Browsing Tag

BJD

ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ କଲେ ହାଇକୋର୍ଟ

କଟକ:- ଏଫ.ଏମ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ଏସଆଇଟି ତଦନ୍ତ ଆବଶ୍ୟକତା ନାହିଁ ବୋଲି କହିଲେ ହାଇକୋର୍ଟ । ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ ଦିଆଯାଇଛି । ଏଫ.ଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି…
Read More...

ଏଫ.ଏମ୍. କଲେଜ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ନାବାଳକଙ୍କୁ ଜାଳିଦେବା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ

ବାଲେଶ୍ୱର:- ଏଫ.ଏମ୍. କଲେଜ୍ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗାରେ ଜଣେ ନାବାଳକଙ୍କୁ ଜାଳିଦେବା ମାମଲା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପ୍ରତିଦିନ ଏହି ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରୁଥିବାବେଳେ ଆଜି ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା…
Read More...

ବନ୍ଦ କରିଥିଲା ବିଜେଡି ସରକାର ତାଲା ଖୋଲିଲେ ବିଜେପି ସରକାର

ଭୁବନେଶ୍ୱର:- ରାଜ୍ୟରେ ମିଶ୍ରଣ ପରେ ରାଜ୍ୟ ସରକାର ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ୪୬ଟିର ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍‌ ଉପସ୍ଥାନ ଥିବା…
Read More...

ଆସନ୍ତା ୨୧ ତାରିଖରେ ରାଜ୍ୟର ସମସ୍ତ ଆର୍‌ଡିସି ଅଫିସ ଘେରଉ କରିବ ବିଜେଡି

ଭୁବନେଶ୍ୱର:- ଏଫ୍‌ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପୁଣି ରାସ୍ତାକୁ ଓହ୍ଲାଇବ। ଆସନ୍ତା ୨୧ ତାରିଖରେ ବିଜେଡି ଦଳ ତରଫରୁ ରାଜ୍ୟର ସମସ୍ତ ଆର୍‌ଡିସି ଅଫିସ ଘେରଉ…
Read More...

ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି

ଭୁବନେଶ୍ୱର-: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି । ବିଜେଡି କର୍ମୀ ଓ ପୋଲିସ ପ୍ରଶାସନ ହୋଇଛନ୍ତି ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରକୁ ପାଣି ଓ ଟିୟର ଗ୍ୟାସ ମାଡ କରିଛି ପୋଲିସ । ବିଜେଡିର କିଛି ନେତା ଓ କର୍ମୀଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ । ପୋଲିସ ସହ ମୁହାଁମୁହିଁ…
Read More...

ବିଜେଡି ବିରୋଧରେ ବିଷ ଉଗାରିଲେ ଅର୍ଚ୍ଚନା ନାଗ୍: ଖୋଲିଲେ ନେତା, ପୋଲିସଙ୍କ ଗୁମର

ଭୁବନେଶ୍ଵର: ଗଣମାଧ୍ୟମ ଆଗରେ ବିଜେଡି ବିରୋଧରେ ବିଷ ଉଗାରିଲେ ଅର୍ଚ୍ଚନା ନାଗ୍ । ପାୱାରଫୁଲ୍ ବିଜେଡି ନେତା ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଦେଲେ ବଡ ମନ୍ତବ୍ୟ । ବିଜେଡି ସଜାଇଥିଲା ବ୍ଲାକମେଲର୍, ବିଷ ଦେଇ ନେତା ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର ! ମୋ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡ଼ିର…
Read More...

ବିଜୁ ଜନତା ଦଳରୁ ସୁନୀତା ବିଶ୍ବାଳଙ୍କ ଇସ୍ତଫା

ଭୁବନେଶ୍ଵର: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ସୁନୀତା ବିଶ୍ବାଳ । ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଦେଲେ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁନୀତା । ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ନେଇ ସୂଚନା ମିଳିଛି । ୨୦୧୯…
Read More...

ନୀଳଗିରି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

ନୀଳଗିରି-: ଅଡୁଆରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ସନ୍ତୋଷଙ୍କ ବିରୋଧ ବଢିଚାଲିଛି ଅସନ୍ତୋଷ । ବିଭିନ୍ନ ଥାନାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେଡି ବାଲେଶ୍ୱର ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନୀଳଗିରି…
Read More...

ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମେଡିଆରେ ଟ୍ୱିଟ କରି ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ

ଭୁବନେଶ୍ୱର-: ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ବିଜେପି ଓ ସରକାରରେ ହାଇଡ୍ରାମା ଚାଲିଛି। ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଜଗନ୍ନାଥଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଛି। ତେବେ ସେହି ଘଟଣା ପରେ ଭୁବନେଶ୍ୱର ସାଂସଦ ଅପରାଜିତା…
Read More...

ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ…

ଭୁବନେଶ୍ୱର-: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ତମ୍ବିତୋଫାନ୍‌ । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାର ଭିଡିଓ ଦେଖି ସେ ମର୍ମାହତ…
Read More...