Browsing Tag

Chhattisgarh

ଜଗି ହତ୍ୟା ମାମଲାରେ ଅମିତ ଜୋଗୀଙ୍କୁ ଆଜୀବନ କାରାଦଣ୍ଡ: ଛତିଶଗଡ଼ ହାଇକୋର୍ଟର ଐତିହାସିକ ରାୟ

Chhattisgarh: ଛତିଶଗଡ଼ ହାଇକୋର୍ଟ ବହୁଚର୍ଚ୍ଚିତ ଜଗି ହତ୍ୟା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଜୋଗୀଙ୍କ ପୁଅ ଅମିତ ଜୋଗୀଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ୨୦୦୭ରେ ଟ୍ରାୟଲ କୋର୍ଟ ଦେଇଥିବା ଖଲାସ ରାୟକୁ ବଦଳାଇ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଅନ୍ୟ ୨୮ ଜଣଙ୍କୁ…
Read More...

୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ନେତା ପାପାରାଓ

ଛତିଶଗଡର ବିଜାପୁର ଜିଲ୍ଲାରେ ୧୭ ଜଣ ମାଓବାଦୀ ସୁରକ୍ଷା ବଳଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେଥିରେ ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ପାପା ରାଓ ଓରଫ ମୋଙ୍ଗୁ ଦାଦା ଓରଫ ସୁଧାକର ମଧ୍ୟ ଅଛନ୍ତି। ପାପାରାଓ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡରେ ଅନେକ ମାଓ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଜଡିତ…
Read More...

ମହାନଦୀ ବିବାଦ: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି

ଭୁବନେଶ୍ଵର: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଆଜିର ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏନେଇ ସୂଚନା ଦେଇଛନ୍ତି । ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ତାରିଖରେ କମିଟି ଛତିଶଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଗସ୍ତ ପୂର୍ବରୁ ଜାନୁଆରୀ ୨୩ ତାରିଖରେ ଏକ…
Read More...

ଆତ୍ମସମର୍ପଣ ୩୭ ଜଣ ମାଓବାଦୀ, ୨୭ ଜଣଙ୍କ ଉପରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ଗୌରବ ରାଏ…
Read More...

ପୁଣି ଗୋଟେ ରେଳ ଦୁର୍ଘଟଣା, ମନେପଡିଗଲା କର ମଣ୍ଡଳ ଟ୍ରାଜେଡି

ଛତିଶଗଡ଼: ଛତିଶଗଡ଼ର ବିଳାସପୁର ଜିଲ୍ଲାର ଲାଲଖାଦନ ନିକଟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ହାଓଡ଼ା ରୁଟରେ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ୍ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ବେଳକୁ ବେଳ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ଥ୍ତମାନ ସୁଦ୍ଧା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ…
Read More...

ଭାଙ୍ଗୁଛି ମାଓଗଡ, ଗୋଟେ ଦିନରେ ୭୨ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭାଙ୍ଗୁଛି ମାଓଗଡ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁରରେ ୭୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ଛତିଶଗଡରେ ମାଓବାଦର ମୂଳପୋଛ ପାଇଁ ଅପରେସନ ଚାଲିଥିବା ବେଳେ ମାଓ ନିପାତ ପାଇଁ ବିଭିନ୍ନ ସମୟରେ ଆକ୍ସନ…
Read More...

ଭାଙ୍ଗୁଛି ମାଓଗଡ, ଆତ୍ମସମର୍ପଣ କଲେ ୨୧ କ୍ୟାଡର୍‌ ମାଓବାଦୀ

ମାଲକାନଗିରି: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍‌ ମାଓବାଦୀ । ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ । ୩ AK-47, ୪ SLR, ୨ ଇନ୍‌ସାସ୍‌, ୬ଟି ଥ୍ରୀ ନଟ୍‌ ଥ୍ରୀ ରାଇଫଲ ଜବତ । ସମସ୍ତ ଆତ୍ମସମର୍ପଣକାରୀ କ୍ୟାଡର କେଶକାଲ ଡିଭିଜନ (ଉତ୍ତର ଉପ-ଜୋନାଲ ବ୍ୟୁରୋ)ର…
Read More...

ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି: AG ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି । ଓଡ଼ିଶା ପାଇଁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି AG ପୀତାମ୍ବର । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଜଣାଇଲୁ ।…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ୧୬ ହାର୍ଡକୋର ମାଓବାଦୀ ଗିରଫ । ଛତିଶଗଡ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ୧୬ ଜଣ ମାଓବାଦୀ । ଗାଙ୍ଗାଲୁର, ବାସାଗୁଡା ଓ ଜାଙ୍ଗଲା ଜଙ୍ଗଲରୁ ଗିରଫ । ଏଥିସହ ଆଇଇଡି, ପ୍ରେସର…
Read More...

ଝାଡ଼ଖଣ୍ଡ ଲାତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ

ରାଞ୍ଚି: ଝାଡ଼ଖଣ୍ଡ ଲାତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ । ଏସପି କାର୍ଯ୍ୟଳୟରେ CRPF, ଓ ପୋଲିସ୍ ଉପସ୍ଥିତରେ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ୯ ନକ୍ସଲ JJMP ସଂଗଠନର । ତାଙ୍କପାଖରୁ  ୧୨ ବନ୍ଧୁକ, ୫ AK ରାଇଫଲ୍, ୩ SLR, ୧୭୦୦ରୁ ଅଧିକ ଗୁଳି ଜବତ କରିଛି ପୋଲିସ । ସୂଚନା…
Read More...