Browsing Tag

Bhubneswar

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା 

ନବରଙ୍ଗପୁର(ଟୁକୁନା ଖୁରା):ନବରଙ୍ଗପୁର ଜିଲ୍ଲା ର ସର୍ବପୂରାତନ ଶିକ୍ଷା ଅନୁଷ୍ଠାନ  ନବରଙ୍ଗପୁର ମହାବିଦ୍ୟାଳୟ ତାର ପଚାଶ ବର୍ଷ ଅତିକ୍ରମ କରି ବାବନ  ବର୍ଷରେ ପ୍ରଦାର୍ପଣ କରୁଛି। ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିବା  ନବରଙ୍ଗପୁର ମହାବିଦ୍ୟାଳୟ ୨୦୨୧ ମସିହାରେ ତାର ପଚାଶ ବର୍ଷ ପୂରଣ…
Read More...

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ କଲିକତାରେ ଥିବା କନସୋଲାଟ ଜେନେରାଲ ଡେଡିଅର ଡ଼ାଲପେନଙ୍କ ନେତୃତ୍ୱରେ ଫ୍ରେଞ୍ଚ ପ୍ରତିନିଧି ମଣ୍ଡଳ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲୋକସେବା ଭବନ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ | ଶିକ୍ଷାକ୍ଷେତ୍ରରେ ଓଡିଶା ଏବଂ…
Read More...

ପରିବହନ ଆୟୋଗଙ୍କୁ ଚିଠି; ନୂଆ ନମ୍ବର ପ୍ଲେଟ ସମୟର ପୁନଃ ବିଚାର କର

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ ଲଗାଇବାକୁ ନେଇ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି । 2019 ଏପ୍ରିଲ 1 ତାରିଖ ପୂର୍ବରୁ…
Read More...

ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ନୂଆଗାଁ(ମନୋଜ କୁମାର ପଣ୍ଡା ): ପ୍ରେମିକ ଟାଙ୍ଗିଆ ରେ ହାଣି ହତ୍ୟାକଲା ପ୍ରେମିକାର ଭାଇ l ଟାଙ୍ଗିଆ ରେ ହାଣି ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁର୍ଘଟଣାର ରୂପ ଦେବାକୁ ବାଇକରେ ବୋହି 4 କିମି ଦୂର ରେ ଥିବା ବାଦବାଡ଼ି ଜଙ୍ଗଲ ରେ ଫିଙ୍ଗିଦେଲା ପ୍ରେମିକାର ଭାଇ l ସୂଚନା ଅନୁଯାୟୀ…
Read More...

ଫୁଟ୍‌ବଲ୍‌ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଖେଳାଯିବ ଭୁବନେଶ୍ବରରେ

ଭୁବନେଶ୍ୱର: ଅଣ୍ଡର- ୧୭ ମହିଳା ଫିଫା ବିଶ୍ବକପ ପାଇଁ ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଦୀର୍ଘ ୨ ବର୍ଷ ପ୍ରତୀକ୍ଷାର ମଙ୍ଗଳବାର ଅନ୍ତ ଘଟିବ। କୋଭିଡ୍ ପାଇଁ ବାରମ୍ବାର ଘୁଞ୍ଚିଥିବା ଏହି ଫିଫା ଯୁବା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। କେବଳ…
Read More...

ଚର୍ଚ୍ଚାରେ କରଣ ଜୋହର

ମୁମ୍ବାଇ: ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି ନିର୍ଦେଶକ ତଥା ପ୍ରଯୋଜକ  କରଣ ଜୋହର | ପୁଣି ଥରେ ସେ ଏମିତି କିଛି କାମ କରି ଚର୍ଚ୍ଚାରେ ରହିଛନ୍ତି | ସେ କୌଣସି ବିବାଦ ମଧ୍ୟରେ ନାହାନ୍ତି ବରଂ ସବୁ ବିବାଦ ମଧ୍ୟରୁ ଦୁରେଇ ରହିବାକୁ ସୋସିଆଲ ମିଡିଆ ଟ୍ବିଟରକୁ ବାଏ୍‌ ବାଏ୍‌ କହିଛନ୍ତି କରଣ  । କରଣ…
Read More...

ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ

ରାଇରଙ୍ଗପୁର (ସତ୍ୟ ନାରାୟଣ ପାଲ ) :ମୟୂରଭଞ୍ଜ ଜିଲ୍ଲାର ମୋରଡl ଥାନା ଅଞ୍ଚଳର ଜଣେ ନାବାଳିକା କୁ କେହି ଜଣେ ଅପହରଣ କରି ନେଇଥିବା ଅଭିଯୋଗ କରିଥଲେ ନାବାଳିକା ର ପରିବାର ଲୋକେ। ଓଭିଜଗୋ ଆଧାରରେ ମୋରଡl ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତେବେ ପୋଲିସ ପୂର୍ବରୁ ନାବାଳିକା ର ବୟାନ ରେକର୍ଡ…
Read More...

ମଞ୍ଚେଶ୍ବର ସ୍ଥିତ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ 5T ସଚିବ

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ମଞ୍ଚେଶ୍ବର ସ୍ଥିତ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ 5T ସଚିବ ଭିକେ ପାଣ୍ଡିଆନ । ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରୁଛନ୍ତି 5T ସଚିବ । ଭିତ୍ତିଭୂମି, ଆଇଟି କମ୍ପାନୀଙ୍କ ପାଇଁ ଥିବା ସୁବିଧା ନେଇ ଅନୁଧ୍ୟାନ କରୁଛନ୍ତି । ତାଲିମ ନେଉଥିବା…
Read More...

ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର : ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ…
Read More...

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ଶିବିର ଉଦଘାଟନ କରିବେ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ଧର୍ମର ମାସ | କାର୍ତିକ ମାସରେ ମହାକାର୍ତିକ ବ୍ରତକୁ ହିନ୍ଦୁ ଧର୍ମରେ ଧର୍ମର ମାସ ବୋଲି କୁହାଯାଏ  | ପ୍ରତେକ ଓଡ଼ିଆ ଘରର ଲୋକେ ଗୋଟେ ମାସ ଯାଏ କାର୍ତିକ ବ୍ରତ କରନ୍ତି ଆମିଷ କୁ ଛାଡି ସାତ୍ଵିକ ଭୋଜନ କରନ୍ତି | ପୁରୀ ଶ୍ରୀମନ୍ଦିରରେ ମଧ୍ୟ ହବିଷ୍ୟାଳିଙ୍କ…
Read More...