Browsing Tag

Bhubneswar

ପ୍ରକୃତିକୁ ସର୍ବଦା ଭଲ ପାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କାଲି ଥିଲା କୁମାର ପୂର୍ଣିମା | ଆକାଶରେ ଖିଲି ଖିଲି ହୋଇ ହସୁଛି ପୂର୍ଣ୍ଣମୀର ଜହ୍ନ।  ଯିଏ ଦେଖିବା ସେ ଜହ୍ନକୁ ଆଖିଭାରିଲା ଯାଏଁ ନଦେଖି ରହିପାରିବନି।  ପ୍ରକୃତିର ଏହି ଅପୂର୍ବ ସୁନ୍ଦରତକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବେଶ ଉପଭୋଗ କରୁଛନ୍ତି । କେବଳ ଏକ ନବୀନ…
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଧେସାବଳି

ଭୁବନେଶ୍ୱର (ହର ପ୍ରସାଦ ବିଷୋୟୀ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗ ପାଇଁ ଦାୟୀତ୍ୱ ବାଣ୍ଟିଛନ୍ତି । ଏହି କ୍ରମରେ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟ ପ୍ଲାନିଂ ବୋର୍ଡର ମେମ୍ବର ଭାବେ ନିଯୁକ୍ତି ମିଳିଥିବା ବେଳେ ମିନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ…
Read More...

ଗୋ ଚାଲାଣ ବେଳେ, ଗଲା ଜୀବନ

ଜଳେଶ୍ଵର(ଅଜିତ କୁମାର ସାହୁ) :ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କଣ୍ଟେନର ର ସହିତ ଗୋଟିଏ ପିକଅପ ଭ୍ୟାନ ଓ ୨୦୦ରୁ ଉର୍ଦ୍ଧ ଗୋରୁ ଜବତ୍ ।୭ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିଲାବେଳେ ,ଜଣେ ମୃତ । ମୃତ୍ୟୁର କାରଣ ଅସସ୍ପଷ୍ଟ ।…
Read More...

ବ୍ରଜପାତରେ ଜଣେ ମୃତ ଦୁଇ ଜଣ ଗୁରୁତର

ବଲାଙ୍ଗୀର (ଜଗନ୍ନାଥ ଧରୁଆ ):ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେ ଗ୍ରାମ ଠାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ଭାଲେ ଗ୍ରାମର ବେଣୁ ରଣା ହୋଇଥିବା ବେଳେ ଗୁରୁତର ଅନ୍ୟ…
Read More...

ଉପ ନିର୍ବାଚନ ପୂର୍ବରୁ ବଦଳିଲେ ଧାମନଗର ଓ ତିହିଡ଼ି ବ୍ଲକର ବିଡିଓ

ଭଦ୍ରକ(ହରପ୍ରସାଦ ବିଷୋୟୀ ) : ଧାମନଗର ଉପନିର୍ବାଚନ ପୂର୍ବରୁ ବଦଳିଲେ ଭଦ୍ରକ ଧାମନଗର ଓ ତିହିଡ଼ି ବିଡିଓ। ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇଥିବା ସୂଚନା ଦେଇଛି ପଞ୍ଚାୟତିରାଜ ବିଭାଗ। କୋରାପୁଟ ଲକ୍ଷ୍ମୀପୁର ତହସିଲଦାର…
Read More...

ଧାମନଗର ଉପ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ଧାମନଗର ଉପ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ। ପ୍ରକାଶ ପାଇଛି ବିଜ୍ଞପ୍ତି। ୨ ଲକ୍ଷ ୩୮ ହଜାର ୩୬୦ ଜଣ ଭୋଟର ଅଛନ୍ତି। ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର, ୧ ଲକ୍ଷ ୧୫ ହଜାର ୩୧୪ ଜଣ ମହିଳା ଭୋଟର ଅଛନ୍ତି। ୨୫୨ଟି ବୁଥ…
Read More...

ରାଜ୍ୟରେ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଲାଗିରହିଛି ବର୍ଷା | ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ନେଇ ମିଳିଛି ସୂଚନା । ସକ୍ରିୟ ଘୂର୍ଣ୍ଣବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ଓ ତା’ର ପାର୍ଶ୍ୱ ଜିଲ୍ଲାରେ ଲାଗି ରହିବ ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା…
Read More...

ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ଯାଳୟ । ଏହା ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ଓ ହବ୍ କାର୍ଯ୍ୟାଳୟ । ପୂର୍ବରୁ ନିବେଶକ ସମ୍ମିଳିନୀରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସହ କଥା ହୋଇଥିଲେ ଡେଲୟଟ କର୍ତ୍ତୃପକ୍ଷ । ଅକ୍ଟୋବର…
Read More...

ଆଜି ଉପନିର୍ବାଚନ ପାଇଁ ପ୍ରକାଶ ପାଇବା ବିଜ୍ଞପ୍ତି

ଭୁବନେଶ୍ୱର(ହର ପ୍ରସାଦ ବିଷୋୟୀ ):ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୫ ତାରିଖରେ ପାର୍ଥିପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର…
Read More...

ରାମଙ୍କୁ ଦେଖି ଭାବ ବିହ୍ଵଳ ହୋଇଗଲେ ମହିଳା

ରିପୋଟର୍ସ ଟୁଡ଼େ :ଏକ ଭାଇରାଲ ଭିଡିଓରେ ଜଣେ ମହିଳା ରାମାୟଣ ଅଭିନେତା ଅରୁଣ ଗୋବିଲଙ୍କୁ ବିମାନବନ୍ଦରରେ ତାଙ୍କ ଆଗରେ ଆଣ୍ଠୁମାଡି ପ୍ରାର୍ଥନା କରୁଥିବା ଦେଖାଯାଇଛି। ଅଭିନେତାଙ୍କ ପତ୍ନୀ ଏବଂ ଅନ୍ୟମାନେ ଅନାଇଥିବା ବେଳେ ମହିଳା ତାଙ୍କ ପାଦରେ ଶୋଇଥିବା ବେଳେ ଭାବପ୍ରବଣ ଦେଖାଯାଉଥିଲେ |ପରଦାରେ…
Read More...