ସୁକୁମା ସିଆରପିଏଫ କ୍ୟାମ୍ପରେ ଅଘଟଣ
ସୁକୁମା: ଛତିଶଗଡ଼ ସୁକୁମା ଜିଲ୍ଲା ମାରାଇଗୁଡ଼ା ସିଆରପିଏଫ କ୍ୟାମ୍ପରେ ଗୁଳିକାଣ୍ଡ । କ୍ୟାମ୍ପରେ ଜଣେ ଯବାନ ସାଥୀ ଗୁଳି ମାରିବାରୁ ଘଟଣା ସ୍ଥଳରେ ୪ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯବାନମାନେ ହେଲେ ଧାନଜୀ,ରାଜୀବ ମଣ୍ଡଳ, ରାଜମଣି କୁମାର ଯାଦବ ଓ…
Read More...
Read More...