Browsing Tag

CHSE

ଓଡ଼ିଶା ଯୁକ୍ତ-୨ ପରୀକ୍ଷା ୨୦୨୭ ଫେବୃଆରୀ ୧୬ରୁ ଆରମ୍ଭ ହେବ; ପ୍ରାରମ୍ଭିକ କାର୍ଯ୍ୟସୂଚୀ ଜାରି କଲା CHSE

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ୨୦୨୭ ବର୍ଷର ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି, ଯାହା ଅନୁଯାୟୀ ପରୀକ୍ଷା ୧୬ ଫେବୃଆରୀ, ୨୦୨୭ରୁ ଆରମ୍ଭ ହେବ। ୧୯ ନଭେମ୍ବର, ୨୦୨୬ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, କଳା,…
Read More...

ଯୁକ୍ତ ୨ ପରୀକ୍ଷା ୨୦୨୭ ପାଇଁ ଫର୍ମ ପୂରଣ ସମୟସୀମା ନଭେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଯୁକ୍ତ ୨ ଫର୍ମ ପୂରଣ ତାରିଖ ବଢ଼ାଇଲା CHSE  । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବାର୍ଷିକ ଉଚ୍ଚ ମାଧ୍ୟମିକ (ପ୍ଲସ୍ ଟୁ) ପରୀକ୍ଷା ୨୦୨୭ ପାଇଁ ଫର୍ମ ପୂରଣ ଏବଂ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଏହି ପ୍ରକ୍ରିୟା ପାଇଁ…
Read More...

CHSE ଦ୍ୱାରା ୨୦୨୭ ପ୍ଲସ୍-୨ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ୨୦୨୭ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବାକୁ ଥିବା ନିୟମିତ (regular) ଏବଂ ଏକ୍ସ-ରେଗୁଲାର୍ (ex-regular) ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ଓ ଫି’ (ଶୁଳ୍କ) ଜମା କରିବାର କାର୍ଯ୍ୟସୂଚୀ ଘୋଷଣା କରିଛି। କାର୍ଯ୍ୟସୂଚୀ…
Read More...

ଦଶମ ଶ୍ରେଣୀ ପାଠ୍ୟକ୍ରମକୁ ପୁନର୍ଗଠନ ସହ ଯୁକ୍ତ ଦୁଇ ସମନ୍ୱୟ ପାଇଁ ପ୍ରସ୍ତୁତ ହେବ ଓଡ଼ିଶା

ଓଡ଼ିଶା ସରକାର ଦଶମ ଶ୍ରେଣୀ ପାଠ୍ୟକ୍ରମକୁ ସଂଶୋଧନ କରିବାକୁ ଯାଉଛନ୍ତି । ଏହାସହ ଯୁକ୍ତ ୨ ସ୍ତରକୁ ଏକୀକୃତ ଶିକ୍ଷା ଢାଞ୍ଚାରେ ସମନ୍ୱିତ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଉଚ୍ଚ ମାଧ୍ୟମିକ ଶିକ୍ଷା ଏବଂ ନିଯୁକ୍ତି ସୁଯୋଗ ପାଇଁ ଛାତ୍ରଛାତ୍ରୀଙ୍କ…
Read More...

ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଘୋଷଣା

ଓଡ଼ିଶା ଅଭିଭାବକ ମହାସଂଘ ୮ ଜୁନ୍ ସୋମବାର ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବ। ସିଏଚ୍‌ଏସ୍‌ଇ ଘୋଟାଲାର ବିଚାର ବିଭାଗୀୟ ତଦନ୍ତ ଦାବୀ କରୁଛୁ। COEMPT EduTek କେଉଁ ଅଧିକାରରେ ସରକାର ଓ ସିଏଚ୍‌ଏସ୍‌ଇ ଅନୁମୋଦନ ବିନା ତୃତୀୟ…
Read More...

ସରିଲା +୨ ପରୀକ୍ଷା, ୪୦-୪୫ ଦିନ ମଧ୍ୟରେ ଆସିବ ଫଳ

Cuttack: ସିଏଚଏସଇ (CHSE) ପରିଚାଳିତ ଯୁକ୍ତ ଦୁଇ (+୨) ବର୍ଗର ସମସ୍ତ ପରୀକ୍ଷା ଆଜି ସଫଳଭାବେ ସମାପ୍ତ ହୋଇଛି। ପରୀକ୍ଷା ଶେଷ ହେବା ସହିତ ଏବେ ଛାତ୍ରଛାତ୍ରୀଙ୍କ ନଜର ରହିଛି ଫଳ ପ୍ରକାଶ ଉପରେ। ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସୂଚନା ଅନୁସାରେ, ଆସନ୍ତା ୪୦ରୁ ୪୫ ଦିନ…
Read More...

ବଢିଲା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି

ଭୁବନେଶ୍ଵର: ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି ନେଇ CHSEର ସୂଚନା । ବିନା ଜରିମାନାରେ ଫର୍ମପୂରଣ ଅବଧି ଆସନ୍ତା ୧୧ ପର୍ଯ୍ୟନ୍ତ ବୃଦ୍ଧି । ୨ ଶହ ଟଙ୍କା ଜରିମାନାରେ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ବଢ଼ିଲା । ୬ ଶହ ଟଙ୍କା ଜରିମାନାରେ ଫର୍ମପୂରଣ ଅବଧି ନଭେମ୍ବର ୧୯ରୁ ୨୧କୁ…
Read More...

ମୋନ୍ଥା ପାଇଁ ବଢି଼ଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

କଟକ: ବାତ୍ୟା 'ମୋନ୍ଥା' ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି । ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣର ଶେଷ ତାରିଖ । ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ । କଲେଜ କର୍ତ୍ତୃପକ୍ଷଙ୍କ…
Read More...

ସ୍କୁଲରେ କେତେ ଅଧ୍ୟାପକ ଅଛନ୍ତି ତା’ର ତାଲିକା ତୁରନ୍ତ ଦିଅ, ନଚେତ୍…

କଟକ: ଆରମ୍ଭ ହେଲା ଦ୍ଵାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଚିଠି ପଠାଯାଇଛି । ଚିଠିରେ ସ୍କୁଲରେ କେତେ ଅଧ୍ୟାପକ ଅଛନ୍ତି…
Read More...

ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ, ପିଲାଏ ପଢିବେ ମୂଲ୍ୟବୋଧ ଶିକ୍ଷା ଓ ପରିବେଶ ଶିକ୍ଷା

କଟକ: ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ । ପାଠ୍ୟକ୍ରମରେ ବାଧ୍ୟତାମୂଳ ଇଂରାଜୀରେ ରହିବ 'ପରିବେଶ ଶିକ୍ଷା' ୟୁନିଟ୍ । MIL ବିଷୟରେ ଅନ୍ତର୍ଭୁକ୍ତ ହେଲା 'ମୂଲ୍ୟବୋଧ ଶିକ୍ଷା' ୟୁନିଟ୍ । ସେହିପରି ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ପରୀକ୍ଷାରେ ଆସିବ ପ୍ରଶ୍ନ । ୨୦୨୫-୨୬ ଶିକ୍ଷା ବର୍ଷର…
Read More...