ଭାଙ୍ଗୁଛି ଲାଲ ବାହିନୀର ଦମ୍ଭ, ୩୦ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ଛତିଶଗଡ଼ ପୋଲିସକୁ ବଡ଼ ଧରଣର ସଫଳତା । ବିଜାପୁରରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ । ୩୦ ଜଣଙ୍କ ମଧ୍ୟରେ ୯ ମହିଳା ଓ ୨୦ କ୍ୟାଡର ମାଓବାଦୀ ଥିବା ନେଇ ସୂଚନା ମିଳିଛି । ଏମାନଙ୍କ ମୁଣ୍ଡ ଉପରେ ଥିଲା ୭୯ ଲକ୍ଷ ଟଙ୍କାର ପୁରସ୍କାର ରାଶି । ତେବେ ବିଜାପୁରରେ ଚଳିତ ବର୍ଷ ଆତ୍ମସମର୍ପଣ…
Read More...
Read More...