ବଦଳିବ ନିରତାର ହସ୍ପିଟାଲର ରୂପରେଖ, ଓଲଟପୁର ରାସ୍ତା ହେବ ଦୁଇ ଥାକିଆ
ଭୁବନେଶ୍ୱର: କଟକ ଓଲଟପୁର ସ୍ଥିତ ନିରତାର ହସ୍ପିଟାଲର ହେବ ସୌନ୍ଦର୍ଯ୍ୟକରଣ । ମୁଖ୍ୟରାସ୍ତାରୁ ନିରତାରକୁ ସଂଯୋଗ କରୁଥିବା ରାସ୍ତା ଦୁଇ ଥାକିଆ କରାଯିବ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି । ରୋଗୀମାନେ ଯେପରି…
Read More...
Read More...