ଏଣେକି ପଡିଆରେ ଆଘାତ ହେଲେ ଚିକିତ୍ସା ପାଇଁ ମିଳିବ ୪ମିନିଟ ସମୟ
ଦୁବାଇ: ଆଇସିସି ପକ୍ଷରୁ କ୍ରିକେଟ ନିୟମରେ ବଡ ପରିବର୍ତ୍ତନ ଅଣାଯାଇଛି। ଏହା ମଧ୍ୟରେ ରେଫରାଲ୍ ବା ଡିଆରଏସ୍ ସମେତ କନ୍କସନ ସବ୍ଷ୍ଟିଚ୍ୟୁଟ୍ ସାମିଲ ରହିଛି। ଏହି ନୂତନ ନିୟମଗୁଡିକ ଜାନୁଆରୀ ୧୨ ତାରିଖରୁ ଲାଗୁ କରାଯିବ ବୋଲି କୁହାଯାଉଛି । ପୂର୍ବରୁ ଷ୍ଟମ୍ପିଂ ଆବେଦନ ସମୟରେ କଟ୍…
Read More...
Read More...