Browsing Tag

BJD

ଦଳ ପାଇଁ ବିରାଟ ସମସ୍ୟା

ଗୋଟେପଟେ ଦଳର ସ୍ଥିତି ବିଗୁଡୁଥିବା ବେଳେ, ହଠାତ୍ ଦଳର ମୁଖିଆଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା । ଏବେ ଦଳ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ମୁଖିଆଙ୍କ  ହସ୍ପିଟାଲରେ ରହଣି ରାତ୍ରୀର ଘଟଣା, ବୋଧେ ଆଉ କାହାକୁ ଅଛପା ନାହିଁ । ଯେଉଁ ରାତିରେ ବିଜେଡି ନେତା ଆଉ ବିଜେଡି ନେତାଙ୍କ କଳିକୁ…
Read More...

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ

ଭୁବନେଶ୍ଵର: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦେଇଛି ବିଜେଡି । ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ରାଇଘର ନର୍ସିଂ ପୀଡ଼ିତାକୁ ୧କୋଟି ଟଙ୍କା…
Read More...

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ ଘଣ୍ଟିଆ ବନ୍ଦ ଡାକରା

ଉମରକୋଟ: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ବନ୍ଦ ଡାକରା । ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଲା ବିଜେଡି । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବିଜେଡିର ବନ୍ଦ ପାଳନ ଡାକରା । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେଡିର ବନ୍ଦ ଡାକରା । ଏନେଇ ସୂଚନା…
Read More...

ବିଜେପି ସରକାରରେ ଭାଙ୍ଗିଯାଇଛି ପୋଲିସର ମନୋବଳ

ବ୍ୟୁରୋ : - ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯାତନା ବଢିବା ସହିତ ହେଉଛି ଛାତ୍ରୀ ପୋଡି ଓ ଦୁଷ୍କର୍ମ । ଏନେଇ ବିଜେଡି ନେତା ଧ୍ରୁବ ଚରଣ ସାହୁ ରାଜ୍ୟ ସରକାର ଉପରେ ବର୍ଷି କହିଛନ୍ତି ରାଜ୍ୟରେ ପୋଲିସ ନିଷ୍କ୍ରିୟ ଥିବା ବେଳେ ପୋଲିସର ମନୋବଳ ଭାଙ୍ଗିଯାଇଛି କାରଣ ସରକାର କିଛି କରିବା ଅବସ୍ଥାରେ…
Read More...

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ

ପୁରୀ: ଆଜି ୬ ଘଣ୍ଟିଆ ପୁରୀ ବନ୍ଦ । ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ ବିଜୁ ଜନତା ଦଳ । ବନ୍ଦ ପାଳନ ବେଳେ ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ତେବେ ବଳଙ୍ଗା…
Read More...

୪ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ଵର: ଆଉ ୪ ଜିଲ୍ଲା ପାଇଁ ବିଜେଡି ପକ୍ଷରୁ ସଭାପତି ନାଁ ଘୋଷଣା । ସଭାପତିଙ୍କ ନାମ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ବିକ୍ରମ ପଣ୍ଡା । ସେହିପରି କଟକ ଜିଲ୍ଲା ସଭାପତି ଭାବେ ପ୍ରଫୁଲ୍ଲ ସିଂଙ୍କୁ ଦାୟିତ୍ୱ ମିଳିଥିବା ବେଳେ…
Read More...

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ଦେଲା ପୁରୀ ବନ୍ଦ ଡାକରା

ଭୁବନେଶ୍ୱର:- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ଦେଲା ପୁରୀ ବନ୍ଦ ଡାକରା। ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ । ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ପାଇଁ ଡାକରା ଦେଇଛି ବିଜେଡି । ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନଥିବା ଅଭିଯୋଗ…
Read More...

ବିରୋଧୀଙ୍କ ଇସ୍ତଫା ଦାବିରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର :- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିରୋଧୀ ଦଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତା’ହେଲେ ମୁଁ ଶହେ ଥର ଇସ୍ତଫା ଦେବାକୁ…
Read More...

ବାଲେଶ୍ୱରର ନୀଳଗିରିରୁ ଅମରେଶ ଜେନାଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:- ଗିରଫ ହେଲେ ବିଜେଡି କର୍ପୋରେଟର ଅମରେଶ ଜେନା। ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଆଜି ବାଲେଶ୍ୱରର ନୀଳଗିରିରୁ ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଗତକାଲି ଅମରେଶ ଜେନାଙ୍କୁ ଫେରାର କରାଇବା ଅଭିଯୋଗରେ ତାଙ୍କ ୫ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା…
Read More...

ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ କଲେ ହାଇକୋର୍ଟ

କଟକ:- ଏଫ.ଏମ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ଏସଆଇଟି ତଦନ୍ତ ଆବଶ୍ୟକତା ନାହିଁ ବୋଲି କହିଲେ ହାଇକୋର୍ଟ । ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ ଦିଆଯାଇଛି । ଏଫ.ଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି…
Read More...