Browsing Tag

cm naveen patnaik tweet

ରଙ୍ଗର ପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରଙ୍ଗ, ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି । ଆଜିର ଦିନରେ ସବୁ ରାଗ ଋଷା ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଲୋକେ ହୋଲିର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଭାରତରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର…
Read More...

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଆଦି ଦେଶ ବିଦେଶରେ ପରିଚିତ ହେବା ସହିତ ଓଡ଼ିଶାବାସୀଙ୍କ ନିମନ୍ତେ ସାତ ଦରିଆ ପାରିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରୁଛି । ଆମ ଭାଷା ଆମର ପରିଚୟ ଓ ଗୌରବ । ତେବେ ଏହି…
Read More...