Browsing Tag

business

ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା, ଲକ୍ଷେ ପାର୍

ଭୁବନେଶ୍ଵର: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର। ଆଜି ସୁନା ଦର ୧ ଲକ୍ଷ୍ୟ ୧୨ ହଜାର ପାର କରିଛି । ତେଣୁ ଲୋକେ ମଧ୍ୟ ଚିନ୍ତାରେ । କେବେ ଆଉ କମିବ ସୁନା ଦର ତାକୁ ନେଇ ଚିନ୍ତାରେ । ଏବେ ହିଁ ହେଉଛି ସୁନା କିଣିବା ପାଇଁ ବେଷ୍ଟ ସମୟ । ଆଗକୁ ଏ ଦର ଆହୁରି ବଢିବ । ବିଶ୍ବ ବଜାରରେ…
Read More...

ମାର୍କେଟ ବିଲ୍ଡିଂ ବନ୍ଦ ପାଇଁ ଠପ୍ ହୋଇ ପଡିଛି ବ୍ୟବସାୟ

ଭୁବନେଶ୍ୱର: ଶେଷ ହେଇପାରୁ ନାହି ସ୍ଥାଇ ଓ ଉଠା ଦୋକାନିଙ୍କ ବିବାଦ । ନଅ ଦିନ ହେଲା ବନ୍ଦ ପଡିଛି ସ୍ମାଟସିଟିର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି କୁହାଯାଉଥିବା ମାର୍କେଟ ବିଲ୍ଡିଂ । ଠପ ହୋଇ ଯାଇଛି ବ୍ୟବସାୟ । ସପ୍ତାହ ମଧ୍ୟରେ ପ୍ରୟ ୧୫ କୋଟିରୁ ଛଦ୍ଧ୍ୱର୍ ଟଙ୍କର ବ୍ୟବସାୟ ବେଶ ପ୍ରଭାବିତ…
Read More...