Browsing Tag

Biswajit

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଳାରେ ଚକ୍ଷୁ ହସ୍ପିଟାଲ ଉଦଘାଟିତ

ଉଦଳା: ନର୍ମଦା ଫାଉଣ୍ଡେସନ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଣ୍ଢାଖାଇ ଠାରେ ସୂର୍ୟ୍ୟମଣୀ ନେତ୍ରାଳୟ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦେଇ ହସ୍ପିଟାଲକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି…
Read More...

ବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାଳୟ ଉଦଘାଟିତ

ଛତ୍ରପୁର/ ରଜନୀକାନ୍ତ ପାତ୍ର : ମନୁଷ୍ୟ ନିଜେ ସୁସ୍ଥ ରହିବା ପାଇଁ ହେଲେ ନିଜ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକର ଯତ୍ନ ନେବା ଆବଶ୍ୟକ। ସେଗୁଡିକର ଉଚିତ୍ ଯତ୍ନ ନେବା ପାଇଁ କିମ୍ବା ସେ ଗୁଡିକର କୌଣସି ଅସୁବିଧା ହେଲେ ସେଥିପାଇଁ ଭିନ୍ନ ଭିନ୍ନ ଡାକ୍ତରଙ୍କ ସହିତ ଯୋଗାଯୋଗ…
Read More...

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ଆସିକା: ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୦୦୮ ପରବର୍ତ୍ତୀ ନିଯୁକ୍ତ ହୋଇଥିବା ଅଧ୍ୟାପକ ଏବଂ କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି କଳାଦିବସ ପାଳନ କରିଛନ୍ତି। ଏଥି ସହିତ ଚାକିରିର ଅନିୟମିତତାକୁ ନେଇ ଓଡି଼ଶା ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଓଡିଶା…
Read More...

ମା’ କନ୍ଧୁଣି ଦେବୀ ମହୋତ୍ସବର ଦ୍ୱିତୀୟ ଦିନ

ସୋରଡା/ ରଜନୀକାନ୍ତ ପାତ୍ର : ସୋରଡାର ଅଧିଷ୍ଠାତ୍ରୀ ଦେବୀ ମାଆ କନ୍ଧୁଣି ଦେବୀଙ୍କ କଣ୍ଟାବିଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଆ କନ୍ଧୁଣି ଦେବୀ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ…
Read More...

ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁ

ୟୁପି: ବର୍ତ୍ତମାନ ବାଙ୍ଗାଲୋର ପରେ ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ବର୍ଷା ବିତ୍ପାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଘରର ଛାତ ଭୁଷୁଡି ପଡିବା ସହ କାନ୍ଥ ଭାଙ୍ଗିଯାଇଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥି…
Read More...

ପ୍ୟାଡି କ୍ରୟ ଅଟୋମେସନ ସିଷ୍ଟମ ଅନୁଧ୍ୟାନ କଲା ଛତିଶଗଡ ଟିମ୍

ଭୁବନେଶ୍ୱର: ପ୍ୟାଡି କ୍ରୟ ଅଟୋମେସନ ସିଷ୍ଟମର ସଫଳତା ଉପରେ ଅନୁଧ୍ୟାନ କରିବାକୁ ଛତିଶଗଡ ସରକାରଙ୍କ ୪ ଜଣିଆ ଟିମ୍ ଓଡି଼ଶା ଗସ୍ତରେ ଆସିଛନ୍ତି। ଦିଲ୍ଲୀପ ଜୟସୱାଲଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ ସକସେନାଙ୍କ ସହ ଆଲୋଚନା କରି ପି-ପାସର…
Read More...

ହିଞ୍ଜିଳିର ମୁଖ୍ୟ ରାସ୍ତା ପାଲଟିଛି ଗୋଶାଳା

ଗଞ୍ଜାମ/ରଜନୀକାନ୍ତ ପାତ୍ର : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସହର ପରିମଳ ରାସ୍ତା ଘାଟରୁ । ରାସ୍ତାଘାଟ ସଫା ସୁତରା ନ ରହି ପାଣି ଜମିବା କିମ୍ବା ଆବର୍ଜନା ପଡ଼ି ରହିଲେ ମଶାମାଛି ସେଥିରୁ ଜନ୍ମ ନେଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥା'ନ୍ତି। ରାଜ୍ୟ ସରକାର ଡେଙ୍ଗୁ, ମ୍ୟାଲେରିଆ ଭଳି…
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ନିର୍ଭୟା କଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ମାନ୍ୟବର ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ…
Read More...

କାଳିଆ ଟଙ୍କା ଓ ବାଲିଘାଟ ଅନିୟମିତତା ନେଇ ଗର୍ଜିଲେ ଚାଷୀ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ବହୁ ଚାଷୀଙ୍କ କାଳିଆ ଟଙ୍କା ଓ ଆସିକା ତହସିଲ ଅଞ୍ଚଳରେ ଥିବା ଲକ୍ଷ ଲକ୍ଷ ଟଙ୍କାର ବାଲିଘାଟ ଅନିୟମିତତା ବିରୁଦ୍ଧରେ ତହସିଲ ସମ୍ମୁଖରେ ଗର୍ଜିଥିଲେ। ଯୁବନେତା ରାଘବ ସିୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା।…
Read More...

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଲକ୍ଷୀପୁର ଖେରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସମ୍ପୃକ୍ତ ଅଞ୍ଚଳର ଦୁଇ ଜଣ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରାଯାଇ ମାରି ଦିଆ ଯାଇଥିଲା। ପରେ ଏକ ଗଛରେ ଟାଙ୍ଗି ଦିଆଯାଇଥିଲା। ସମ୍ପୃକ୍ତ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଦୁଇ…
Read More...