Browsing Tag

chilika

ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର 

(ଚିଲିକା) : ଚିଲିକା କୂଳରୁ ଉଦ୍ଧାର ହେଲା ଏକ ମୃତ ଡଲଫିନ୍ ।  ଆଜି ବାଲୁଗାଁ ନିକଟ କଳିଯୁଗେଶ୍ୱର ପାହାଡ଼ ପାଦଦେଶ ଚିଲିକା କୂଳରୁ ଏକ ମୃତ ଡଲଫିନ୍ ମିଳିଛି । ଖବରପାଇ ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ କର୍ତ୍ତୃପକ୍ଷ ପହଞ୍ଚି ମୃତ ଡଲଫିନ୍ ଶବକୁ ନେଇଯାଇଥିଲେ । ଡଲଫିନ ଶବକୁ…
Read More...

ଚିଲିକାରେ ଅତ୍ୟାଧନିକ ବିଳାସପୂର୍ଣ୍ଣ ବୋଟ୍ ଗରୁଡ ଉଦଘାଟିତ

ଚିଲିକା: ବହୁ ପ୍ରତିକ୍ଷୀତ ଓଡି଼ଶାର ପ୍ରଥମ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ହାଉସ୍ ବୋର୍ଟ ଗରୁଡ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୋର୍ଟକୁ ଉଦଘାଟନ କରିଥିଲେ । ସମ୍ପୃକ୍ତ ଗରୁଡ ବୋର୍ଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ପର୍ଯ୍ୟଟକଙ୍କ ଲାଗି…
Read More...

ଆଜି ଚିଲିକାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେବ ‘ଗରୁଡ଼’

(ଚିଲିକା) : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଆଜିଠୁ ଅର୍ଥାତ ଗୁରୁବାରଠୁ ଚିଲିକାରେ ଚାଲିବ ହାଉସ୍‌ବୋଟ୍‌ । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ବୋଟ ହାଉସ ଚାଲିବ। ଆଜି ସକାଳ ସାଢ଼େ ୯ଟା ସମୟରେ ବଡ଼କୂଳ ପାନ୍ଥନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର…
Read More...

ଚିଲିକାରେ ଭାସିବ ‘ଗରୁଡ଼’

(ଚିଲିକା) : ନିଜର ବାର୍ଥ-ଡେ ପାର୍ଟି, ରିଙ୍ଗ୍-ସେରିମନି, ବିବାହ ବାର୍ଷିକୀ ଦିନଟିକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରାଜ୍ୟସରକାର ଆପଣେଇଛନ୍ତି ନୂଆ ତରିକା । ହଁ ଦର୍ଶକ ବନ୍ଧୁ ଆପଣ ଜାଣି ଖୁସି ହେବେ ଏଣିକି ଚିଲିକାରେ ୱାଟର ବୋଟର ମଜା ନେଇପାରିବେ ପର୍ଯ୍ୟଟକ ।…
Read More...

ଏଣିକି ଚିଲିକାରେ ପର୍ଯ୍ୟଟକ ଉପଭୋଗ କରିବେ ହାଉସ୍‌ବୋଟ୍‌

(ଚିଲିକା) : ଖୁବଶୀଘ୍ର ଚିଲିକାରେ ହେବ ହାଉସ୍‌ବୋଟ୍‌ ବ୍ୟବସ୍ଥା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆରମ୍ଭ ହେବାକୁଯାଉଛି ହାଉସ୍‌ବୋଟ୍‌ ବ୍ୟବସ୍ଥା । ଯାହାକି, ରାଜ୍ୟରେ ପ୍ରଥମ । ଏହା ଆସନ୍ତା ଜୁନ୍‌ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ଏହି ବ୍ୟବସ୍ଥା ଶୁଭାରମ୍ଭ ହେବ ।…
Read More...

ଆଜି ପୁଣି ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଚିଲିକା : ଆଜି ପୁଣି ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଧାୟକଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦବାରୁ ୨୭/୦୪ରେ ମାନ୍ୟବର ଉଚ୍ଚ ନ୍ୟାଳୟଙ୍କ ନିର୍ଦ୍ଦେଶକ୍ରମେ ୭ଦିନ ପାଇଁ ଅନ୍ତରୀଣ ଜାମିନ୍ ରେ ବାହାରକୁ ବାହାରିଥିଲେ। ୭ଦିନ ସମାପ୍ତ ପରେ ପୁଣି ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦବାରୁ…
Read More...

କାହିଁକି ଚିଲିକାରେ ବୁଡୁଛି ଡଙ୍ଗା

ଚିଲିକା: ଚିଲିକାରେ ବୁଡିଲା ଡଙ୍ଗା । ରକ୍ଷା ପାଇଗଲା ୧୦ ଅମୂଲ୍ୟ ଜୀବନ । କାହିଁକି ବାରମ୍ବାର ଘଟୁଛି ଅଘଟଣ । ପ୍ରଶାସନର ଭୁଲ ନାଁ ନୈାଚାଳକର ଭୁଲ୍ । ଏଥୀପ୍ରତି କେବେ ଦୃଷ୍ଟି ଦେବ ପ୍ରଶାସନ । ଚିଲିକାରେ ଡଙ୍ଗା ବୁଡି ଘଟଣା ଏ କିଛି ନୂଆ କଥା ନୁହେଁ । ଏମିତି ବହୁଥର ଡଙ୍ଗା ବୁଡି ଅନେକଙ୍କ…
Read More...

ଚିଲିକାରେ ଡଙ୍ଗା ବୁଡ଼ି ନିଖୋଜ ଘଟଣା: ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଚିଲିକା : ଚିଲିକା ଡଙ୍ଗା ବୁଡି ନିଖୋଜ ଘଟଣାରେ ମିଳିଲା ରାଜକିଶୋରଙ୍କ ମୃତ ଦେହ । ନିଖୋଜ ହେବାର ୧୯ ଘଣ୍ଟାପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ । ଭାରତୀୟ ନୌସେନା, ଓଟିଡିସି, ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଛି । ମୃତ ରାଜକିଶୋର ଚିଲିକାରେ…
Read More...

କିଏ ହେବ ବ୍ଲକ ଅଧକ୍ଷ୍ୟ ?

ଚିଲିକା (ଦିବ୍ୟକାନ୍ତ ବେହେରା)- ରାଜ୍ୟରେ ସମାପ୍ତ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାଙ୍ଗକୁ ନିର୍ବାଚନ ଫଳାଫଳ। ପଞ୍ଚୟାତ ନିର୍ବାଚନର ମାହୋଲ ଦେଖି ଜଣାପଡୁଥିଲା ନିଶ୍ଚିତ ମନ ବଦଳେଇବେ ଜନତା କିନ୍ତୁ ଫଳାଫଳକୁ ଦେଖି ଲାଗୁଛି ପୁଣି ଥରେ ଜନତା ନବୀନ ପଟ୍ଟନାୟକଙ୍କ ହାତରେ ରାଜ୍ୟ…
Read More...

୪ରୁ ଚିଲିକାରେ ପକ୍ଷୀ ଗଣନା

ଚିଲିକା: ଚିଲିକାରେ ଲାଗିଛି ବିଦେଶୀ ପକ୍ଷୀଙ୍କ ଭିଡ । ଏଥିପାଇଁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ଆସନ୍ତା ୪ ତାରିଖ ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହେବ । ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଗଣନାକାର୍ଯ୍ୟ ଚାଲୁ ରହିବ । ସେଥିପାଇଁ ଆଜି ଗଣନାକାରୀମାନଙ୍କୁ ଟ୍ରେନିଂ ପ୍ରଦାନ…
Read More...