Browsing Tag

Biswajit

ଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ଜାତିସଂଘ : କଂଗ୍ରେସ ନେତା ନରସିଂହ ମିଶ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି। ଗତ ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଲାଗି ବ୍ୟାପକ ବ୍ୟବସ୍ଥା…
Read More...

୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି 

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଜେପିର ରଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ। ପୂର୍ବାଞ୍ଚଳର ୧୪୪ ଲୋକସଭା ଆସନ…
Read More...

ଇଡି ପକ୍ଷରୁ ୩୫ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀର ଅବକାରୀ ନୀତି ମାମଲାରେ ଇଡି ପକ୍ଷରୁ ଦିଲ୍ଲୀ ସମେତ ୩୫ ସ୍ଥାନରେ ଚଢାଉ କରାଯାଇଛି। ଦିଲ୍ଲୀର ଅଭିଯୁକ୍ତ ସମୀର ମହେନ୍ଦ୍ରଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ଦିଲ୍ଲୀ ସମେତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ ଏବଂ ବାଙ୍ଗାଲୋରରେ ମଧ୍ୟ…
Read More...

ଟି-୨୦ ଆନ୍ତର୍ଜାତିକରୁ ମୁସଫିକର ରହିମଙ୍କ ଅବସର

ଢାକା: ଚଳିତ ଏସିଆ କପ ଗ୍ରୁପ ପର୍ଯ୍ୟାୟରୁ ବାଂଲାଦେଶ ବିଦା ହେବା ପରେ ଏହାର ଓି୍ୱକେଟ ରକ୍ଷକ ମୁସଫିକର ରହିମ ରବିବାର ଟି-୨୦ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ବିଶେଷ କରି ଦିନିକିଆ ଆନ୍ତର୍ଜାତିକ ଏବଂ ଟେଷ୍ଟ ମ୍ୟାଚ ଉପରେ ଧ୍ୟାନ କ୍ରେନ୍ଦିତ କରିବା ପାଇଁ ଏଭଳି ନିଷ୍ପତ୍ତି…
Read More...

ଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହର

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଅଞ୍ଚଳରେ ୫ ଦିନ ଧରି ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲ।। ତେବେ ଗତକାଲି ଗଜାନନଙ୍କୁ ଭସାଣ କରି ମେଲାଣି ଦିଆଯାଇଛି। ସୂଚନା ଅନୁସାରେ ସହରର ବଡ ବଡ ମେଢ ପ୍ରାୟ ମାଣିକ ନଗର, ବଡସାହି, ରେଗିଡି ସାହି, ସାନସାହି, ଆଙ୍କୋରଡା ସମେତ ବହୁ ଗ୍ରାମାଞ୍ଚଳରେ…
Read More...

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ

ହିିଞ୍ଜିଳି: ସ୍ଥାନୀୟ ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଜୁଆଡିମାନେ ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚଳାଇଥିବା ଜଣାପଡିଛି। ଅଞ୍ଚଳରେ ଜୁଆଡିମାନଙ୍କର ପ୍ରାଦୂଭାବ ଦିନକୁ ଦିନ ବଢିବାରେ ଲାଗିଛି। ସୂଚନା ଅନୁସାରେ ହିଞ୍ଜିଳି ପୁଲିସ ପକ୍ଷରୁ ସାରୁ ଗ୍ରାମରେ ଏକ ଜୁଆ ଆଡ୍ଡା…
Read More...

ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁନ୍ନତ ଓ ଗରିବ ଶ୍ରେଣୀର ଲୋକଙ୍କ ଲାଗି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାସନ କାର୍ଡ ମାଧ୍ୟରେ ୫ କିଲୋ ଖାଦ୍ୟଶସ୍ୟ ଯୋଗାଇଦେବାର ନିୟମ ରହିଛି। ତେବେ ଏହି ଯୋଜନାରେ ପୁରୀ ଜିଲ୍ଲାର ୪ ଲକ୍ଷ…
Read More...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନିମାପଡା: ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଜଣେ ବୟସ୍କା ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଗଳିତ ଶବଟି ସପ୍ତାହକ ପୂର୍ବରୁ ପଡିଥିବା ଅନୁମାନ କରାଯାଉଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି କୂଅରେ ପକାଇଦେଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ…
Read More...

ରହସ୍ୟରେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା

ମୁମ୍ବାଇ: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ତଥା ବିଶିଷ୍ଟ ଶିଳ୍ପପତି ସାଇସର ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମୁମ୍ବାଇର ପାଲଘର ଠାରେ ତାଙ୍କ ଗାଡିଟି ଡିଭାଇଡରରେ ପିଟି ହୋଇଯିବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡିରେ ଶ୍ରୀ ମିସ୍ତ୍ରୀଙ୍କ ସମେତ ଅନ୍ୟ ୪ ଜଣ…
Read More...

ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସସ୍ତରରେ ଅଦଳବଦଳ କରାଯାଇଛି। ବ୍ରହ୍ମପୁର କନସୋଲିଡେସନ ଆଣ୍ଡ ସେଲଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ସେହିପରି…
Read More...