Browsing Tag

cricket

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

ପୁଣେ: ପୁଣେ ର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ  କ୍ରିକେଟ ଷ୍ଟାଡିୟମରେ ଆଇସିସି ବିଶ୍ୱକପର ଚାଲିଛି ଏକ ମ୍ୟାଚ  । ଯେଉଁ ଥିଲେ ମୁହାମୁହିଁ  ଲଢୁଛନ୍ତି ନ୍ୟୁଜିଲାଣ୍ଡ -ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚରେ ପ୍ରଥ ଇନିଂସ ଶେଷ ହୋଇଥିବା ବେଳେ  ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି…
Read More...

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ମଧ୍ୟ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ…
Read More...

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲ ଲକ୍ଷ୍ନୌରେ ବିଶ୍ୱକପ ୨୦୨୩ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଭାରତୀୟ ଭାରତୀୟ କ୍ରିକେଟ ଟିମର ଚିନ୍ତା ବଢିଯାଇଛି । ଟିମ ଏବେ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ୫ଟି ଯାକ ମ୍ୟାଚ ଖେଳି ସବୁ ଜିତିଛି । ତେବେ ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଆହତ…
Read More...

ବିଶ୍ୱକପ୍ ୨୦୨୩ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଟକ୍କର

ମୁମ୍ବାଇ : ଆଇସିସି ବିଶ୍ୱକପ ୨୦୨୩ ଟୁର୍ଣ୍ଣମେଣ୍ଟରେ ଆଉଏକ ଜୋରଦାର ଲଢେଇ ଦେଖିବାକୁ ମିଳିବ । ମଚମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ । ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ । ବାଂଲାଦେଶ ଟିମ ସାକିବ ଫେରିଛନ୍ତି । ଚଳିତ ବିଶ୍ୱକପ୍‌ରେ…
Read More...

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

ବ୍ୟୁରୋ: ବିଶ୍ୱକପ ଭିତରେ ଭାରତୀୟ କ୍ରିକେଟ ଟିମ ପାଇଁ ଆସିଲା ଦୁଃଖଦ ଖବର । ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ହୋଇଛି ପରଲୋକ ।୭୭ ବର୍ଷ ବୟସରେ ବିଶନ ସିଂହ ବେଦୀଙ୍କ ହୋଇଛି ଦେହାନ୍ତ । ଭାରତୀୟ କ୍ରିକେଟର ସେତିଲେ କିମ୍ବଦନ୍ତି ଖେଳାଳୀ । ନିଜର ସ୍ପିନ ବୋଲିଂରେ ବେହାଲ…
Read More...

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

ରୋହିତ ଶର୍ମା ଜବରଜସ୍ତ ଫର୍ମରେ ଅଛନ୍ତି । ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ହିଟ ମ୍ୟାନ । ଖାସ କରି କରି ପାୱାରପ୍ଲେରେ ବୋଲରଙ୍କୁ ନିର୍ଘାତ ପିଟୁଛନ୍ତି । ଯାହାଫଳରେ ଖାଲି ପାୱାରପ୍ଲେ ନୁହେଁ ବରଂ ପୁରାମ୍ୟାଚର ଲୟ ବିଗାଡି ଦେଉଛନ୍ତି ରୋହିତ । ୨୦୨୩ ବିଶ୍ୱକପରେ ଏବେ ସୁଦ୍ଧା ରୋହିତ ଶର୍ମା…
Read More...

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ

ଧର୍ମଶାଳା: ସରିଛି ମହା ମୁକାବିଲାର ପ୍ରଥମ ଇନିଂସ । ଧର୍ମଶାଳାଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା…
Read More...

ଶତକ ହାସଲ ପରେ ୱାର୍ଣ୍ଣରଙ୍କ ‘ପୁଷ୍ପା’ ଷ୍ଟାଇଲ

ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍ ଡେଭିଡ ୱାର୍ଣ୍ଣରଙ୍କ ଦକ୍ଷିଣୀ ଭାରତୀୟ ଚଳଚ୍ଚିତ୍ର ପ୍ରତି ଭଲ ପାଇବା କାହାରିକୁ ଅଛପା ନାହିଁ | ତାଙ୍କୁ ଅନେକ ସମୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଗୀତରେ ନାଚୁଥିବା ଦେଖିବାକୁ ମିଳିଥାଏ | ୱାର୍ଣ୍ଣର ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଜଣେ ବଡ଼ ପ୍ରଶଂସକ |…
Read More...

ନ୍ୟାସନାଲ କ୍ରିକେଟ୍ ଏକାଡେମିକୁ ଯିବେ ପାଣ୍ଡ୍ୟା

ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ଗୁରୁତର ଆହତ ହେବା ପରେ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍…
Read More...

୮ ବର୍ଷ ପରେ ବୋଲିଂ କଲେ କୋହଲି

ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ବୋଲିଂ କରିଥିଲେ। ପାଣ୍ଡ୍ୟାଙ୍କ ଓଭରର ଅବଶିଷ୍ଟ ତିନିଟି ବଲ୍…
Read More...