ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଖଣ୍ଡଗିରି, ଜାଗମରା, ଜଗମୋହନ ନଗର ଅଞ୍ଚଳବାସୀ
ଭୁବନେଶ୍ୱର-: ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳ ବାସୀ । ୱାଟକୋ ଯୋଜନା ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ବିଫଳ ହୋଇଛି । ପାଣି ଟ୍ୟାପ ଖୋଲିଲେ ବୁନ୍ଦା ବୁନ୍ଦା ପାଣି ଆସୁଛି । ଅବହେଳା ଯୋଗୁଁ ଖଣ୍ଡଗିରି, ଜାଗମରା, ଜଗମୋହନ ନଗର ଲୋକଙ୍କ ପାଖରେ…
Read More...
Read More...