Browsing Tag

Bhubneswar

ରାଜେନ୍ଦ୍ର ଦାସଙ୍କ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ):ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ମଇଦାନରେ ତିନି ଦଳର ପ୍ରାର୍ଥୀ । ତିନି ଦଳରେ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଛି ୫ ପ୍ରାର୍ଥିପତ୍ର । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନଥିବାବେଳେ ସ୍ୱାଧୀନ ପାର୍ଟି…
Read More...

ପାର୍ଥିପତ୍ର ପ୍ରତ୍ୟାହାର ପ୍ରଶ୍ନ ଉଠୁନି

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ):ଆଜି ଧାମନଗର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ । ସ୍ୱାଦୀନପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜୁ ଦାସ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ଥିବା ବେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର…
Read More...

ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ ବିସ୍ତୁତ ଆଲୋଚନା

ଗୋପ(ଜୟନ୍ତ ସେଠି ):ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ସତ୍ୟବାଦୀ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।  ପୁରୀ ଏଡିଏମ ପ୍ରଦୀପ କୁମାର ସାହୁଙ୍କ  ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରକାର ଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ର କାର୍ଯ୍ୟକ୍ରମ ସମ୍ପର୍କରେ ରେ ବିସ୍ତୁତ ଆଲୋଚନା…
Read More...

କ୍ଵାକ ଡାକ୍ତରଙ୍କ ପତ୍ନୀଙ୍କ ଭୁଲ ଔଷଧ ନେଇଗଲା ରୋଗୀଙ୍କ ଜୀବନ

 ମାଲକାନଗିରି(ସୂର୍ଯ୍ୟକାନ୍ତ ବେହେରା):କ୍ଵାକ ଡାକ୍ତରଙ୍କ ପତ୍ନୀଙ୍କ ଭୁଲ ଔଷଧ ପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏପରି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳାରୁ । ମିଳିଥିବା ସୂଚନା ଅନୁଯାୟୀ କାଲିମେଳା ଅଞ୍ଚଳର ତପନ କୁମାର ପାଉଲ (୫୦) ନିଜର ଦାନ୍ତରେ…
Read More...

ରାଜଧାନୀରେ ବାଣ ବିକ୍ରୀକୁ ଗ୍ରୀନ ସିଗ୍ନାଲ 

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ):୨ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ରାଜଧାନୀର ୭ଟି ସ୍ଥାନରେ ବାଣି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ବିଭିନ୍ନ ବିଭାଗ ଠାରୁ ଅନୁମତି ନେଇ ବାଣ ଦୋକାନ ଖୋଲିପାରିବେ ବ୍ୟବସାୟୀ ।…
Read More...

ସର୍ବଦଳୀୟ ବୈଠକରେ ଯୋଗଦେଲେ ୩ଦଳୀୟ କାର୍ଯ୍ୟକର୍ତା

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ) : ଆରମ୍ଭ ହେଲା ସର୍ବ ଦଳୀୟ ବୈଠକ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଛି ସର୍ବ ଦଳୀୟ ବୈଠକ,ଯୋଗଦେଲେ ତିନି ଦଳର କାର୍ଯ୍ୟକର୍ତା, ବିଜେଡି ତରଫରୁ ବିଧାୟକ ଦେବି ମିଶ୍ର, ବିଜେପି ତରଫରୁ ଲେଖାଶ୍ରୀ ସାମନ୍ତ ସିଂହାର, କଂଗ୍ରେସ ତରଫରୁ…
Read More...

ସହାନୁଭୂତି ସହିତ କର୍କଟ ରୋଗୀଙ୍କୁ ଚିକିତ୍ସା କରନ୍ତୁ

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସରରେ ଅତ୍ୟାଧୁନିକ PET-CT ସ୍କାନ୍ ସୁବିଧା ଉତ୍ସର୍ଗ କରିଛନ୍ତି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ…
Read More...

ଅବନ୍ତୀ ଦାସ ବିଜେଡିର ଧାମନଗର ପ୍ରାର୍ଥୀ

ଭୁବନେଶ୍ୱର : ତିହିଡି ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ଅବନ୍ତୀ ଦାସ ଶାସକ ବିଜୁ ଜନତା ଦଳର ଧାମନଗର ବିଧାନସଭା କ୍ଷେତ୍ର ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏ ସମ୍ପର୍କିତ ସୂଚନା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି । ଶ୍ରୀମତୀ ଅବନ୍ତୀ ଦାସ ମିଶନ ଶକ୍ତି ସ୍ୱୟଂ ସହାୟକା…
Read More...

ପଟ୍ଟା ପ୍ରଦାନ ସହ ସାମୁହିକ ଉଦ୍ୟମକୁ ଗୁରୁତ୍ଵ ଦେଲେ ୫ଟି ସଚିବ

ଭୁବନେଶ୍ୱର (ହର ପ୍ରସାଦ ବିଷୋୟୀ ):ସ୍ମାର୍ଟସ୍କୁଲ ହେବ ଗଞ୍ଜାମ ଜିଲ୍ଲାର ସବୁ ହାଇସ୍କୁଲ। ଆଗାମୀ ୫ ବର୍ଷରେ ସବୁ ହାଇସ୍କୁଲ ରୂପାନ୍ତରଣ କରାଯିବ। ଆଗାମୀ ୫ ବର୍ଷରେ 5T ଉପକ୍ରମରେ ରୂପାନ୍ତରିତ ହେବ ଗଞ୍ଜାମ ଜିଲ୍ଲାର ସମସ୍ତ ହାଇସ୍କୁଲ । ବଦଳିବ ସବୁ ହାଇସ୍କୁଲର ରୂପରେଖ । ସ୍ମାର୍ଟ ସ୍କୁଲରେ…
Read More...

ଧାମନଗର ମୈଦାନକୁ ଓହ୍ଲାଇଲେ କଂଗ୍ରେସ ଯୋଦ୍ଧା

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ଧାମନଗର ମୈଦାନକୁ ଓହ୍ଲାଇଲେ କଂଗ୍ରେସ ଯୋଦ୍ଧା । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କ ନାଁ ଘୋଷଣା କରିଛି । ହରେକୃଷ୍ଣଙ୍କ ପ୍ରାର୍ଥିତ୍ବକୁ ଏଆଇସିସି ମୋହର ମାରିଛି ।୨୦୧୯ ଧାମନଗର ଏନଏସିରୁ ପ୍ରାର୍ଥୀ ହୋଇଥିଲେ…
Read More...