Browsing Tag

BJD

ଆସନ୍ତା ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ

ଭୁବନେଶ୍ୱର:- ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…
Read More...

ପତନ ମୁହାଁ ବିଜେଡି, ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର

ଭୁବନେଶ୍ଵର: ବିଜେଡି ଛାଡିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳ ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେ ମଧ୍ୟ ବିଜେଡିକୁ କବ୍‌ଜା କରି ରଖିଛନ୍ତି । ଅଣଓଡିଆ ହୋଇ ଦଳକୁ ପରିଚାଳନା…
Read More...

ବିଜେଡିକୁ ଶକ୍ତ ଝଟକା, ଦଳ ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଭୁବନେଶ୍ଵର: ପୁଣି ବିଜେଡିକୁ ଶକ୍ତ ଝଟକା । ଅସନ୍ତୋଷ ଝାଡି ଦଳ ଛାଡିଲେ ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…
Read More...

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି

ଭୁବନେଶ୍ଵର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ସାଂସଦମାନେ ବିରତ ରହିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଦିଲ୍ଲୀରୁ…
Read More...

୩ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ

ଭୁବନେଶ୍ଵର: ୩ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ । ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ନୂଆ ସଭାପତି ଘୋଷଣା । ନୃସିଂହ ଚରଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି କରାଯାଇଥିବା ବେଳେ ଝିନ ହିକ୍‌କାଙ୍କୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଏବଂ ଜଗନ୍ନାଥ…
Read More...

ଘୋଷଣା ହେଲା ବିଜେଡିର ସଭାପତି ଓ ସଭାନେତ୍ରୀ, ଈପସିତା ସାହୁଙ୍କୁ ମିଳିଲା ବଡ ଦାୟିତ୍ଵ

ଭୁବନେଶ୍ଵର: ଘୋଷଣା ହେଲା ବିଜେଡିର ସଭାପତି ଓ ସଭାନେତ୍ରୀ । ଚିନ୍ମୟ ସାହୁ ହେଲେ ବିଜୁ ଯୁବ ଜନତା ଦଳ (BYJD)ର ସଭାପତି ନିଯୁକ୍ତ । ସେହିପରି ଈପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ନିଯୁକ୍ତ । ନିଯୁକ୍ତି ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏଥିସହ…
Read More...

ଦଳ ପାଇଁ ବିରାଟ ସମସ୍ୟା

ଗୋଟେପଟେ ଦଳର ସ୍ଥିତି ବିଗୁଡୁଥିବା ବେଳେ, ହଠାତ୍ ଦଳର ମୁଖିଆଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା । ଏବେ ଦଳ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ମୁଖିଆଙ୍କ  ହସ୍ପିଟାଲରେ ରହଣି ରାତ୍ରୀର ଘଟଣା, ବୋଧେ ଆଉ କାହାକୁ ଅଛପା ନାହିଁ । ଯେଉଁ ରାତିରେ ବିଜେଡି ନେତା ଆଉ ବିଜେଡି ନେତାଙ୍କ କଳିକୁ…
Read More...

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ

ଭୁବନେଶ୍ଵର: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦେଇଛି ବିଜେଡି । ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ରାଇଘର ନର୍ସିଂ ପୀଡ଼ିତାକୁ ୧କୋଟି ଟଙ୍କା…
Read More...

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ ଘଣ୍ଟିଆ ବନ୍ଦ ଡାକରା

ଉମରକୋଟ: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ବନ୍ଦ ଡାକରା । ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଲା ବିଜେଡି । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବିଜେଡିର ବନ୍ଦ ପାଳନ ଡାକରା । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେଡିର ବନ୍ଦ ଡାକରା । ଏନେଇ ସୂଚନା…
Read More...

ବିଜେପି ସରକାରରେ ଭାଙ୍ଗିଯାଇଛି ପୋଲିସର ମନୋବଳ

ବ୍ୟୁରୋ : - ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯାତନା ବଢିବା ସହିତ ହେଉଛି ଛାତ୍ରୀ ପୋଡି ଓ ଦୁଷ୍କର୍ମ । ଏନେଇ ବିଜେଡି ନେତା ଧ୍ରୁବ ଚରଣ ସାହୁ ରାଜ୍ୟ ସରକାର ଉପରେ ବର୍ଷି କହିଛନ୍ତି ରାଜ୍ୟରେ ପୋଲିସ ନିଷ୍କ୍ରିୟ ଥିବା ବେଳେ ପୋଲିସର ମନୋବଳ ଭାଙ୍ଗିଯାଇଛି କାରଣ ସରକାର କିଛି କରିବା ଅବସ୍ଥାରେ…
Read More...