Browsing Tag

Congress

କଂଗ୍ରେସରେ ମିଶିଲେ ସୁନୀତା ବିଶ୍ୱାଳ, ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା 

ଭୁବନେଶ୍ଵର: ଶଙ୍ଖ ଛାଡ଼ି ହାତ ଧରିଲେ ବିଜେଡି ନେତ୍ରୀ ସୁନୀତା ବିଶ୍ୱାଳ । ବିଜେଡି ଦଳ ଛାଡି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ୱାଳ । ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କେଇଘଣ୍ଟା ପୂର୍ବରୁ କଂଗ୍ରେସରେ ସାମିଲ…
Read More...

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ନିଯୁକ୍ତି ହେଲେ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର-: ମିନାକ୍ଷୀ ବାହିନୀପତିଙ୍କୁ ମିଳିଲା ଓଡିଶା ପ୍ରଦେଶ ମହିଳା କଂଗ୍ରେସ ଦାୟିତ୍ୱ । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି କଲେ ଏଆଇସିସି ସଭାପତିଙ୍କ । ଏଆଇସିସି ସଭାପତିଙ୍କ ଅନୁମୋଦନ ଅନୁସାରେ ନିଯୁକ୍ତି ନେଇ ସୂଚନା ଜାରି କରାଯାଇଛି । ଅଖିଳ ଭାରତ କଂଗ୍ରେସ ସଭାପତି…
Read More...

ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ୩୨ ଟି ଜିଲ୍ଲାର ଅନ୍ତରୀଣ ଜିଲ୍ଲା ସଭାପତି ନିଯୁକ୍ତ କରିଛନ୍ତି

ଭୁବନେଶ୍ୱର-: ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ୩୫ ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୩୨ ଟି ଜିଲ୍ଲାର ଅନ୍ତରୀଣ ବା ମଧ୍ୟବର୍ତ୍ତୀ କାଳୀନ ଜିଲ୍ଲା ସଭାପତି ନିଯୁକ୍ତ କରି ତାଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ବାକି ୩ ଜିଲ୍ଲାର ଷ୍ଟିଆରିଂ କମିଟି ବୁଝିବ ବୋଲି ଏକ ପ୍ରେସ…
Read More...

ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ, ସେପଟେ ଦେଶ ପାଳୁଛି ସମ୍ବିଧାନ ହତ୍ୟା ଦିବସ

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ । ୧୯୭୫ ମସିହା ଆଜିର ଦିନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୨୬ ଜୁନରେ ରେଡିଓ ମାଧ୍ୟମରେ ଏମର୍ଜେନ୍ସି ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ଭାରତର ଗଣତାନ୍ତ୍ରିକ…
Read More...

ନବନିଯୁକ୍ତ ପିସିସି ଅନୁସୁଚୀତ ଜନଜାତି ବିଭାଗ ଅଧ୍ୟକ୍ଷଙ୍କୁ ପିସିସି ପକ୍ଷରୁ ସ୍ୱାଗତ

ଭୁବନେଶ୍ୱର-: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁସୂଚୀତ ଜନଜାତି ବିଭାଗର (ଏସ୍.ଟି. ଡିପାର୍ଟମେଣ୍ଟ) ଅଧ୍ୟକ୍ଷ ଶ୍ରୀ ଜଶୋବନ୍ତ ସିଂ ଲାଗୁରିଙ୍କୁ କଂଗ୍ରେସ ଭବନ ଠାରେ ସ୍ବାଗତ କରାଯାଇଛି। ଅତ୍କଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜନଜାତି ବିଭାଗ ଅଧ୍ଯକ୍ଷ ଡ. ଭିକ୍ରାନ୍ତ ଭୁରୀଆଙ୍କୁ…
Read More...

କଂଗ୍ରେସ ସାଂସଦଙ୍କ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ଦଳ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଶଶି ଥରୁରଙ୍କୁ ନେଇ ବଢିଲାଣି ଚର୍ଚ୍ଚା । ଦଳରୁ ଖୁବଶୀଘ୍ର ବିଦାୟ ନେଇପାରନ୍ତି କଂଗ୍ରେସ ବିଧାୟକ ଶଶି ଥରୁର । ଏନେଇ ଚିନ୍ତା ଘେରରେ ପଡ଼ିଲାଣି ଦଳ । ଅପରେସନ ସିନ୍ଦୁରକୁ ନେଇ ଭାରତ ସରକାର ଥରୁରଙ୍କୁ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯାଇଛି।…
Read More...

– ‘ଇଣ୍ଡିଆ’ ମେଣ୍ଟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ 'ଇଣ୍ଡିଆ' ମେଣ୍ଟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକର ଏହି ମେଣ୍ଟ ଏବେ ବି ସମ୍ପୂର୍ଣ୍ଣ ଏକଜୁଟ ଅଛି କି ନାହିଁ ସେ ସମ୍ପୂର୍ଣ୍ଣ ନିଶ୍ଚିତ ନୁହଁନ୍ତି। ସଲମାନ…
Read More...

‘ଅପରେସନ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ସୂଚନା ଦେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି

ନୂଆଦିଲ୍ଲୀ-: ‘ଅପରେସନ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ  ସୂଚନା ଦେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଚିଲିଛି ସର୍ବଦଳୀୟ ବୈଠକ । ସଂସଦ ଭବନରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, କିରଣ ରିଜୁ,…
Read More...

ଜାତିଗତ ଜନଗଣନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ଏଆଇସିସି ସଭାପତି

ନୂଆଦିଲ୍ଲୀ-: ଜାତିଗତ ଜନଗଣନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଜାତିଗତ ଜନଗଣନାକୁ ନେଇ ଶୀଘ୍ର ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା ପାଇଁ  ଅନୁରୋଧ କଲେ ଏବଂ ତେଲେଙ୍ଗାନା ମଡେଲକୁ ଅନୁସରଣ କରିବାକୁ କେନ୍ଦ୍ର ସରକାରଙ୍କୁ…
Read More...

ଗାନ୍ଧୀ ପରିବାରକୁ ଅସମ୍ମାନିତ କରିବା ଉଦ୍ଦେଶ୍ୟରେ ଆକ୍ରୋଶମୂଳକ ମନୋଭାବ ରଖି ଚାର୍ଜସିଟ୍‌ ଦାଖଲ କରାଯାଇଛି

ଭୁବନେଶ୍ୱର-: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତ ସରକାର ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି। ମାମଲାରେ କୌଣସି ସତ୍ୟତା ନାହିଁ; କିନ୍ତୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଅସମ୍ମାନିତ କରିବା…
Read More...