Browsing Tag

CRIME

ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ

ରାୟଗଡା:- ପୁଣି ଖକୀରେ ଲାଗିଲା ଦାଗ । ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ । ୩ ହୋମଗାର୍ଡଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ରାୟଗଡା ଟାଉନ୍‌ ପୋଲିସ । ପରାଧୀ ମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍‌ ଲୁଟି ଥିଲେ । ପୋଲିସ ଭୟ ଦେଖାଇ ଲୁଟିଥିବା ନେଇ…
Read More...

ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର

ନବରଙ୍ଗପୁର:- ନିଶାଶକ୍ତ ଯୁବକର ଉନ୍ମକ୍ତକାଣ୍ଡ, ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ କଲା ମରଣାନ୍ତକ ଆକ୍ରମଣ । ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ  କରାଗଲା ସ୍ଥାନାନ୍ତର…
Read More...

ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର, ମୋବାଇଲ ନେଇ ଛୁ ମାରିଲେ ମହିଳା

ଭୁବନେଶ୍ବର: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ୨ ଯୁବତୀ । CCTV ଦେଖି ସମ୍ପୃକ୍ତ ୨ ଯୁବତୀଙ୍କୁ ଖୋଜୁଛି ବଡ଼ଗଡ଼ ଥାନା ପୋଲିସ । ୨ ଯୁବତୀଙ୍କୁ ଏକ ସ୍କୁଟିରେ ଛୁ ମାରୁଥିବା ଦେଖିବାକୁ ମିଳିଛି । ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ପରର ଘଟଣା । ଝୁଲନ୍ତା…
Read More...

ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଗିରଫ ହେଲେ ୨ ଦୁର୍ବୃତ୍ତ

ସାଲେପୁର: ଲୁଟେରାଙ୍କ ସହ ଲଢ଼େଇ କରି ଛାତ୍ରୀ ଗୁରୁତର ହେବା ଘଟଣା । ୨ ଆକ୍ରମଣକାରୀ ଲୁଟେରାଙ୍କୁ ଧରିଲା ମାହାଙ୍ଗା ଥାନା ପୋଲିସ । ଦୁଇ ଆକ୍ରମଣକାରୀ ବାଲିଚନ୍ଦ୍ରପୁର ପତରାଜପୁର ଅଞ୍ଚଳର । ଏନେଇ ସୂଚନା ଦେଇଛନ୍ତି ସାଲେପୁର SDPO ବିରଞ୍ଚି ନାରାୟଣ ପତି । ତେବେ ମୋବାଇଲ୍ ଚୋରି ଉଦ୍ଦେଶ୍ୟରେ…
Read More...

ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଗିରଫ

ବାଲିପାଟଣା: ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଗିରଫ । ବାପା ସୁରେନ୍ଦ୍ର ମଠିଆ, ସାବତ ମାଆ ପ୍ରଭାତୀ ମଠିଆ, ସାବତ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କଲା ପୋଲିସ । ଏନେଇ ପ୍ରେସମିଟ୍‌ରେ ଜୋନ୍ ୪ ଏସିପି ଅଭିମନ୍ୟୁ ନାୟକଙ୍କ ସୂଚନା । ତେବେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି, ପ୍ରମାଣ…
Read More...

ବିପୁଳ ପରିମାଣର ନିଶା ଦ୍ରବ୍ୟ ସହ ୬ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା:- ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ବେଳେ ପୋଲିସ ଏକ ବଡ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ବ୍ରଜରାଜନଗର…
Read More...

ନିଶାରେ ବାପା-ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ

ମୟୂରଭଞ୍ଜ-: ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଘଟିଲା ପୁଅ । ନିଶାରେ ବାପା-ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ । ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଧାନପାଳ ଗାଁରେ ଘଟିଛି ହତ୍ୟାକାଣ୍ଡ । ତେବେ ମୃତକ ହେଲେ ହାଡିବନ୍ଧୁ ସାହୁ ଓ ଶାନ୍ତିଲତା ସାହୁ । ଗତକାଲି ରାତିରେ ହାଡିବନ୍ଧୁ ଓ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ

ସମ୍ବଲପୁର-: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ ।  ବ୍ଲକ ଭେଟନାରୀ ଅଫିସର ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଧରାପଡିଲେ ଭିଜିଲାନ୍ସ ହାତରେ ।  ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ବିଭିଓ ଡା. ସୁବାସ ପ୍ରକାଶ ସୋରେନ , ପିଏ ମହେଶ୍ୱର ସାହୁ…
Read More...

କାମାକ୍ଷା ମନ୍ଦିରରେ ନର ବଳୀ ଦିଆଯିବା କହି ବିବାଦରେ ନିଉଜ୍ ଆଙ୍କର…

ନୂଆଦିଲ୍ଲୀ: ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିରକୁ ନେଇ ଗୁଜବ ପ୍ରଚାର କରିବା ଜଣେ ନ୍ୟୁଜ୍ ଆଙ୍କରଙ୍କୁ ମହଙ୍ଗା ପଡିଛି । ଆଙ୍କର ଜଣଙ୍କ କହିଥିଲେ ଯେ ମା କାମାକ୍ଷା ଦେବୀଙ୍କ ମନ୍ଦିରରେ 'ମାନବ ବଳି' ଦିଆଯାଏ । ଯାହାକୁ ନେଇ ଏବେ ଆଙ୍କର୍ ଜଣଙ୍କ ବିବାଦ ମଧ୍ୟରେ ଫସିଛନ୍ତି । ନ୍ୟୁଜ୍ ଆଙ୍କର…
Read More...

କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ କ୍ଷତି ଭରଣା କରିବା ପାଇଁ ନିଜର ଅପହରଣ ଯୋଜନା ରଚିଥିଲେ ବିଟେକ୍ ଛାତ୍ର

କଟକ-: କଟକରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ। ତେବେ ପୋଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇ କହିଛନ୍ତି ଯେ, ଘରୁ ନିଖୋଜ ହୋଇ ବିଟେକ୍ ଛାତ୍ର ନିଜର ଅପହରଣ…
Read More...