Browsing Tag

chilika

ଚିଲିକା ମାଛଧରା ଜାଲରେ ଫସିଲା ଅଜଗର

ପୁରୀ: ଚିଲିକାରୁ ଉଦ୍ଧାର ହେଲା ଅଜଗର ସାପ। ମାଛଧରା ଜାଲରେ ଫସିଲା ଅଜଗର। କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁର ଚିଲିକାରୁ  ଉଦ୍ଧାର  ହୋଇଛି ୧୨ ଫୁଟର ଅଜଗର ସାପ। ଜୈନିକ ମତ୍ସ୍ୟଜିବୀଙ୍କ ମାଛଧରା ଜାଲ ବାକ୍ସ ଭିତକୁ ପସିଯାଇଥିଲା ଅଜଗର। ସାପ ଦେଖିବାକୁ ଚିଲିକା କୂଳରେ ଲୋକଙ୍କ ଭିଡ ଦେଖିବାକୁ…
Read More...

ଚିଲିକା ପରିଦର୍ଶନରେ ଯିବେ ଭୂପେନ୍ଦର ଯାଦବ

ବ୍ରହ୍ମଗିରି(ସୁଜିତ ସାହୁ);-ଆଜି ଚିଲିକା ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦର ଯାଦବ ଓ ତାଙ୍କ ସହ ଆସୁଛନ୍ତି ଏକ ପାର୍ଲାମେଣ୍ଟାରି ଟିମ୍।ଚିଲିକା ମଗର ମୁହାଣର ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବାର ସୁଚନା ରହିଛି।
Read More...

ତିନି ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ପ୍ରାଥମିକ ଶିକ୍ଷକ ସଂଘ

ଚିଲିକା /ଦିବ୍ୟକାନ୍ତ  ବେହେରା : ଦିନକୁ ଦିନ ଅଣଆୟତ ହେଲାଣି ଶିକ୍ଷକମାନଙ୍କ ଆନ୍ଦୋଳନ। ପ୍ରତିଦିନ ବିଭିନ୍ନ ବର୍ଗର ଶିକ୍ଷକମାନେ ରାଜ ରାସ୍ତାକୁ ଓହ୍ଲାଇ ନିଜର ହକ୍ ଜାହିର୍ ପାଇଁ ଅହରାତ୍ର ଆନ୍ଦୋଳନ ଚଳାଇଛନ୍ତି।  ଏ ନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସେନ ପକ୍ଷରୁ ଚିଲିକା…
Read More...

ବିପଦ ସଙ୍କୁଳ ଅବସ୍ଥାରେ ଚିଲିକା ପାର ହେଉଛନ୍ତି ଯାତ୍ରୀ

ଚିଲିକା : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଅନେକ ଛୋଟ ବଡ ଦୁର୍ଘଟଣା । ଦୁର୍ଘଟଣାର ଶିକାର ହୋଇ ଅନେକ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଏତେ ସବୁ ଜାଣି ମଧ୍ୟ ଜଣେ ଲୋକ କିପରି ଅସୁରକ୍ଷିତ ଯାତ୍ରା କରିବାକୁ ସୁରକ୍ଷିତ ମନେ କରୁଛି ଏବଂ ଏତେ ଅସୁରକ୍ଷିତ ଅବସ୍ଥାରେ ଜଣେ ମାଲିକ…
Read More...

ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା

ଖୋର୍ଦ୍ଧା: ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା । ମୋଟ ୨୧ ଟି ଟିମ୍ ପକ୍ଷୀ ଗଣନା କରିବେ । ପ୍ରତି ଟିମରେ ୭ ଜଣ ସଦସ୍ୟ ରହିବେ । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା । ବାଇନା କୁଲର, କମ୍ପାସ ଓ ଜିପିଏସ ମାଧ୍ୟ୍ୟମରେ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟରେ…
Read More...

ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ରଘୁଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର : ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ…
Read More...

ଚିଲିକା ରୋପୱେକୁ ନେଇ ବିବାଦ

ଚିଲିକା: ଚିଲିକା ହ୍ରଦ ମଝିରେ ଅଛି ମାଆ କାଳିଜାଇଙ୍କ ମନ୍ଦିର । ଦେଶର କୋଣ କୋଣରୁ ପର୍ଯ୍ୟଟକମାନେ ଆସନ୍ତି ମାଆ କାଳିଜାଇଙ୍କ ଦର୍ଶନ ପାଇଁ । କାଳିଜାଇ ମନ୍ଦିରକୁ ଯିବାକୁ ହେଲେ ବୋଟ ସାହାଯ୍ୟ ନେବାକୁ ପଡୁଥିଲା । ଚିଲିକା ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଯାଇଙ୍କ ପାଖକୁ ଯିବା ପାଇଁ ରାଜ୍ୟ…
Read More...

ଡ୍ରେନେଜ ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଚିଲ୍ଲିକା /ଚାଣକ୍ୟ ମିଶ୍ର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଣପୁର ଗସ୍ତରେ ଆସିଥିଲେ। ବାଣପୁରରେ ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ…
Read More...

ଧାରଣାରେ ୩୫ ମୈାଜା କମିଟି; ବ୍ଲକ ଅଚଳ କରିବାକୁ ଚେତାବନୀ

ଚିଲିକା: ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଛି ଭସା ପୋଲ, ଡଙ୍ଗା ସହ ସମସ୍ତ ଜଳଯାତ୍ରା । ସାମାନ୍ୟ ବଚସାକୁ କେନ୍ଦ୍ରକରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ତିତିପ ଓ ଆଳୁପାଟଣା ମଧ୍ୟରେ ବିବାଦ ମଧ୍ୟରେ ଉଗ୍ରରୂପ ନେଇଛି । ସୂଚନା ମୁତାବକ, ୩୫ ମୈାଜା କମିଟିର ସମ୍ପାଦକ ବଟକୃଷ୍ଣ…
Read More...

ଗ୍ରାମ୍ୟ ଗଣ୍ଡଗୋଳକୁ ନେଇ ଚିଲିକାରେ ଡଙ୍ଗା ବନ୍ଦ

ଚିଲିକା: ଗ୍ରାମ୍ୟ ବିବାଦରୁ ଚିଲିକାରେ ଅଟକିଲା ଡଙ୍ଗା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଗ୍ରାମ୍ୟ ଗଣ୍ଡଗୋଳକୁ ନେଇ ଚିଲିକାରେ ଡଙ୍ଗା ବନ୍ଦ କରାଯାଇଛି। ଫଳରେ ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଓ ୨୦ ବାଇକ୍ ଚିଲିକା ମଧ୍ୟରେ ଫସି ରହିଛନ୍ତି। ୩୫ ମୌଜାର ସାତପଡାରୁ ଜହ୍ନିକୁଦା ଆସିଥିବା ଦେଶୀ…
Read More...