Browsing Tag

Bhubaneswar

ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା

ରିପୋଟର୍ସ ଟୁଡେ ବ୍ୟୁରୋ;-ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା । କାରଣ ଆସୁଛି ଆଉ ଏକ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନ ରହିଛି…
Read More...

ଜୀବନ ହାରିଲେ ବ୍ଲଗରଙ୍କ ସାନଭାଇ

ଜୀବନ ହାରିଲେ ବ୍ଲଗରଙ୍କ ସାନଭାଇ । ବାଇକ ରାଇଡିଂକୁ କରୁଥିବା ସନ୍ଦୀପ କୁମାର ଦାସ ସାନଙ୍କ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ରାଜଧୀନୀର ପୁନାମା ଗେଟ ପାଖ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ ମୃତଦେହ । ଖବର ପାଇ GRP ଘଟଣାସ୍ଥଳରେ ପହଞ୍ଚିଛି। ଏପଟେ ପୋଲିସ ମଧ୍ୟ ଆତ୍ମହତ୍ୟା ନେଇ…
Read More...

ବଦଳିଲା ଠିକଣା, ଚଳିତ ବର୍ଷ ଝାରପଡାର ଏଠାରେ ହେବ ଦୁର୍ଗାପୂଜା

ଭୁବନେଶ୍ୱର: ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଲା । ଏଥର ମେଳଣ ପଡ଼ିଆରେ ହେବ ଝାରପଡ଼ା ଦୁର୍ଗା ପୂଜା । ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ହେବ ପୂଜା । ଝାରପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ଦିଆଗଲା ସୂଚନା । ପ୍ରତିବର୍ଷ ଭଳି ଏଥର ବି ମହାଆଡ଼ମ୍ୱରରେ ହେବ ପୂଜା ।…
Read More...

ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ

ଭୁବନେଶ୍ଵର: ରାତି ଅଧରେ ପାଣ୍ଡରା ଅଞ୍ଚଳରେ ଛାତିଥରା ଘଟଣା । ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ…
Read More...

ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର, ମୋବାଇଲ ନେଇ ଛୁ ମାରିଲେ ମହିଳା

ଭୁବନେଶ୍ବର: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ୨ ଯୁବତୀ । CCTV ଦେଖି ସମ୍ପୃକ୍ତ ୨ ଯୁବତୀଙ୍କୁ ଖୋଜୁଛି ବଡ଼ଗଡ଼ ଥାନା ପୋଲିସ । ୨ ଯୁବତୀଙ୍କୁ ଏକ ସ୍କୁଟିରେ ଛୁ ମାରୁଥିବା ଦେଖିବାକୁ ମିଳିଛି । ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ପରର ଘଟଣା । ଝୁଲନ୍ତା…
Read More...

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା

ଭୂବନେଶ୍ଵର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା । ଏନେଇ ସୂଚନା ଦେଲେ BMC କମିଶନର ଚଞ୍ଚଳ ରାଣା । ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ । ତେବେ ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ୧୦ ଦିନ…
Read More...

୨୫ ଦିନରେ ୧୬ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ;ଗରୁଡ଼ରେ ପୋଲିସକୁ ମିଳିଛି ସଫଳତା ;ଆଇଜି

ସୁବର୍ଣ୍ଣପୁର(ଓମ୍ ପ୍ରକାଶ ମିଶ୍ର) ;-ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍ ଗରୁଡ଼ ରେ ପୋଲିସ ବିଭାଗ କୁ ମିଳିଛି ବଡ ସଫଳତା । ଏ ନେଇ ଗତକାଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆଇଜି ହିମାଂଶୁ ଲାଲ…
Read More...

ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା

ରିପୋଟର୍ସ ଟୁଡେ ବ୍ୟୁରୋ;- ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା…
Read More...

ରାଜ୍ୟରେ ଆଜି -ଆଉ କାଲି ପ୍ରବଳ ବର୍ଷା

ରିପୋଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ଆଜି ଆଉ କାଲି ପ୍ରବଳ ବର୍ଷା । ବର୍ଷା ପାଇଁ ପୀକା ପଡିଛି ଗଣେଶ ପୂଜା । ଏବେବି ଜାରି ରହିଛି ବର୍ଷା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ତାହା…
Read More...

ଓଡିଶାର ସୁପ୍ରତିଷ୍ଠିତ ବଡ଼ିବିଲଡର ସନ୍ତୋଷ କୁମାର ବଡ଼ଜେନା(ବାବୁନି) ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି

ଭୁବନେଶ୍ୱର;-ଓଡିଶାର ସୁପ୍ରତିଷ୍ଠିତ ବଡ଼ିବିଲଡର, ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସୁନାମ କରିଥିବା ଭୁବନେଶ୍ୱର ଉପକଣ୍ଠ ନୂଆ ଗାଁ ଅଧିବାସୀ ସନ୍ତୋଷ କୁମାର ବଡ଼ଜେନା(ବାବୁନି) ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର ଯୁବନେତା ଚିନ୍ମୟନନ୍ଦ ବଡ଼ଜେନାଙ୍କ ବଡ଼…
Read More...