Browsing Tag

cricket

ଦକ୍ଷିଣ ଆଫ୍ରିକାକୁ ୨୪୫ ସ୍କୋରରେ  ହରାଇଲା ନେଦରଲାଣ୍ଡ

ଚଳିତ ବିଶ୍ବକପରେ ଗୋଟିଏ ଦିନ ବ୍ୟବଧାନରେ ପୁଣି ଏକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଆସିଥିବା ୟୁରୋପୀୟ ଦଳ ନେଦରଲାଣ୍ଡ୍ସ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ଷା ଯୋଗୁଁ  ବାଧାପ୍ରାପ୍ତ ହୋଇଥିବା ମ୍ୟାଚରେ  ନେଦରଲାଣ୍ଡ ଟିମ  ୪୩…
Read More...

ଭାରତଠୁ ହାରିବା ପରେ ପାକିସ୍ତାନକୁ ଝଟକା, ଅନେକ ଖେଳାଳି ଜ୍ୱରରେ ପୀଡିତ

ନୂଆଦିଲ୍ଲୀ: ଚଳିତ ବିଶ୍ଵକପ୍‌ରେ ଭାରତଠୁ ହାରିବା ପରେ ପାକିସ୍ତାନ ଦଳକୁ ଲାଗିଛି ଆଉ ଏକ ଝଟକା। ପାକିସ୍ତାନ କ୍ରିକେଟ୍ ଦଳର ଅନେକ ଖେଳାଳି ଭାଇରାଲ୍ ଜ୍ଵରରେ ପୀଡ଼ିତ ଅଛନ୍ତି। ଏଥିରୁ ଅନେକ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ଜ୍ଵର କାରଣରୁ…
Read More...

ବାବର ଆଉଟ ହେବାରୁ ଟିଭି ଭାଙ୍ଗିଲେ କୁନି ଫ୍ୟାନ

ଭାରତ ପାକିସ୍ତାନ ମ୍ୟାଚର କ୍ରେଜ ସବୁଆଢେ ଦେଖିବାକୁ ମିଳଥିଲା । କ୍ରିକେଟ ଦୁନିଆରେ ଏହି ଦୁଇଟି ଟିମର ମ୍ୟାଚ ଦେଖିବାକୁ ଫ୍ୟାନ୍ସ ସବୁବେଳେ ଉତ୍ସାହିତ ରହିଥାନ୍ତି । ଆଉ ବିଶ୍ୱକପ ମ୍ୟାଚରେ ଭାରତ ୭ ୱିକେଟରେ ମ୍ୟାଚ ଜିତିବା ପରେ ପାକିସ୍ତାନ ଅବସ୍ଥା ନ କହିଲେ ଚଳେ । ପାକିସ୍ତାନୀ ଫ୍ୟାନ୍ସ…
Read More...

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଇସିସି’ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ  ‘ଟସ୍’ ଜିତିବା ପରେ ଶ୍ରୀଲଙ୍କା ଟିମ୍ର ଅଧିନାୟକ କୁଶଳ ମେଣ୍ଡିସ୍ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ଟି ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇକାନା…
Read More...

ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ଚଳିତ ବିଶ୍ବକପ୍ କ୍ରିକେଟର ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହି ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଛି । ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି…
Read More...

ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ, ଭାରତକୁ ୧୯୨ରନ୍ ର ଟାର୍ଗେଟ

ବ୍ୟୁରୋ: ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ ।ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ । ୪୨.୫ ଓଭରରେ ଖେଳି ୧୯୧ରନରେ ଅଲଆଉଟ ହେଲା ପାକିସ୍ତାନ ଦଳ । ଭାରତକୁ ୧୯୨ରନର ଟାଗେଟ ଦେଇଛନ୍ତି ପାକିସ୍ତାନ ଦଳ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ…
Read More...

କହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ

ପୂର୍ବତନ କ୍ରିକେଟର ସଚିନଙ୍କ ଭବିଷ୍ୟବାଣୀ କହିଲେ ବିଶ୍ୱକପ୍ ନେଇ ପାରେ ଭାରତ ନାହିଁ ପାକିସ୍ତାନର ନାଁ ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ ସେମିରେ ଯିବେ ଏହି ୪ଦଳ ଅକ୍ଟୋବର ୫ରୁ ଆରମ୍ଭ ହୋଇଛି ବିଶ୍ୱକପ । ଟାଇଟଲ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଶ୍ୱର ୧୦ବଛା ବଛା ଟିମ ।…
Read More...

ପୁମାର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ

ନୂଆଦିଲ୍ଲୀ : ପୁମା ଇଣ୍ଡିଆର ବ୍ରଣ୍ଡ ଆମ୍ବାସଡର ହେଲେ ଭାରତୀୟ କ୍ରିକେଟ ଖେଳାଳି । ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ସାମି ଏକ ବର୍ଷ ପାଇଁ ପୁମାର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ଏହି ସମୟରେ ସେ ବ୍ରାଣ୍ଡର ବିଭିନ୍ନ ଉତ୍ପାଦର ପ୍ରଚାର କରିବେ । ପୂର୍ବରୁ ବିରାଟ କୋହଲି, ଅଲିମ୍ପିକ୍‌…
Read More...

ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ

ନୂଆ ଦିଲ୍ଲୀ: ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ ।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦି ଦଳ ଭାରତ - ପାକିସ୍ତାନ । ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମିଙ୍କ ମନରେ ଉତ୍ସାହ ଭରି ରହିଛି ।କିନ୍ତୁ ଆସନ୍ତା କାଲି ବର୍ଷା ଆସଙ୍କା…
Read More...

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ : ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ | ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର ପୋଲିସ କର୍ମୀ, ବୋମା ନିଷ୍କ୍ରିୟକାରୀ ଟିମ୍‌ ନିୟୋଜିତ ରହିଛନ୍ତି । ଦିନିକିଆ ବିଶ୍ୱକପରେ…
Read More...