Browsing Tag

bus terminal

ବସ ଟର୍ମିନାଲ ସଫେଇ କର୍ମଚାରୀଙ୍କ ବଡ ଚିନ୍ତା : ୭୫ ଦିନ ହେଲା ମିଳିଲା ନାହିଁ ଟଙ୍କା

ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ବସ ଟର୍ମୀନାଲରେ ୨୮ ଜଣ ସଫେଇ କର୍ମଚାରୀ ଦୀର୍ଘ ୩ ବର୍ଷ ହେଲା ଅନବରତ ଭାବରେ କାମ କରିଆସୁଛନ୍ତି । ହେଲେ ଆଜିକୁ ୭୫ ଦିନ ହେଲା ଦରମା ମିଳୁନଥିବାରୁ କାମ ବନ୍ଦ ଡାକରା ଦେଇଛନ୍ତି । ଏହି ଗରିବ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକ ଅଳ୍ପ ଦରମାରେ ମାସେ…
Read More...

ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କଲେ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି କେପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି)  ପରିଦର୍ଶନ କରିଛନ୍ତି  । ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା…
Read More...

ଆଜି ବସ ଟର୍ମିନାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ଆଜି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଥିବା ୧୨ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସମସ୍ତ…
Read More...