Browsing Tag

cricket

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ  ଖେଳାଯାଇଥିଲା ମ୍ୟାଚ ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନ ଟିମ ୫୦ ଓଭର ଖେଳି ୮ ୱିକେଟ ବିନିମୟରେ ୨୭୨ ସଂଗ୍ରହ କରି ଭାରତ ସାମ୍ନାରେ ୨୭୩ ରନର ଲକ୍ଷ ରଖିଛି । …
Read More...

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

ନୂଆଦିଲ୍ଲୀ: ବିଶ୍ୱକପ କ୍ରିିକେଟ୍ ଆଜି ଦିଲ୍ଲୀରେ ଭାରତ - ଆଫଗାନିସ୍ତାନର ମୁକାବିଲା ଚାଲିଛି । ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଙ୍ଗ କରୁଛି । ସୂଚନା ଅନୁଯାୟୀ ଆଫଗାନିସ୍ତାନର ଓପେନର୍ ଯୋଡ଼ି ଭାବେ ଖେଳୁଛନ୍ତି, ରହମନ୍ଉଲ୍ଲା…
Read More...

ନ୍ୟୁଜିଲାଣ୍ଡର କ୍ରମାଗତ ବିଜୟ

ହାଇଦ୍ରାବାଦ : ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଧାରା ଜାରି ରହିଛି । ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିବା ବେଳେ ଆଜି ଅପେକ୍ଷାକୃତ ନେଦରଲ୍ୟାଣ୍ଡ୍ସକୁ ମାତ୍ ଦେଇଛି । ହାଇଦ୍ରାବାଦରେ ଖେଳା ଯାଉଥିବା ଆଜିର ମ୍ୟାଚ୍ରେ…
Read More...

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ : ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ଜିତି ଭାରତୀୟ ଟିମ । ଏହି ପଦକ ସହ ଭାରତର ପଦକ ସଂଖ୍ୟା ୨୯ରେ ପହଞ୍ଚିଛି । କବାଡିରେ ମଧ୍ୟରେ ଗୋଲ୍ଡ ମେଡାଲ ମିଲିଛି । ମହିଳା କ୍ରିକେଟ ଟିମ ପରେ ପୁରୁଷ କ୍ରିକେଟ ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଛି…
Read More...

ନୂଆ ହେୟାର ଷ୍ଟାଇଲରେ ନଜର ଆସିଲେ ଧୋନି

ମୁମ୍ବାଇ : ନୂଆ ଲୁକରେ କ୍ୟାପଟେନ ଲୁକ । ଷ୍ଟାଇଲିସ ଲୁକରେ ନଜର ଆସିଲେ ଥାଲା । ଜବରଦସ୍ତ ହେୟାର ଷ୍ଟାଇଲ ସହ ବ୍ଲାକ ସନଗ୍ଲାସରେ ମାହି ନଜର ଆସୁଛନ୍ତି । ଏହି ଫଟୋ ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ । ତେବେ ଧୋନିଙ୍କ ଏହା ନୂଆ ଷ୍ଟାଇଲ କି କୌଣସି ବିଜ୍ଞାପନ ପାଇଁ ଏପରି ବେଶଭୂସା ତାହା…
Read More...

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆର ଶେଷ ପ୍ରସ୍ତୁତି

ବିଶ୍ୱକପକୁ ଆଉ ଦୁଇ ଦିନ ବାକି ଅଛି । କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତ ଖେଳିବ ଦ୍ୱିତୀୟ ଅଭ୍ୟାସ ମ୍ୟାଚ । ଥରୁଅନନ୍ତପୁରମରେ ନେଦରଲ୍ୟାଣ୍ଡକୁ ଭେଟିମ ଟିମ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ତେଣୁ ଆଜି ଭାରତୀୟ ଦଳ…
Read More...

ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ପ୍ରାକ୍ଟିସ ମ୍ୟାଚ୍‌

ନୂଆଦିଲ୍ଲୀ : ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଶନିବାର ବର୍ଷାପଡ଼ା ଗ୍ରାଉଣ୍ଡ୍‌ରେ ଆୟୋଜକ ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡକୁ ସାମ୍ନା କରିବ । ଭାରତୀୟ କ୍ରିକେଟ୍‌ପ୍ରେମୀ ବହୁ ତାରକା ଖେଳାଳିଙ୍କୁ ଏକତ୍ର ଦେଖିବାକୁ ସୁଯୋଗ ପାଇବେ । ବିରାଟ କୋହଲି,…
Read More...

ସାମିଲ ହେଲେ ଷ୍ଟାର ବୋଲର ଆର ଅଶ୍ୱୀନ, ବାଦ ପଡିଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ: ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର…
Read More...

ବିରାଟ କୋହଲିଙ୍କୁ ନିଜ ଜ୍ୱାଇଁ କହି ଚର୍ଚ୍ଚାରେ ଶାହରୁଖ

ମୁମ୍ବାଇ : ବିରାଟ କୋହଲିଙ୍କୁ ନିଜ ଜ୍ୱାଇଁ କହି ଚର୍ଚ୍ଚାରେ ଶାହରୁଖ | ବଲିଉଡର ବାଦଶାହ ଶାହରୁଖ ଖାନ ଏବେ ତାଙ୍କ ଚଳଚ୍ଚିତ୍ର 'ଯବାନ'ର ସଫଳତାକୁ  ଉତ୍ସାହ ଅଛନ୍ତି | ଏହି ବର୍ଷ ତାଙ୍କର ଦୁଇଟି ଚଳଚ୍ଚିତ୍ର ଯବାନ, ପଠାନ , ସୁପର-ଡୁପର ହିଟ୍ ବୋଲି ପ୍ରମାଣିତ ହୋଇଛି। ଫିଲ୍ମ ଭଲ ବ୍ୟବସାୟ…
Read More...

ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌

ଆଫଗାନିସ୍ତାନ କ୍ରିକେଟର ବଡ଼ ଘୋଷଣା । ଆଫଗାନିସ୍ତାନ ଯୁବ ପେସ୍‌ ବୋଲର ନବୀନ ଉଲ୍‌-ହକ୍‌ ଦିନିକିଆ କ୍ରିକେଟ୍‌କୁ ବାଏ ବାଏ ଘୋଷଣା କରିଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌ ।ଯାହାକୁ ନେଇ ସମସ୍ତେ…
Read More...