Browsing Tag

Biswajit

ହିଞ୍ଜିଳିର ମୁଖ୍ୟ ରାସ୍ତା ପାଲଟିଛି ଗୋଶାଳା

ଗଞ୍ଜାମ/ରଜନୀକାନ୍ତ ପାତ୍ର : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସହର ପରିମଳ ରାସ୍ତା ଘାଟରୁ । ରାସ୍ତାଘାଟ ସଫା ସୁତରା ନ ରହି ପାଣି ଜମିବା କିମ୍ବା ଆବର୍ଜନା ପଡ଼ି ରହିଲେ ମଶାମାଛି ସେଥିରୁ ଜନ୍ମ ନେଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥା'ନ୍ତି। ରାଜ୍ୟ ସରକାର ଡେଙ୍ଗୁ, ମ୍ୟାଲେରିଆ ଭଳି…
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ନିର୍ଭୟା କଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ମାନ୍ୟବର ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ…
Read More...

କାଳିଆ ଟଙ୍କା ଓ ବାଲିଘାଟ ଅନିୟମିତତା ନେଇ ଗର୍ଜିଲେ ଚାଷୀ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ବହୁ ଚାଷୀଙ୍କ କାଳିଆ ଟଙ୍କା ଓ ଆସିକା ତହସିଲ ଅଞ୍ଚଳରେ ଥିବା ଲକ୍ଷ ଲକ୍ଷ ଟଙ୍କାର ବାଲିଘାଟ ଅନିୟମିତତା ବିରୁଦ୍ଧରେ ତହସିଲ ସମ୍ମୁଖରେ ଗର୍ଜିଥିଲେ। ଯୁବନେତା ରାଘବ ସିୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା।…
Read More...

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଲକ୍ଷୀପୁର ଖେରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସମ୍ପୃକ୍ତ ଅଞ୍ଚଳର ଦୁଇ ଜଣ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରାଯାଇ ମାରି ଦିଆ ଯାଇଥିଲା। ପରେ ଏକ ଗଛରେ ଟାଙ୍ଗି ଦିଆଯାଇଥିଲା। ସମ୍ପୃକ୍ତ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଦୁଇ…
Read More...

ରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତ

ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିଥିଲେ। ରାଜ୍ୟରେ ଆର୍ଥିକ ବିକାଶ ଓ ବ୍ୟାପକ ନିଯୁକ୍ତି ଲାଗି ଶିଳ୍ପପତି ଓ…
Read More...

ସରିଲା ପୁଞ୍ଜିପତିଙ୍କ ସମ୍ମିଳନୀ

ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିଥିଲେ। ରାଜ୍ୟରେ ଆର୍ଥିକ ବିକାଶ ଓ ବ୍ୟାପକ ନିଯୁକ୍ତି ଲାଗି ଶିଳ୍ପପତି ଓ…
Read More...

ଭାରୋତ୍ତଳନ ପ୍ରଶିକ୍ଷକଙ୍କ ପାଇଁ ୩ ଦିନିଆ ବୈଷୟିକ ତାଲିମ ଶିବିର ଉଦଯାପିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ ଭାରତୀୟ ଭାରୋତ୍ତୋଳନ ଫେଡେରେସନର ମିଳିତ ସହଯୋଗରେ ୩ ଦିନିଆ ବୈଷୟିକ ଅଫିସିଆଲ ରିଫ୍ରେସର ପାଠ୍ୟକ୍ରମ (ଜାତୀୟ ବର୍ଗ ୨ ଏବଂ ବର୍ଗ ୧) ଅନୁଷ୍ଠିତ ହୋଇଯାଇଛି। ଏହା ସେପ୍ଟେମ୍ବର ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି…
Read More...

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ନରେଶ କୁମାର (୯୬)ଙ୍କର ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ନରେଶ କୁମାର ୧୯୨୮ମସିହା ଡିସେମ୍ବର ୨୨ ତାରିଖ ଲାହୋରରେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧୀନତା ପରେ ଭାରତର ପ୍ରମୁଖ ଟେନିସ ଖେଳାଳି ଭାବେ ପ୍ରତିଷ୍ଠା…
Read More...

ଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର - ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ପକ୍ଷରୁ ୧୫ ଜଣିଆ ଟିମ ଘୋଷଣା କରାଯାଇଛି। ହେଲେ ବାଂଲାଦେଶର ଟିମର ପୂର୍ବତନ ଅଧିନାୟକ ମହମ୍ମଦୁଲା ରିୟାଦଙ୍କୁ ବାଦ ଦିଆଯାଇଛି। ମହମୁଦ ସୁଜନଙ୍କ ସୂଚନା ଅନୁସାରେ ଗତ କିଛି…
Read More...

ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

ବାଙ୍ଗାଲୋର: ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେବା ସାଙ୍ଗକୁ ବିଭିନ୍ନ ସମୟରେ ଏହା ପ୍ରାକୃତିକ ଦୁର୍ବିପାକ ପାଇଁ ମୁଖ୍ୟ କାରଣ ହୋଇଛି। ତେବେ ଜୀବଜଗତ ପାଇଁ ପରିବେଶ ସନ୍ତୁଳନ ଠିକ୍ ରହିବା…
Read More...