Browsing Tag

Chhattisgarh

ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ

ଛତିଶଗଡ-: ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ ଏନକାଉଣ୍ଟର୍‍ । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ ହୋଇଛି । ଭାସ୍କର ନାଁରେ ସରକାର ୪୫ଲକ୍ଷର ପୁରସ୍କାର ରାଶି ରଖିଥିଲେ । ଏନକାଉଣ୍ଟର ସ୍ଥଳରୁ ଏକେ-୪୭ ରାଇଫଲ ବ୍ୟତୀତ ବିପୁଳ ବିସ୍ଫୋରକ,…
Read More...

ଦୀର୍ଘ ବର୍ଷ ପରେ ନକ୍ସଲ ମୁକ୍ତ ହୋଇଛି ବସ୍ତର ଅଞ୍ଚଳ

ନୂଆଦିଲ୍ଲୀ-: ନକ୍ସଲଙ୍କୁ ନିପାତ କରିବାକୁ କେନ୍ଦ୍ର ସରାକର ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ପରେ ଭୁଷଶୁଡିଛି ମାଓଗଡ । ଗତ ସପ୍ତାହରେ ଛତିଶଗଡର ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୭ମାଓବାଦୀ ନିହତ ହେବା ସହ ସେଣ୍ଟ୍ରାଲ…
Read More...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛି ହାର୍ଡକୋର ମାଓବାଦୀ କମାଣ୍ଡର ମନୀଷ ଯାଦବ

ଝାଡଖଣ୍ଡ-: ଭାଙ୍ଗିବାରେ ଲାଗିଛି ମାଓବାଦୀ ଗଡ଼ । ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର । ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛି ହାର୍ଡକୋର ମାଓବାଦୀ କମାଣ୍ଡର ମନୀଷ ଯାଦବ । ରବିବାର ବିଳମ୍ବିତ ରାତିରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲୁଥିବା…
Read More...

ଛତିଶଗଡରେ ଏନକାଉଣ୍ଟର, ୮ ମାଓବାଦୀ ନିପାତ

ଛତିଶଗଡ: ଛତିଶଗଡରେ ଏନକାଉଣ୍ଟର, ୮ ମାଓବାଦୀ ନିପାତ। ଛତିଶଗଡ ବିଜାପୁର ଜିଲ୍ଲା ଆବୁଝମା ଜଙ୍ଗଲରେ ଏନକାଉଣ୍ଟର। ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବାବେଳେ ୨ଜଣ ଆହତ ହୋଇଥିବା ସୂଚନା । ଏଥିସହ ସେନା ଗୁଳିରେ ୮ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ଏହି ମିଳିତ ଅପରେସନରେ ନାରାୟଣପୁର,…
Read More...

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ

ରାୟପୁର: ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବୁଧବାର ରାୟପୁର ସାଇନ୍ସ କଲେଜ ପରିସରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ବିଜେପି ବିଧାୟକ ଅରୁଣ ସାଓ ଓ ବିଜୟ…
Read More...

ଛତିଶଗଡ଼ ଖୋଲିଲା କଲମା ବ୍ୟାରେଜର ସବୁ ଗେଟ୍: ହୀରାକୁଦର ଜଳସ୍ତର ବୃଦ୍ଧି

ଭୁବନେଶ୍ବର: ଛତିଶଗଡ଼ କଲମା ବ୍ୟାରେଜ ଖୋଲିଦେବାରୁ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି। କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଇଛି ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି, ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି। କଲମା ଗେଟ୍…
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ

ଛତିଶଗଡ: ଛତିଶଗଡର ଜାଗିରିଚାମ୍ପା ଜିଲ୍ଲାରେ ୮୦ ଫୁଟ ବୋରୱେଲରେ ଖସିପଡିଥିବା ରାହୁଲ ସାହୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ବୋରୱେଲ ଉଦ୍ଧାର ହେବା ପରେ ବିଳାସପୁର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାହୁଲ ସୁସ୍ଥ ହେବା ପରେ ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ…
Read More...

ସାପ ସହିତ ରାହୁଲର ୧୦୪ ଘଣ୍ଟା

ଛତିଶଗଡ: ବହୁ ଚର୍ଚ୍ଚିତ ବୋରୱେଲରେ ଖସି ପଡିଥିବା ବାଳକ ରାହୁଲ ସାହୁ ଦୀର୍ଘ ୧୦୪ ଘଣ୍ଟା କାଳ ପଥର ଖୋଲରେ ରହି ଜୀବିତ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ସମୟରେ ରାହୁଲ ସାପ ଓ ବେଙ୍ଗ ସମେତ ପାଣି ଭିତରେ ସମୟ କାଟିଥିଲେ । ତାକୁ ଉଦ୍ଧାର କରିବା ପାଇଁ ସେନା ସହିତ ଏନଡିଆରଏଫ,…
Read More...

କରୋନା ସ୍ଥିତିରେ ହୃଦୟବିଦାରକ ଦୃଶ୍ୟ, ଅଳିଆ ଗାଡ଼ିରେ ମୃତଦେହ

(ଛତିଶଗଡ଼) : ଛତିଶଗଡ଼ରେ କରୋନାର ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ବୃଦ୍ଧିପାଇବା ସହ ଏଠାରେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ନିକଟରେ ରଜନାନ୍ଦଗାଓଁରେ ଥିବା କୋଭିଡ କେୟାର ସେଣ୍ଟରରେ ବୁଧବାର ୩ ଜଣ ମହିଳା ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିଛନ୍ତି ।…
Read More...

୧୫ ବର୍ଷପରେ ଛତିଶଗଡ଼କୁ କବଜା କରି ପାରେ କଂଗ୍ରେସ

(ରିପୋର୍ଟସ ଟୁଡ଼େ): ମୁଖ୍ୟମନ୍ତ୍ରୀ ରମଣ ସିଂହ ପୁନଃର୍ବାର ଛତିଶଗଡରେ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ନିର୍ବାଚନ ଫଳାଫଳ କିନ୍ତୁ କିଛି ଅଲଗା କଥା କହୁଛି । ଏନେଇ ଛତିଶଗଡ ରାଜନୀତି ସରଗରମ । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ମିଳିଛି ବହୁମତ । ରିପୋର୍ଟ…
Read More...