜ୍ୟରେ ପୋଲିସ ବିଭାଗ ପକ୍ଷରୁ ଅପରେସନ ପ୍ରହାର ମାଧ୍ୟମରେ ଚଢାଉ ଜାରି ରହିଥିବା ବେଳେ, ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଥାନା ସମେତ ଜିଲ୍ଲାର ସହଦେବ ଖୁଣ୍ଟା, ସଦର, ଚାନ୍ଦିପୁର, ରୁପସା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢାଉ କରି ବ୍ରାଉନ ସୁଗାର, ଗଞ୍ଜେଇ,…
Read More...

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍ ର ଶିକାର ହେବାରୁ ବଞ୍ଚିଲେ ଲାଇଫଗାର୍ଡ

ପୁରୀ:- ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍ ର ଶିକାର ହେବାରୁ ବଞ୍ଚିଲେ ଲାଇଫଗାର୍ଡ । ବେଳାଭୂମିରେ ତିନିଜଣ ପର୍ଯ୍ୟଟକ ନିଶାଶକ୍ତ  ଅବସ୍ଥାରେ ଶୋଇଥିବା ବେଳେ ଜଣେ ମହିଳା ଓ ପୁରୁଷ ପର୍ଯ୍ୟଟକ ମାନଙ୍କ ଠାରୁ ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ବେଳାଭୂମିରେ ଥିବା କିଛି ଲାଇଫଗାର୍ଡ ଏ…
Read More...

ପରିବାରିକ କଳହ ପାଇଁ ଗଲା ସ୍ତ୍ରୀର ଜୀବନ

ମୟୁରଭଞ୍ଜ:- ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରୀ ଗାଁରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଲେ ୨୭ବର୍ଷୀୟା ମୀନା ସିଂ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ…
Read More...

ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ

ରାୟଗଡା:- ପୁଣି ଖକୀରେ ଲାଗିଲା ଦାଗ । ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ । ୩ ହୋମଗାର୍ଡଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ରାୟଗଡା ଟାଉନ୍‌ ପୋଲିସ । ପରାଧୀ ମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍‌ ଲୁଟି ଥିଲେ । ପୋଲିସ ଭୟ ଦେଖାଇ ଲୁଟିଥିବା ନେଇ…
Read More...

ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର

ନବରଙ୍ଗପୁର:- ନିଶାଶକ୍ତ ଯୁବକର ଉନ୍ମକ୍ତକାଣ୍ଡ, ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ କଲା ମରଣାନ୍ତକ ଆକ୍ରମଣ । ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ  କରାଗଲା ସ୍ଥାନାନ୍ତର…
Read More...