Browsing Tag

cricket

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଭାରତ

ବିଶାଖାପାଟନମ୍: ବିଶାଖାପାଟନମ୍  ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଭାରତ। ୧୦୬ ରନ୍ରେ ଇଂଲଣ୍ଡକୁ ପରାସ୍ତ କଲେ ଭାରିତୀୟ ଦଳ। ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍ ଆଉଟ୍ ହୋଇଗଲା ଇଂଲଣ୍ଡ। ଦ୍ଵିତୀୟ ଟେଷ୍ଟ ଜିତି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ…
Read More...

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

 ହିନ୍ଦୋଳ/ ଗୌତମ ମୁଦୁଲି : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବନ୍ଧ ପାଲା ମଣ୍ଡପ ପଡିଆ ଠାରେ BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପନୀ ଦିବସ ଅନୁଷ୍ଠିତ ହୋଯାଇଅଛି। ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ…
Read More...

ବୁମରାଙ୍କ ବୋଲିଂରେ ଧରାସାଇ ହେଲା ଇଂଲଣ୍ଡ ଦଳ

ବିଶାଖାପାଟନମ : କମାଲ ଦେଖାଇଲେ ବୁମରା । ୬ ୱିକେଟ ନେଇ  ଇଂଲଣ୍ଡକୁ ଟିମ କୁ ଧୂଳି ଚଟାଇଲେ  ଭାରତୀୟ ଦଳର ବୋଲର  ଜଶପ୍ରିତ ବୁମରା । ବିଶାଖାପାଟନମ ରେ ଚାଲିଥିବା ଭାରତ –ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଛି ଇଂଲଣ୍ଡ ।  ଇଂଲଣ୍ଡ ଟିମ ୨୫୩ ରନ କରି ଅଲଆଉଟ…
Read More...

ଷଣ୍ଢପାଳ ଗ୍ରାମରେ ପଦ ମାଳତୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ

ଅନୁଗୋଳ/ ପ୍ରମାନନ୍ଦ ନାୟକ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ପଞ୍ଚାୟତ ଷଣ୍ଢପାଳ ଗ୍ରାମର ଖେଳ ପଡିଆ ଠାରେ ଆଜି ଏସ ପି ଏଲ କପ ଉଦଘାଟନ ହୋଇଯାଇଅଛି । ଏହି କ୍ରିକେଟ ଟୁର୍ନାମେଣ୍ଟ ଟି ପଦ ମାଳତୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ନାମରେ ନାମିତ ହୋଇଥିବା ବେଳେ, ଏହି…
Read More...

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: ଭାରତୀୟ ଦଳକୁ ବଡ ଝଟକା । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ. ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା । ଆହ ତାରଣ ରୁ ଏହି ୨ ଖେଳାଳୀଙ୍କୁ ମ୍ୟାଚରୁ ବାଦ ପଡିଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ୮୬ ଓ ଜାଡେଜା ୮୭ ରନ ଇନିଂସ ଖେଳିଥିଲେ । ତେବେ ଏନେଇ ବିସିସିଆଇ…
Read More...

ରଣଜୀ ଟ୍ରଫିରେ ଓଡିଶାର ବଡ ବିଜୟ

ନୂଆଦିଲ୍ଲୀ: ପ୍ରଥମ ଇନିଂରେ ପଛୁଆ ରହିଥିବା ଓଡିଶା ଏବେ ହିମାଚଳ ପ୍ରଦେଶ ବିପକ୍ଷରେ ହାସଲ କରିଛି ବଡ ବିଜୟ । କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍ 'ଡି' ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା କୁ ମିଳିଛି ଏହି ବଡ ସଫଳତା । ଦ୍ୱିତୀୟ ଇନସିଂରେ…
Read More...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଷ୍ଟାର କ୍ରିକେଟର ବିରାଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ନଖେଳିବା ପାଇଁ ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଛୁଟି ମାଗିଥିଲେ। ଏବେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇଛି। ତେବେ…
Read More...

ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନଙ୍କୁ କରୋନା

କରୋନାରେ ଆକ୍ରାନ୍ତ ହୋଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନ । ଏନେଇ ସେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ରେ ସେ ଖେଳିପାରିନାହାନ୍ତି । ତଥାପି ଘରୋଇ ଦଳ ନ୍ୟୁଜିଲାଣ୍ଡ ବିଜୟ ହୋଇଛି । ଗତକାଲି ସକୁଳୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଜଣାଇ…
Read More...

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଟି ୨୦କୁ ଫେରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ତେବେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା । ଆସନ୍ତା ଜାନୁଆରୀ ୧୧,୧୪ ଓ ୧୭ ତାରିଖରେ ଟି ୨୦ ମ୍ୟାଚ ଖେଳାଯିବ । କୁହାଯାଉଛି କି ପ୍ରାୟ ଏକ ବର୍ଷ ପରେ ଟି ୨୦…
Read More...

ପ୍ରେସ କ୍ଳବ ଏକାଦଶ ଓ ବ୍ଲକ ପ୍ରଶାସନ ଏକାଦଶ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ  : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିନିଷ୍ଟାଡିୟମ ଠାରେ ଫିରିଙ୍ଗିଆ ପ୍ରେସ କ୍ଳବ ଏକାଦଶ ଓ ବ୍ଲକ ପ୍ରଶାସନ ଏକାଦଶ ମାଧ୍ୟ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କ…
Read More...