Browsing Tag

children

ଆଫଗାନିସ୍ତାନର ସ୍ଥିତି ଅତି ଜଟିଳ; ୮୭୫,୦୦୦ ଶିଶୁ କୁପୋଷଣର ଶିକାର

କାବୁଲ: ଆଫଗାନିସ୍ତାନରେ ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟାଙ୍କ ଖାଦ୍ୟସୁରକ୍ଷା ବିପନ୍ନ ହୋଇଥିବା ହ୍ୟୁମାନ ରାଇଟ୍ସ ୱାଚ (ଏଚଆରଡବ୍ଲ୍ୟୁ) ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ମହିଳାମାନଙ୍କୁ ଏନ୍ଜିଓରେ କାମ କରିବାରୁ ନିଷିଦ୍ଧ କରାଯିବା ପରଠାରୁ…
Read More...

ଶିଶୁକୁ ଧରି ପ୍ରଚାର କରୁଛି ମା

ଗଞ୍ଜାମ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଭୋଟ ପାଇଁ କିଏ କେତେ ପ୍ରକାରର ପନ୍ଥା ଆପଣଉଛନ୍ତି । ନିଜ ନିର୍ବାଚନୀ ଚିହ୍ନ ହାତରେ ଧରି ଗାଁ ବୁଲି ପ୍ରାର୍ଥୀ ଭୋଟ ମାଗିବାର ତ ଆପଣ ଦେଖିଛନ୍ତି । କିନ୍ତୁ ଗଞ୍ଜାମ କୋଡ଼ାପଦର ପଂଚାୟତରୁ ଆସିଛି…
Read More...

ବିବାହ ପଞ୍ଜୀକରଣ ବିଲ୍ : ରାଜସ୍ଥାନରେ ବାଲ୍ୟବିବାହକୁ ସ୍ୱୀକୃତି

ନୂଆଦିଲ୍ଲୀ(ରିପୋର୍ଟସ ଟୁଡେ) : ୧୯୨୯ ମସିହାରୁ ଭାରତରେ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଛି । କମ୍ ବୟସର ପୁଅ କିମ୍ବା ଝିଅଙ୍କର ଶାରୀରିକ ଓ ମାନସିକ ବୃଦ୍ଧି ଘଟି ନଥିବାରୁ ସେମାନଙ୍କ ବିବାହକୁ ବାରଣ କରାଯାଇଥାଏ । କିନ୍ତୁ ରାଜସ୍ଥାନ ସରକାର ୧୭ ସେପ୍ଟେମ୍ବରରେ ବାଧ୍ୟତାମୂଳକ ବିବାହ…
Read More...

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ ଉଦ୍ ଘାଟିତ

(ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସରଗିଫୁଲ "ତରଭା ବ୍ଳକ ର ଚାରଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆଠାରେ ଉଦ୍ ଘାଟିତ ହୋଇଯାଇଛି।ଏହି ମହୋତ୍ସବ କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ ଘାଟନ କରି ଅନୁସୂଚିତ ଜାତି ଜନଜାତି ସ୍କୁଲର…
Read More...